blob: f4c286936d11f6dd05acb266eb13d6813840fa75 [file] [log] [blame]
<?xml version="1.0" ?>
<!DOCTYPE translationbundle>
<translationbundle lang="or">
<translation id="102360288709523007">Googleକୁ ବ୍ୟବହାରର ପରିସଂଖ୍ୟାନ ଏବଂ କ୍ରାସ୍‌ ରିପୋର୍ଟ ପଠାଇ, Chromiumକୁ ଉନ୍ନତ କରିବାରେ ସାହାଯ୍ୟ କରନ୍ତୁ।</translation>
<translation id="1185134272377778587">Chromium ବିଷୟରେ</translation>
<translation id="1257458525759135959">ଛବିଗୁଡ଼ିକୁ ସେଭ୍ କରିବା ପାଇଁ, Chromiumକୁ ଆପଣଙ୍କ ଫଟୋଗୁଡ଼ିକରେ ଯୋଗ କରିବାକୁ ଅନୁମତି ଦେବା ପାଇଁ ସେଟିଂସରେ ଟାପ୍ କରନ୍ତୁ</translation>
<translation id="1289216811211435351">Chromiumକୁ ସ୍ୱିଚ୍ କରନ୍ତୁ</translation>
<translation id="1361748954329991663">Chromiumର ସଂସ୍କରଣ ପୁରୁଣା ଅଟେ। ଯଦି <ph name="BEGIN_LINK" />ଆପ୍ ଷ୍ଟୋର<ph name="END_LINK" />ରେ କୌଣସି ଅପଡେଟ୍ ଉପଲବ୍ଧ ନାହିଁ, ତେବେ ଏହା ହୋଇପାରେ ଯେ ଆପଣଙ୍କ ଡିଭାଇସ୍ Chromiumର ନୂଆ ସଂସ୍କରଣକୁ ଆଉ ସମର୍ଥନ କରୁନାହିଁ।</translation>
<translation id="1431818719585918472">Chromiumକୁ ଆପଣଙ୍କ ଇନକଗ୍ନିଟୋ ଟାବଗୁଡ଼ିକୁ ଲକ୍ କରିବାକୁ ଦିଅନ୍ତୁ।</translation>
<translation id="1472013873724362412">ଆପଣଙ୍କର ଆକାଉଣ୍ଟ Chromiumରେ କାର୍ଯ୍ୟ କରେ ନାହିଁ। ଦୟାକରି, ଆପଣଙ୍କ ଡୋମେନ୍‍ ବ୍ୟବସ୍ଥାପକଙ୍କ ସହ ଯୋଗାଯୋଗ କରନ୍ତୁ କିମ୍ବା ସାଇନ୍‍ ଇନ୍‍ କରିବା ପାଇଁ ଏକ ନିୟମିତ Google ଆକାଉଣ୍ଟ ବ୍ୟବହାର କରନ୍ତୁ।</translation>
<translation id="1507010443238049608">Chromiumର ଫିଚର୍ ଓ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବାରେ ସାହାଯ୍ୟ କରେ</translation>
<translation id="1617663976202781617">Chromium ସିଙ୍କ୍‍ରୁ ଡାଟା</translation>
<translation id="1736662517232558588">Chromium ଡାଟା ଖାଲି କରାଯାଇଛି</translation>
<translation id="1838412507805038478">Chromium ଯାଞ୍ଚ କରିଛି ଯେ, <ph name="ISSUER" />ଏହି ୱେବସାଇଟ୍‌ର ସାର୍ଟିଫିକେଟ୍ ଜାରି କରିଛନ୍ତି।</translation>
<translation id="1843424232666537147">Chromiumରେ ଏପରି ବୈଶିଷ୍ଟ୍ୟ ଅଛି ଯାହା ଆପଣଙ୍କୁ ଆପଣଙ୍କର ଇଣ୍ଟର୍ନେଟ୍‌ ଡାଟା ପରିଚାଳନା କରିବାରେ ଏବଂ ଆପଣ କେତେ ଜଲଦି ୱେବ୍‌ପୃଷ୍ଠାଗୁଡ଼ିକ ଲୋଡ୍‌ କରିପାରିବେ, ସେଥିରେ ସାହାଯ୍ୟ କରିଥାଏ।
<ph name="BEGIN_LINK" />ଅଧିକ ଜାଣନ୍ତୁ<ph name="END_LINK" /></translation>
<translation id="2006345422933397527">ଅପଡେଟଗୁଡ଼ିକ ଅଛି କି ନାହିଁ ତାହା Chromium ଯାଞ୍ଚ କରିପାରିଲା ନାହିଁ। ଆପଣଙ୍କ ଇଣ୍ଟରନେଟ୍ ସଂଯୋଗ ଯାଞ୍ଚ କରି ଦେଖନ୍ତୁ।</translation>
<translation id="2054703085270098503">Chromium ସହ ସୁରକ୍ଷିତ ରୁହନ୍ତୁ</translation>
<translation id="2075400798887076382">ଆପଣଙ୍କର କମ୍ପ୍ୟୁଟର୍‌ରେ ଆପଣ ଖୋଲିଥିବା ଟାବ୍‌ଗୁଡ଼ିକୁ ଏହିଠାରେ ହିଁ ଆକ୍ସେସ୍ କରନ୍ତୁ। ବାସ୍, ଆପଣଙ୍କର କମ୍ପ୍ୟୁଟର୍‌ରେ Chromium ଖୋଲନ୍ତୁ, ମେନୁକୁ ଯାଆନ୍ତୁ ଏବଂ "Chromiumରେ ସାଇନ୍ ଇନ୍ କରନ୍ତୁ…” ବିକଳ୍ପକୁ ଚୟନ କରନ୍ତୁ</translation>
<translation id="2168108852149185974">କିଛି ଆଡ୍-ଅନ୍, Chromium କ୍ରାସ୍ ହେବାର କାରଣ ହୋଇପାରେ। ଦୟାକରି ଅନ୍‌ଇନ୍‌ଷ୍ଟଲ୍ କରନ୍ତୁ:</translation>
<translation id="2178608107313874732">Chromium, ଆପଣଙ୍କର କ୍ୟାମେରାକୁ ବର୍ତ୍ତମାନ ବ୍ୟବହାର କରିପାରିବ ନାହିଁ।</translation>
<translation id="2195025571279539885">ଆପଣ କ’ଣ ଚାହୁଁଛନ୍ତି ଯେ Chromium ପରବର୍ତ୍ତୀ ସମୟରେ ଏହି ସାଇଟ୍‌ର <ph name="LANGUAGE_NAME" /> ପୃଷ୍ଠାଗୁଡ଼ିକର ଅନୁବାଦ କରିବା ଅଫର୍‌ ଦେଉ?</translation>
<translation id="2590893390871230428">ଆପଣଙ୍କ Chromium ଡାଟା ସିଙ୍କ୍ କରନ୍ତୁ</translation>
<translation id="2650312721222849884">ଆପଣ Chromium ବ୍ୟବହାର କରୁଥିବା ଯେ କୌଣସି ସ୍ଥାନରୁ ଆପଣଙ୍କ ଟାବଗୁଡ଼ିକ ଦେଖିବାକୁ, ସିଙ୍କ୍ ଚାଲୁ କରନ୍ତୁ</translation>
<translation id="2684230048001240293">ଆପଣଙ୍କ ସମସ୍ତ ଡିଭାଇସରେ ଆପଣଙ୍କ ଟାବ୍, ପାସୱାର୍ଡ ଏବଂ ପେମେଣ୍ଟ ସୂଚନାକୁ ସିଙ୍କ୍ କରିବା ପାଇଁ Chromiumକୁ ଡିଫଲ୍ଟ ଭାବେ ସେଟ୍ କରନ୍ତୁ</translation>
<translation id="2730884209570016437">Chromium ଆପଣଙ୍କ କ୍ୟାମେରା ବ୍ୟବହାର କରିପାରିବ ନାହିଁ କାରଣ ଏହା ଅନ୍ୟ ଆପ୍ଲିକେସନ୍ ଦ୍ଵାରା ବ୍ୟବହୃତ ହେଉଛି</translation>
<translation id="2915596697727466327">ଆପଣଙ୍କର ପାସ୍‌ୱର୍ଡଗୁଡ଼ିକୁ ଅଧିକୃତ ଆକ୍‌ସେସ୍ ସୁନିଶ୍ଚିତ କରିବା ପାଇଁ, Chromium Face ID ବ୍ୟବହାର କରେ।</translation>
<translation id="2918709798697875261">ଆପଣଙ୍କ ସଂସ୍ଥା ପାଇଁ ଆପଣଙ୍କୁ Chromiumରୁ ସାଇନ୍ ଆଉଟ୍ କରି ରହିବାର ଆବଶ୍ୟକତା ଅଛି।</translation>
<translation id="2942241131342758843">ଲିଙ୍କଗୁଡ଼ିକୁ ଖୋଲିବା, ୱିଜେଟଗୁଡ଼ିକରୁ ସନ୍ଧାନ କରିବା ଏବଂ ଅନ୍ୟ ଆପଗୁଡ଼ିକରେ ପାସୱାର୍ଡଗୁଡ଼ିକୁ ସ୍ୱତଃପୂରଣ କରିବା ପାଇଁ Chromiumକୁ ଡିଫଲ୍ଟ ଭାବେ ବ୍ୟବହାର କରନ୍ତୁ</translation>
<translation id="2977470724722393594">Chromium ଅପ୍‍-ଟୁ-ଡେଟ୍‍ ଅଛି</translation>
<translation id="3256316712990552818">Chromiumକୁ କପି କରାଗଲା</translation>
<translation id="3344973607274501920">Chromium ଆପଣଙ୍କ ପାସୱାର୍ଡଗୁଡ଼ିକୁ ଯାଞ୍ଚ କରିପାରିଲା ନାହିଁ। ଆପଣଙ୍କ ଇଣ୍ଟର୍ନେଟ୍ ସଂଯୋଗ ଯାଞ୍ଚ କରି ଦେଖନ୍ତୁ।</translation>
<translation id="3472200483164753384">Chromium Canaryରେ ସମର୍ଥିତ ନୁହେଁ</translation>
<translation id="3639997914391704523">ଆପଣ ଆପଣଙ୍କ Google ଆକାଉଣ୍ଟ ମାଧ୍ୟମରେ ସାଇନ୍ ଇନ୍ କଲେ, Chromium ଆପଣଙ୍କର ପାସୱାର୍ଡଗୁଡ଼ିକୁ ଯାଞ୍ଚ କରିପାରିବ।</translation>
<translation id="3805899903892079518">ଆପଣଙ୍କର ଫଟୋ କିମ୍ୱା ଭିଡିଓଗୁଡ଼ିକୁ Chromiumର ଆକ୍ସେସ୍ ନାହିଁ। iOS ସେଟିଂସ୍ &gt; ଗୋପନୀୟତା &gt; ଫଟୋରେ ଆକ୍ସେସ୍‌ ସକ୍ଷମ କରନ୍ତୁ।</translation>
<translation id="3946918322491238254">ଆପଣ ଏବେ ବି ଏହି ଡିଭାଇସରେ ଆପଣଙ୍କର ସମସ୍ତ ବୁକମାର୍କ୍, ଇତିହାସ, ପାସୱାର୍ଡ ଏବଂ ଅନ୍ୟ ସେଟିଂସ୍ ଦେଖିପାରିବେ। ଯଦି ଆପଣ ପରିବର୍ତ୍ତନ କରନ୍ତି, ତେବେ ସେଗୁଡ଼ିକୁ ଆପଣଙ୍କ ଆକାଉଣ୍ଟ ସହିତ ସିଙ୍କ କରାଯିବ ନାହିଁ।</translation>
<translation id="4099085513035183040">Chromium ବିଟାରେ ସମର୍ଥିତ ନୁହେଁ</translation>
<translation id="4166206055865952171">Chromiumକୁ ଆପଣଙ୍କ ଡିଫଲ୍ଟ ବ୍ରାଉଜର୍ କରନ୍ତୁ</translation>
<translation id="4555020257205549924">ଯେତେବେଳେ ଏହି ବୈଶିଷ୍ଟ୍ୟ ଚାଲୁ ଅଛି, ସେତେବେଳେ Chromium ଅନ୍ୟ ଭାଷାଗୁଡ଼ିକରେ ଲେଖାଯାଇଥିବା ପୃଷ୍ଠାଗୁଡ଼ିକୁ ଅନୁବାଦ କରିବା ପାଇଁ ଅଫର୍‌ କରିବ। <ph name="BEGIN_LINK" />ଅଧିକ ଜାଣନ୍ତୁ<ph name="END_LINK" /></translation>
<translation id="4585809515399340748">ଆପଣ ମେସେଜ୍, ଡକ୍ୟୁମେଣ୍ଟ ଓ ଅନ୍ୟ ଆପଗୁଡ଼ିକରେ ଥିବା ଲିଙ୍କରେ ଯେ କୌଣସି ସମୟରେ ଟାପ୍ କରି ଏବେ Chromium ବ୍ୟବହାର କରିପାରିବେ।</translation>
<translation id="4681781466797808448">Chromium ସ୍କାନର୍‌କୁ ଚାଲୁ କରନ୍ତୁ</translation>
<translation id="4736424910885271643">ଆପଣଙ୍କ ଆକାଉଣ୍ଟ <ph name="HOSTED_DOMAIN" /> ଦ୍ୱାରା ପରିଚାଳିତ ହେଉଛି, ତେଣୁ ଆପଣଙ୍କ Chromium ଡାଟାକୁ ଏହି ଡିଭାଇସରୁ ଖାଲି କରିଦିଆଯିବ</translation>
<translation id="4787850887676698916">ଆପଣଙ୍କର ଅନ୍ୟ ଡିଭାଇସ୍‌ର Chromiumରେ ଯେଉଁ ଟାବ୍ ଖୋଲିଛନ୍ତି ତାହା ଏଠାରେ ଦେଖାଯିବ।</translation>
<translation id="4828317641996116749">Chromium ସମସ୍ତ ପାସୱାର୍ଡକୁ ଯାଞ୍ଚ କରିପାରିଲା ନାହିଁ। ପରେ ପୁଣି ଚେଷ୍ଟା କରନ୍ତୁ।</translation>
<translation id="4985291216379576555">ଅଫଲାଇନ୍, ଅପଡେଟଗୁଡ଼ିକ ଅଛି କି ନାହିଁ ତାହା Chromium ଯାଞ୍ଚ କରିପାରିବ ନାହିଁ</translation>
<translation id="4999538639245140991"><ph name="SIGNOUT_MANAGED_DOMAIN" /> ଦ୍ବାରା ପରିଚାଳିତ ଏକ ଆକାଉଣ୍ଟରୁ ଆପଣ ସାଇନ୍ ଆଉଟ୍ କରିଥିବାରୁ, ଏହି ଡିଭାଇସ୍‌ରୁ ଆପଣଙ୍କର Chromium ଡାଟା ଡିଲିଟ୍ କରାଯିବ। ଆପଣଙ୍କ ଡାଟା ଆପଣଙ୍କ Google ଆକାଉଣ୍ଟରେ ରହିବ।</translation>
<translation id="5224391634244552924">ସେଭ୍ କରାଯାଇଥିବା କୌଣସି ପାସୱାର୍ଡ ନାହିଁ। ଆପଣ ପାସୱାର୍ଡଗୁଡ଼ିକ ସେଭ୍ କଲେ Chromium ସେଗୁଡ଼ିକୁ ଯାଞ୍ଚ କରିପାରିବ।</translation>
<translation id="5308226104666789935">ଅପଡେଟଗୁଡ଼ିକ ଅଛି କି ନାହିଁ ତାହା Chromium ଯାଞ୍ଚ କରିପାରିବ ନାହିଁ</translation>
<translation id="5396916991083608703">Chromiumକୁ ଡିଫଲ୍ଟ ଭାବେ ସେଟ୍ କରିବେ?</translation>
<translation id="5521125884468363740">ଆପଣ Chromium ବ୍ୟବହାର କରୁଥିବା ଯେ କୌଣସି ସ୍ଥାନରୁ ଆପଣଙ୍କ ଟାବଗୁଡ଼ିକ ଦେଖିବାକୁ, ସାଇନ୍ ଇନ୍ କରି ସିଙ୍କ୍ ଚାଲୁ କରନ୍ତୁ</translation>
<translation id="5573014823074921752">Chromium ଟିପ୍। ଅଧିକ ଟାବ୍ ବିକଳ୍ପ ପାଇଁ, ଟୁଲ୍‌ବାର୍‌ରେ ଥିବା 'ଟାବ୍‍ଗୁଡ଼ିକ ଦେଖାନ୍ତୁ' ବଟନ୍‍କୁ ସ୍ପର୍ଶ କରି ଧରି ରଖନ୍ତୁ ଯାହା ଆପଣଙ୍କ ସ୍କ୍ରିନ୍‌ର ନିମ୍ନରେ କିମ୍ବା ଶୀର୍ଷରେ ରହିଥାଏ।</translation>
<translation id="5700709190537129682">Chromium ଆପଣଙ୍କ ପାସୱାର୍ଡଗୁଡ଼ିକୁ ଯାଞ୍ଚ କରିପାରିବ ନାହିଁ</translation>
<translation id="5742135483959137648">ଲିଙ୍କଗୁଡ଼ିକ ଖୋଲିବା ପାଇଁ Chromium ବ୍ୟବହାର କରନ୍ତୁ</translation>
<translation id="5777187867430702742">Chromium ପୃଷ୍ଠା</translation>
<translation id="5862307444128926510">Chromiumକୁ ସ୍ଵାଗତ</translation>
<translation id="5945387852661427312">ଆପଣ <ph name="DOMAIN" />ଙ୍କ ଦ୍ୱାରା ପରିଚାଳିତ ଏକ ଆକାଉଣ୍ଟ ମାଧ୍ୟମରେ ସାଇନ୍ ଇନ୍ କରିଛନ୍ତି ଏବଂ ଏହାର ବ୍ୟବସ୍ଥାପକଙ୍କୁ ଆପଣଙ୍କ Chromium ଡାଟାର ନିୟନ୍ତ୍ରଣ ଦେ‍ଇଛନ୍ତି। ଆପଣଙ୍କର ଡାଟା ଏହି ଆକାଉଣ୍ଟ ସହ ସ୍ଥାୟୀଭାବେ ଆବଦ୍ଧ ହେବ। Chromiumରୁ ସାଇନ୍ ଆଉଟ୍ କରିବା ଦ୍ୱାରା ଆପଣଙ୍କର ଡାଟା ଏହି ଡିଭାଇସ୍‍ରୁ ଡିଲିଟ୍ ହୋଇଯିବ, କିନ୍ତୁ ଏହା ଆପଣଙ୍କ Google ଆକାଉଣ୍ଟରେ ଷ୍ଟୋର୍ ହୋଇ ରହିବ।</translation>
<translation id="602807004951640891">Chromium ବ୍ୟବହାର କରି, ଆପଣ <ph name="BEGIN_LINK_TOS" />ସେବାର ସର୍ତ୍ତାବଳୀ<ph name="END_LINK_TOS" />ରେ ସମ୍ମତ ହୁଅନ୍ତି।</translation>
<translation id="6119647025869519954">Chromiumକୁ ଆପଣଙ୍କ ଡିଫଲ୍ଟ ବ୍ରାଉଜର୍ କରିବାକୁ:
1. ସେଟିଂସ୍ ଖୋଲନ୍ତୁ
2. ଡିଫଲ୍ଟ ବ୍ରାଉଜର୍ ଆପକୁ ଟାପ୍ କରନ୍ତୁ
3. Chromium ଚୟନ କରନ୍ତୁ।</translation>
<translation id="6268381023930128611">Chromiumରୁ ସାଇନ୍ ଆଉଟ୍ କରିବେ କି?</translation>
<translation id="6337530241089703714">ଏହି ଡିଭାଇସରୁ ଆପଣଙ୍କ Chromium ଡାଟାକୁ ଖାଲି କରିବେ ନା ଏହାକୁ ରଖିବେ ତାହା ବାଛନ୍ତୁ</translation>
<translation id="6424492062988593837">Chromium ବର୍ତ୍ତମାନ ଆହୁରି ଉନ୍ନତ ହୋଇଛି! ଗୋଟିଏ ନୂଆ ସଂସ୍କରଣ ଉପଲବ୍ଧ ଅଛି।</translation>
<translation id="6820823224820483452">Chromium ସମସ୍ତ ପାସୱାର୍ଡକୁ ଯାଞ୍ଚ କରିପାରିଲା ନାହିଁ। ଆସନ୍ତାକାଲି ପୁଣି ଚେଷ୍ଟା କରନ୍ତୁ।</translation>
<translation id="6827294685447036764">ଯଦି ଆପଣ Chromiumକୁ ଆପଣଙ୍କ ଲୋକେସନ୍ ଜାଣିବାକୁ ଅନୁମତି ଦିଅନ୍ତି ତେବେ Chromium ଏହାକୁ, ଆପଣ ଅନୁମତି ଦେଇଥିବା ଯେ କୌଣସି ସାଇଟକୁ ପଠାଏ। ଯେତେବେଳେ ସାଇଟଗୁଡ଼ିକ ପାଖରେ ଆପଣଙ୍କୁ ଦେଖାଇବା ପାଇଁ ଆଖପାଖର ଦୋକାନ କିମ୍ବା ସମାଚାର ପରି ସ୍ଥାନୀୟ ସୂଚନା ଥାଏ, ସେତେବେଳେ ସେଗୁଡ଼ିକ ଆପଣଙ୍କ ଲୋକେସନ୍ ବିଷୟରେ ପଚାରିପାରେ।</translation>
<translation id="7018284295775193585">Chromiumକୁ ଅପଡେଟ୍ କରାଯାଇପାରିବ ନାହିଁ</translation>
<translation id="7099326575020694068">ସ୍ପ୍ଲିଟ୍ ଭ୍ୟୁ ମୋଡ୍‌ରେ Chromium ଆପଣଙ୍କର କ୍ୟାମେରା ବ୍ୟବହାର କରିପାରିବ ନାହିଁ</translation>
<translation id="7118091470949186573">ଆପଣ ବର୍ତ୍ତମାନ ମେସେଜ୍, ଡକ୍ୟୁମେଣ୍ଟ ଏବଂ ଅନ୍ୟ ଆପଗୁଡ଼ିକର ଲିଙ୍କରେ ଯେ କୌଣସି ସମୟରେ ଟାପ୍ କରି Chromium ବ୍ୟବହାର କରିପାରିବେ।</translation>
<translation id="7208566199746267865">ଆପଣଙ୍କର ଆକାଉଣ୍ଟକୁ ୱେବ୍‌କୁ ଆଣି Chromium ଆପଣଙ୍କର ସମୟ ବଞ୍ଚାଏ। ଆପଣ ସେଟିଂସ୍‌ରେ ଆକାଉଣ୍ଟ ଯୋଗ କରିପାରିବେ କିମ୍ବା କାଢ଼ିପାରିବେ।</translation>
<translation id="725427773388857052">ଡାଟା ଉଲ୍ଲଙ୍ଘନ, ଅସୁରକ୍ଷିତ ୱେବସାଇଟ୍ କିମ୍ବା ଆହୁରି ଅନେକ କିଛିରୁ Chromium ଆପଣଙ୍କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିପାରିବ।</translation>
<translation id="7269362888766543920">କିଛି ଆଡ୍-ଅନ୍ କାରଣରୁ Chromium କ୍ରାଶ୍ ହୋଇପାରେ। ଦୟାକରି ସେଗୁଡ଼ିକୁ ଅନ୍‌ଇନ୍‍ଷ୍ଟଲ୍ କରିବା ପାଇଁ ଚେଷ୍ଟା କରନ୍ତୁ।</translation>
<translation id="7313655110045230863">Chromiumକୁ ଆପଣଙ୍କର ଡିଫଲ୍ଟ ବ୍ରାଉଜର୍ କରିବା ପାଇଁ, ସେଟିଂସ୍ ଖୋଲନ୍ତୁ। ଡିଫଲ୍ଟ ବ୍ରାଉଜର୍ ଆପରେ ଟାପ୍ କରନ୍ତୁ ଏବଂ ତା'ପରେ Chromium ଚୟନ କରନ୍ତୁ।</translation>
<translation id="7337881442233988129">Chromium</translation>
<translation id="7357211569052832586">ଚୟନିତ ଡାଟାକୁ Chromium ଓ ସିଙ୍କ୍ ହୋଇଥିବା ଡିଭାଇସ୍‍ଗୁଡ଼ିକରୁ କାଢ଼ି ଦିଆଯାଇଛି। ଆପଣଙ୍କ Google ଆକାଉଣ୍ଟ ମଧ୍ୟରେ ହୁଏତ history.google.comରେ ଅନ୍ୟ Google ସେବାଗୁଡ଼ିକରୁ ସନ୍ଧାନ ଏବଂ କାର୍ଯ୍ୟକଳାପ ପରି ବ୍ରାଉଜିଂ ଇତିବୃତ୍ତି ଅନ୍ୟ ରୂପରେ ଥାଇପାରେ।</translation>
<translation id="7400689562045506105">ସର୍ବତ୍ର Chromium ବ୍ୟବହାର କରନ୍ତୁ</translation>
<translation id="766897673682622022">ଏକ ଡାଟା ଉଲ୍ଲଙ୍ଘନ ଯୋଗୁଁ ଆପଣଙ୍କ ପାସୱାର୍ଡଟି ଚୋରି ହୋଇଯାଇଛି। Chromium ବର୍ତ୍ତମାନ ପାସୱାର୍ଡକୁ ବଦଳାଇବା ପାଇଁ ସୁପାରିଶ କରୁଛି।</translation>
<translation id="7674213385180944843">ସେଟିଂସ୍ &gt; ଗୋପନୀୟତା &gt; କ୍ୟାମେରା &gt; Chromium ଖୋଲନ୍ତୁ ଏବଂ କ୍ୟାମେରା ଚାଲୁ କରନ୍ତୁ।</translation>
<translation id="7746854981345936341">Chromium ପରାମର୍ଶ। ବ୍ୟାକ୍, ଫର୍‌ୱର୍ଡ, ଏବଂ ସର୍ଚ୍ଚ ଭଳି କିଛି ବଟନ୍ ବର୍ତ୍ତମାନ ଆପଣଙ୍କ ସ୍କ୍ରିନ୍‌ର ତଳେ ଅଛି।</translation>
<translation id="7763454117143368771">ବିପଦଜନକ ସାଇଟଗୁଡ଼ିକଠାରୁ ସୁରକ୍ଷିତ ରହିବା ପାଇଁ ଏବଂ ଆପଣଙ୍କ ପାସୱାର୍ଡଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ Chromiumକୁ ଆପଣଙ୍କ ଡିଫଲ୍ଟ ବ୍ରାଉଜର୍ ଭାବେ ବ୍ୟବହାର କରନ୍ତୁ</translation>
<translation id="786327964234957808">ଆପଣ ସିଙ୍କ ଆକାଉଣ୍ଟ <ph name="USER_EMAIL1" /> ରୁ <ph name="USER_EMAIL2" />କୁ ସ୍ୱିଚ୍ କରୁଛନ୍ତି। ଆପଣଙ୍କର ପୂର୍ବରୁ ଥିବା Chromium ଡାଟା <ph name="DOMAIN" /> ଦ୍ୱାରା ପରିଚାଳିତ ହେଉଛି। ଏହା ଏହି ଡିଭାଇସ୍‌ରୁ ଆପଣଙ୍କର ଡାଟା ଡିଲିଟ୍ କରିଦେବ, କିନ୍ତୁ ଆପଣଙ୍କର ଡାଟା <ph name="USER_EMAIL1" />ରେ ରହିବ।</translation>
<translation id="7890287942691234100">Chromium ସ୍କାନର୍ ବ୍ୟବହାର କରିବାକୁ ଆରମ୍ଭ କରନ୍ତୁ</translation>
<translation id="7928628054454574139">ଆପଣ ଅନ୍ୟ ଆପଗୁଡ଼ିକରେ ଥିବା ଲିଙ୍କରେ ଯେ କୌଣସି ସମୟରେ ଟାପ୍ କରି Chromium ଖୋଲନ୍ତୁ</translation>
<translation id="7931842119211730154">ଆପଣ Chromium ବନ୍ଦ କରିବା ସମୟରେ ଇନକଗ୍ନିଟୋ ଟାବଗୁଡ଼ିକୁ ଲକ୍ କରନ୍ତୁ</translation>
<translation id="7980860476903281594">ଆପଣ ଅନୁମତି ଦେଇଥିବା ସାଇଟଗୁଡ଼ିକ ସହିତ Chromium ଆପଣଙ୍କ ଲୋକେସନ୍ ସେୟାର୍ କରିଥାଏ।</translation>
<translation id="8013573822802650211">ଆପଣ Chromium ବ୍ୟବହାର କରୁଥିବା ଯେ କୌଣସି ସ୍ଥାନରୁ ଆପଣଙ୍କ ଟାବଗୁଡ଼ିକ ଦେଖିବାକୁ, ଆପଣଙ୍କ ସମସ୍ତ ଡିଭାଇସରେ ସାଇନ୍ ଇନ୍ କରନ୍ତୁ</translation>
<translation id="8073677936375100957">ଏହି ଡିଭାଇସ୍‍ରୁ ଆପଣଙ୍କର Chromium ଡାଟା ଖାଲି କରିବେ କି?</translation>
<translation id="8175055321229419309">ପରାମର୍ଶ: <ph name="BEGIN_LINK" />ଆପଣଙ୍କର ଡକ୍‍କୁ Chromium ଘୁଞ୍ଚାନ୍ତୁ<ph name="END_LINK" /></translation>
<translation id="8240981428553046115">ଅପଡେଟଗୁଡ଼ିକ ଅଛି କି ନାହିଁ ତାହା Chromium ଯାଞ୍ଚ କରିପାରିଲା ନାହିଁ। ପରେ ପୁଣି ଚେଷ୍ଟା କରନ୍ତୁ।</translation>
<translation id="8586442755830160949">କପିରାଇଟ୍ <ph name="YEAR" /> Chromium ଲେଖକ। ସମସ୍ତ ଅଧିକାର ସଂରକ୍ଷିତ ଅଛି।</translation>
<translation id="8663480472502753423">Chromiumକୁ ଅପ୍ ଟୁ ଡେଟ୍ ରଖନ୍ତୁ</translation>
<translation id="8776843108004031667">ଏହି ଆକାଉଣ୍ଟ ଏବଂ ଯେ କୌଣସି ସେଭ୍ କରାଯାଇନଥିବା ଡାଟା Chromiumରୁ କାଢ଼ି ଦିଆଯିବ।</translation>
<translation id="894437814105052438">ଆପଣ ସାଇନ୍ ଆଉଟ୍ କଲେ, Chromium ଯେ କୌଣସି ନୂଆ ଡାଟାକୁ ଆପଣଙ୍କ Google ଆକାଉଣ୍ଟ ସହିତ ସିଙ୍କ କରିବ ନାହିଁ। ପୂର୍ବରୁ ସିଙ୍କ କରାଯାଇଥିବା ଡାଟା ଆକାଉଣ୍ଟରେ ରହିଥାଏ।</translation>
<translation id="9022552996538154597">Chromiumରେ ସାଇନ୍ ଇନ୍ କରନ୍ତୁ</translation>
<translation id="9089354809943900324">Chromiumର ସମୟସୀମା ଶେଷ ହୋଇଛି</translation>
<translation id="921174536258924340">Chromium ସମସ୍ତ ପାସୱାର୍ଡକୁ ଯାଞ୍ଚ କରିପାରିଲା ନାହିଁ। ଆସନ୍ତାକାଲି ପୁଣି ଚେଷ୍ଟା କରନ୍ତୁ କିମ୍ବା <ph name="BEGIN_LINK" />ଆପଣଙ୍କ Google ଆକାଉଣ୍ଟରେ ପାସୱାର୍ଡଗୁଡ଼ିକୁ ଯାଞ୍ଚ କରନ୍ତୁ।<ph name="END_LINK" /></translation>
<translation id="985602178874221306">Chromium ଲେଖକ</translation>
</translationbundle>