blob: 0e19b055e11518b1b3d03a5f6260130f82561624 [file] [log] [blame]
<?xml version="1.0" ?>
<!DOCTYPE translationbundle>
<translationbundle lang="or">
<translation id="1282031177488366470">Chromeର ଫିଚର୍‌ଏବଂ କାର୍ଯ୍ୟଦକ୍ଷତାରେ ଉନ୍ନତ ଆଣିବାରେ ସାହାଯ୍ୟ କରନ୍ତୁ</translation>
<translation id="1314663809820920746">ଆପଣ ଏବେ ବି ଏହି ଡିଭାଇସରେ ଆପଣଙ୍କର ସମସ୍ତ ବୁକମାର୍କ୍, ଇତିହାସ, ପାସୱାର୍ଡ ଏବଂ ଅନ୍ୟ ସେଟିଂସ୍ ଦେଖିପାରିବେ। ଯଦି ଆପଣ ପରିବର୍ତ୍ତନ କରନ୍ତି, ତେବେ ସେଗୁଡ଼ିକୁ ଆପଣଙ୍କ Google ଆକାଉଣ୍ଟ ସହିତ ସିଙ୍କ କରାଯିବ ନାହି।</translation>
<translation id="1479202195792305274">ଆପଣ ଆପଣଙ୍କ Google ଆକାଉଣ୍ଟ ମାଧ୍ୟମରେ ସାଇନ୍ ଇନ୍ କଲେ, Chrome ଆପଣଙ୍କର ପାସୱାର୍ଡଗୁଡ଼ିକୁ ଯାଞ୍ଚ କରିପାରିବ।</translation>
<translation id="1493827051843127077">ଆପଣଙ୍କ ସମସ୍ତ ଡିଭାଇସରେ ଆପଣଙ୍କ ଟାବ୍, ପାସୱାର୍ଡ ଏବଂ ପେମେଣ୍ଟ ସୂଚନାକୁ ସିଙ୍କ୍ କରିବା ପାଇଁ Chromeକୁ ଡିଫଲ୍ଟ ଭାବେ ସେଟ୍ କରନ୍ତୁ</translation>
<translation id="1504372625950710826">ଅପଡେଟଗୁଡ଼ିକ ଅଛି କି ନାହିଁ ତାହା Chrome ଯାଞ୍ଚ କରିପାରିଲା ନାହିଁ। ଆପଣଙ୍କ ଇଣ୍ଟରନେଟ୍ ସଂଯୋଗ ଯାଞ୍ଚ କରି ଦେଖନ୍ତୁ।</translation>
<translation id="1682483655351012182">ଆପଣଙ୍କର Chrome ଡାଟା ସିଙ୍କ୍ କରନ୍ତୁ</translation>
<translation id="1759842336958782510">Chrome</translation>
<translation id="1917964099031477364">ଏହି ଆକାଉଣ୍ଟ ଏବଂ ଯେ କୌଣସି ସେଭ୍ କରାଯାଇନଥିବା ଡାଟା Chromeରୁ ଏବଂ ଏହି ଡିଭାଇସରେ ଥିବା ଅନ୍ୟ Google ଆପଗୁଡ଼ିକରୁ କାଢ଼ି ଦିଆଯିବ।</translation>
<translation id="2009224836393115614">Chrome ଆପଣଙ୍କ ପାସୱାର୍ଡଗୁଡ଼ିକୁ ଯାଞ୍ଚ କରିପାରିଲା ନାହିଁ। ଆପଣଙ୍କ ଇଣ୍ଟର୍ନେଟ୍ ସଂଯୋଗ ଯାଞ୍ଚ କରି ଦେଖନ୍ତୁ।</translation>
<translation id="2147651015520127414">Chromium ଯାଞ୍ଚ କରିଛି ଯେ, <ph name="ISSUER" />ଏହିୱେବ୍‍ସାଇଟ୍‍‌ର ସାର୍ଟିଫିକେଟ୍ ଜାରି କରିଛନ୍ତି।</translation>
<translation id="2199719347983604670">Chrome ସିଙ୍କରୁ ଡାଟା</translation>
<translation id="2342919707875585281">ଆପଣ ଅନୁମତି ଦେଇଥିବା ସାଇଟଗୁଡ଼ିକ ସହିତ Chrome ଆପଣଙ୍କ ଲୋକେସନ୍ ସେୟାର୍ କରିଥାଏ।</translation>
<translation id="2347208864470321755">ଯେତେବେଳେ ଏହି ବୈଶିଷ୍ଟ୍ୟ ଚାଲୁ କରାଯାଏ ସେତେବେଳେ, Google Translate ବ୍ୟବହାର କରି Chrome ଅନ୍ୟ ଭାଷାଗୁଡ଼ିକରେ ଲେଖାଯାଇଥିବା ପୃଷ୍ଠାଗୁଡ଼ିକୁ ଅନୁବାଦ କରିବା ପାଇଁ ଅଫର୍‌ କରିବ। <ph name="BEGIN_LINK" />ଅଧିକ ଜାଣନ୍ତୁ<ph name="END_LINK" /></translation>
<translation id="2415682770504543561">Chromeକୁ ଆପଣଙ୍କ ଡିଫଲ୍ଟ ବ୍ରାଉଜର୍ କରନ୍ତୁ</translation>
<translation id="2561231791489583059">ବିପଦଜନକ ସାଇଟଗୁଡ଼ିକଠାରୁ ସୁରକ୍ଷିତ ରହିବା ପାଇଁ ଏବଂ ଆପଣଙ୍କ ପାସୱାର୍ଡଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ Chromeକୁ ଆପଣଙ୍କ ଡିଫଲ୍ଟ ବ୍ରାଉଜର୍ ଭାବେ ବ୍ୟବହାର କରନ୍ତୁ</translation>
<translation id="2574249610672786438">ଆପଣ Chrome ବ୍ୟବହାର କରୁଥିବା ଯେ କୌଣସି ସ୍ଥାନରୁ ଆପଣଙ୍କ ଟାବଗୁଡ଼ିକ ଦେଖିବାକୁ, ଆପଣଙ୍କ ସମସ୍ତ ଡିଭାଇସରେ ସାଇନ୍ ଇନ୍ କରନ୍ତୁ</translation>
<translation id="2576431527583832481">Chromium ଏବେ ଉନ୍ନତ ହୋଇଯାଇଛି! ଗୋଟିଏ ନୂଆ ସଂସ୍କରଣ ଉପଲବ୍ଧ ଅଛି।</translation>
<translation id="257708665678654955">ଆପଣ କ’ଣ ଚାହୁଁଛନ୍ତି ଯେ Google Chrome ପରବର୍ତ୍ତୀ ସମୟରେ ଏହି ସାଇଟ୍‌ର <ph name="LANGUAGE_NAME" /> ପୃଷ୍ଠାଗୁଡ଼ିକର ଅନୁବାଦ କରିବା ଅଫର୍‌ ଦେଉ?</translation>
<translation id="2695886661449553974">ଅପଡେଟଗୁଡ଼ିକ ଅଛି କି ନାହିଁ ତାହା Chrome ଯାଞ୍ଚ କରିପାରିଲା ନାହିଁ। ପରେ ପୁଣି ଚେଷ୍ଟା କରନ୍ତୁ।</translation>
<translation id="2732745070297234559">Chrome ସମସ୍ତ ପାସୱାର୍ଡକୁ ଯାଞ୍ଚ କରିପାରିଲା ନାହିଁ। ଆସନ୍ତାକାଲି ପୁଣି ଚେଷ୍ଟା କରନ୍ତୁ।</translation>
<translation id="2740105938841089077">ଲିଙ୍କଗୁଡ଼ିକ ଖୋଲିବା ପାଇଁ Chrome ବ୍ୟବହାର କରନ୍ତୁ</translation>
<translation id="2919738076569633423">Chrome ବ୍ୟବହାର କରି, ଆପଣ <ph name="BEGIN_LINK_TOS" />ସେବାର ସର୍ତ୍ତାବଳୀ<ph name="END_LINK_TOS" />ରେ ସମ୍ମତ ହୁଅନ୍ତି।</translation>
<translation id="3030414234702425231">ଯେହେତୁ ଆପଣ <ph name="SIGNOUT_MANAGED_DOMAIN" />ଙ୍କ ଦ୍ଵାରା ପରିଚାଳିତ ଏକ ଆକାଉଣ୍ଟରୁ ସାଇନ୍ ଆଉଟ୍ କରୁଛନ୍ତି, ଏହି ଡିଭାଇସ୍‌ରୁ ଆପଣଙ୍କର Chrome ଡାଟା ଡିଲିଟ୍ କରାଯିବ। ଆପଣଙ୍କର ଡାଟା ଆପଣଙ୍କ Google ଆକାଉଣ୍ଟରେ ରହିବ।</translation>
<translation id="3167189358072330585">ଆପଣଙ୍କ ଆକାଉଣ୍ଟ Google Chromeରେ କାର୍ଯ୍ୟ କରେ ନାହିଁ। ଦୟାକରି ଆପଣଙ୍କ ଡୋମେନ୍ ବ୍ୟବସ୍ଥାପକଙ୍କ ସହ ଯୋଗାଯୋଗ କରନ୍ତୁ କିମ୍ବା ସାଇନ୍ ଇନ୍ କରିବା ପାଇଁ ଏକ ନିୟମିତ Google ଆକାଉଣ୍ଟ ବ୍ୟବହାର କରନ୍ତୁ।</translation>
<translation id="3173834708294760622">Google Chrome ପୃଷ୍ଠା</translation>
<translation id="3196546062792660320">Chrome ଆପଣଙ୍କର ଆକାଉଣ୍ଟଗୁଡ଼ିକୁ ୱେବ୍‍କୁ ନେ‍ଇ ଆପଣଙ୍କ ସମୟ ବଞ୍ଚାଏ। ଆପଣ ସେଟିଂସ୍‍‍ରେ ଆକାଉଣ୍ଟଗୁଡ଼ିକ ଯୋଗ କରିପାରିବେ କିମ୍ବା କାଢ଼ିଦେ‍ଇପାରିବେ।</translation>
<translation id="3223655207402797071">ଏହି ସାଇଟ୍, ଆପଣଙ୍କ Google ଆକାଉଣ୍ଟ ଏବଂ Chromeରେ ସାଇନ୍ ଇନ୍ କରନ୍ତୁ। ଆପଣ ପରେ ସିଙ୍କ ଚାଲୁ କରିପାରିବେ।</translation>
<translation id="3282568296779691940">Chromeରେ ସାଇନ୍‌ ଇନ୍‌ କରନ୍ତୁ</translation>
<translation id="3345341804167540816">Chromeକୁ ସର୍ବତ୍ର ବ୍ୟବହାର କରନ୍ତୁ</translation>
<translation id="3522659714780527202">ଆପଣ Chrome ବ୍ୟବହାର କରୁଥିବା ଯେ କୌଣସି ସ୍ଥାନରୁ ଆପଣଙ୍କ ଟାବଗୁଡ଼ିକ ଦେଖିବାକୁ, ସିଙ୍କ୍ ଚାଲୁ କରନ୍ତୁ</translation>
<translation id="3533694711092285624">ସେଭ୍ କରାଯାଇଥିବା କୌଣସି ପାସୱାର୍ଡ ନାହିଁ। ଆପଣ ପାସୱାର୍ଡଗୁଡ଼ିକୁ ସେଭ୍ କଲେ Chrome ସେଗୁଡ଼ିକୁ ଯାଞ୍ଚ କରିପାରିବ।</translation>
<translation id="3706101708757577809">ଆପଣ ବର୍ତ୍ତମାନ ମେସେଜ୍, ଡକ୍ୟୁମେଣ୍ଟ ଏବଂ ଅନ୍ୟ ଆପଗୁଡ଼ିକର ଲିଙ୍କରେ ଯେ କୌଣସି ସମୟରେ ଟାପ୍ କରି Chrome ବ୍ୟବହାର କରିପାରିବେ।</translation>
<translation id="3720541637541300822">ଆପଣ Chrome ବନ୍ଦ କରିବା ସମୟରେ ଇନକଗ୍ନିଟୋ ଟାବଗୁଡ଼ିକୁ ଲକ୍ କରନ୍ତୁ</translation>
<translation id="384394811301901750">Google Chrome ବର୍ତ୍ତମାନ କ୍ୟାମେରା ବ୍ୟବହାର କରିପାରିବ ନାହିଁ</translation>
<translation id="3980220367029651214">ଆପଣ ସିଙ୍କ ଆକାଉଣ୍ଟ <ph name="USER_EMAIL1" /> ରୁ <ph name="USER_EMAIL2" />କୁ ସ୍ୱିଚ୍ କରୁଛନ୍ତି। ଆପଣଙ୍କର ପୂର୍ବରୁ ଥିବା Chrome ଡାଟା <ph name="DOMAIN" /> ଦ୍ୱାରା ପରିଚାଳିତ ହେଉଛି। ଏହା ଏହି ଡିଭାଇସ୍‌ରୁ ଆପଣଙ୍କର ଡାଟା ଡିଲିଟ୍ କରିଦେବ, କିନ୍ତୁ ଆପଣଙ୍କର ଡାଟା <ph name="USER_EMAIL1" />ରେ ରହିବ।</translation>
<translation id="3984746313391923992">ଆପଣଙ୍କ ସଂସ୍ଥା ପାଇଁ ଆପଣଙ୍କୁ Chromeରୁ ସାଇନ୍ ଆଉଟ୍ କରି ରହିବାର ଆବଶ୍ୟକତା ଅଛି।</translation>
<translation id="3988789688219830639">Google Chrome ପାଖରେ ଆପଣଙ୍କର ଫଟୋ ଏବଂ ଭିଡିଓଗୁଡ଼ିକ ପାଇଁ ଆକ୍‌ସେସ୍ ନାହିଁ। 'iOS ସେଟିଂସ୍ &gt; ଗୋପନୀୟତା &gt; ଫଟୋସ୍'ରେ ଆକ୍‌ସେସ୍ ସକ୍ଷମ କରନ୍ତୁ।</translation>
<translation id="4099578267706723511">Googleକୁ ବ୍ୟବହାରର ପରିସଂଖ୍ୟାନ ଏବଂ କ୍ରାଶ୍ ରିପୋର୍ଟ ପଠାଇ, Chromeକୁ ଉନ୍ନତ କରିବାରେ ସାହାଯ୍ୟ କରନ୍ତୁ।</translation>
<translation id="417201473131094001">Chrome Canaryରେ ସମର୍ଥିତ ନୁହେଁ</translation>
<translation id="424864128008805179">Chromeରୁ ସାଇନ୍‌ ଆଉଟ୍‍ କରିବେ?</translation>
<translation id="4249068189593983585">Chrome ଟିପ୍। ଅଧିକ ଟାବ୍ ବିକଳ୍ପ ପାଇଁ, ଟୁଲ୍‌ବାର୍‌ରେ ଥିବା 'ଟାବ୍‍ଗୁଡ଼ିକ ଦେଖାନ୍ତୁ' ବଟନ୍‍କୁ ସ୍ପର୍ଶ କରି ଧରି ରଖନ୍ତୁ ଯାହା ଆପଣଙ୍କ ସ୍କ୍ରିନ୍‌ର ନିମ୍ନରେ କିମ୍ବା ଶୀର୍ଷରେ ରହିଥାଏ।</translation>
<translation id="4523886039239821078">କିଛି ଏଡ୍-ଅନ୍ କାରଣରୁ Chrome କ୍ରାଶ୍ ହୋଇଯାଉଛି। ଦୟାକରି ଅନ୍‌ଇନ୍‌ଷ୍ଟଲ୍ କରନ୍ତୁ:</translation>
<translation id="4633328489441962921">ଅପଡେଟଗୁଡ଼ିକ ଅଛି ନା ନାହିଁ ତାହା Chrome ଯାଞ୍ଚ କରିପାରିବ ନାହିଁ</translation>
<translation id="4698415050768537821">Chrome ସମସ୍ତ ପାସୱାର୍ଡକୁ ଯାଞ୍ଚ କରିପାରିଲା ନାହିଁ। ଆସନ୍ତାକାଲି ପୁଣି ଚେଷ୍ଟା କରନ୍ତୁ କିମ୍ବା <ph name="BEGIN_LINK" />ଆପଣଙ୍କ Google ଆକାଉଣ୍ଟରେ ପାସୱାର୍ଡଗୁଡ଼ିକୁ ଯାଞ୍ଚ କରନ୍ତୁ।<ph name="END_LINK" /></translation>
<translation id="484033449593719797">Chrome ବିଟାରେ ସମର୍ଥିତ ନୁହେଁ</translation>
<translation id="5030102366287574140">ଡାଟା ଉଲ୍ଲଙ୍ଘନ, ଅସୁରକ୍ଷିତ ୱେବସାଇଟ୍ ଏବଂ ଆହୁରି ଅନେକ କିଛିରୁ Chrome ଆପଣଙ୍କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିପାରିବ।</translation>
<translation id="5162467219239570114">Chromeର ସଂସ୍କରଣ ପୁରୁଣା ଅଟେ। ଯଦି <ph name="BEGIN_LINK" />ଆପ୍ ଷ୍ଟୋର<ph name="END_LINK" />ରେ କୌଣସି ଅପଡେଟ୍ ଉପଲବ୍ଧ ନାହିଁ, ତେବେ ଏହା ହୋଇପାରେ ଯେ ଆପଣଙ୍କ ଡିଭାଇସ୍ Chromeର ନୂଆ ସଂସ୍କରଣକୁ ଆଉ ସମର୍ଥନ କରୁନାହିଁ।</translation>
<translation id="5389212809648216794">Google Chrome ଆପଣଙ୍କର କ୍ୟାମେରା ବ୍ୟବହାର କରିପାରିବ ନାହିଁ କାରଣ ଏହା ଅନ୍ୟ ଏକ ଆପ୍ଲିକେସନ୍ ଦ୍ଵାରା ବ୍ୟବହାର ହେଉଛି</translation>
<translation id="5639704535586432836">ସେଟିଂସ୍ &gt; ବ୍ୟକ୍ତିଗତ&gt; କ୍ୟାମେରା&gt; Google Chrome ଖୋଲନ୍ତୁ ଏବଂ କ୍ୟାମେରା ଚାଲୁ କରନ୍ତୁ।</translation>
<translation id="5642200033778930880">Google Chrome, ଆପଣଙ୍କର କ୍ୟାମେରାକୁ ସ୍ପ୍ଲିଟ୍-ଭ୍ୟୁ ମୋଡ୍‌ରେ ବ୍ୟବହାର କରିପାରିବ ନାହିଁ</translation>
<translation id="5690427481109656848">Google LLC</translation>
<translation id="571296537125272375">ଅଫଲାଇନ୍, ଅପଡେଟଗୁଡ଼ିକ ଅଛି କି ନାହିଁ ତାହା Chrome ଯାଞ୍ଚ କରିପାରିବ ନାହିଁ</translation>
<translation id="5716154293141027663">ଆପଣ ଅନ୍ୟ ଆପଗୁଡ଼ିକରେ ଥିବା ଲିଙ୍କରେ ଯେ କୌଣସି ସମୟରେ ଟାପ୍ କରି Chrome ଖୋଲନ୍ତୁ</translation>
<translation id="5854621639439811139">Chrome କୂଚନା। ବ୍ୟାକ୍, ଫର୍‌ୱର୍ଡ, ଏବଂ ସର୍ଚ୍ଚ ଭଳି କିଛି ବଟନ୍ ବର୍ତ୍ତମାନ ଆପଣଙ୍କ ସ୍କ୍ରିନ୍‌ର ତଳଭାଗରେ ଅଛି।</translation>
<translation id="5876773482963502140">ଯଦି ଆପଣ Chromeକୁ ଆପଣଙ୍କ ଲୋକେସନ୍ ଜାଣିବାକୁ ଅନୁମତି ଦିଅନ୍ତି ତେବେ Chrome ଏହାକୁ, ଆପଣ ଅନୁମତି ଦେଇଥିବା ଯେ କୌଣସି ସାଇଟକୁ ପଠାଏ। ଯେତେବେଳେ ସାଇଟଗୁଡ଼ିକ ପାଖରେ ଆପଣଙ୍କୁ ଦେଖାଇବା ପାଇଁ ଆଖପାଖର ଦୋକାନ କିମ୍ବା ସମାଚାର ପରି ସ୍ଥାନୀୟ ସୂଚନା ଥାଏ, ସେତେବେଳେ ସେଗୁଡ଼ିକ ଆପଣଙ୍କ ଲୋକେସନ୍ ବିଷୟରେ ପଚାରିପାରେ।</translation>
<translation id="6036420186814142909">Google Chromeରେ ଏପରି ବୈଶିଷ୍ଟ୍ୟ ଅଛି ଯାହା ଆପଣଙ୍କୁ ଆପଣଙ୍କର ଇଣ୍ଟର୍ନେଟ୍‌ ଡାଟା ପରିଚାଳନା କରିବାରେ ଏବଂ ଆପଣ କେତେ ଜଲଦି ୱେବ୍‌ପୃଷ୍ଠାଗୁଡ଼ିକ ଲୋଡ୍‌ କରିପାରିବେ, ସେଥିରେ ସାହାଯ୍ୟ କରିଥାଏ।
<ph name="BEGIN_LINK" />ଅଧିକ ଜାଣନ୍ତୁ<ph name="END_LINK" /></translation>
<translation id="6181930887571472871">Chromeକୁ ସ୍ୱିଚ୍ କରନ୍ତୁ</translation>
<translation id="6238746320622508509">Chromeକୁ ଆପଣଙ୍କ ଇନକଗ୍ନିଟୋ ଟାବଗୁଡ଼ିକୁ ଲକ୍ କରିବାକୁ ଦିଅନ୍ତୁ।</translation>
<translation id="6573431926118603307">ଏଠାରେ ଆପଣଙ୍କର ଅନ୍ୟ ଡିଭାଇସ୍‌ର Chromeରେ ଯେଉଁ ଟାବ୍‌ ଖୋଲିଛନ୍ତି ତାହା ଦେଖାଯିବ।</translation>
<translation id="6600954340915313787">କପି କରାଯାଇ Chromeକୁ ନିଆଗଲା</translation>
<translation id="6634107063912726160">ଆପଣ ସାଇନ୍ ଆଉଟ୍ କଲେ, Chrome ଯେ କୌଣସି ନୂଆ ଡାଟାକୁ ଆପଣଙ୍କ Google ଆକାଉଣ୍ଟ ସହିତ ସିଙ୍କ କରିବ ନାହିଁ। ପୂର୍ବରୁ ସିଙ୍କ କରାଯାଇଥିବା ଡାଟା ଆକାଉଣ୍ଟରେ ରହିଥାଏ।</translation>
<translation id="6648150602980899529"><ph name="DOMAIN" />ଙ୍କ ଦ୍ୱାରା ପରିଚାଳିତ ଏକ ଆକାଉଣ୍ଟ ମାଧ୍ୟମରେ ଆପଣ ସାଇନ୍ ଇନ୍ କରିଛନ୍ତି ଏବଂ ଏହାର ଆଡ୍‍ମିନିଷ୍ଟ୍ରେଟର୍‍ଙ୍କୁ ଆପଣଙ୍କ Chrome ଡାଟାର ନିୟନ୍ତ୍ରଣ ଦେଇଛନ୍ତି। ଆପଣଙ୍କ ଡାଟା ଏହି ଆକାଉଣ୍ଟ ସହ ସ୍ଥାୟୀରୂପେ ଯୋଡ଼ି ହୋଇଯିବ। Chromeରୁ ସାଇନ୍ ଆଉଟ୍ କରିବା ଦ୍ୱାରା ଏହି ଡିଭାଇସ୍‍ରୁ ଆପଣଙ୍କର ଡାଟା ଡିଲିଟ୍ ହୋଇଯିବ, କିନ୍ତୁ ଏହା ଆପଣଙ୍କ Google ଆକାଉଣ୍ଟରେ ଷ୍ଟୋର୍ ହୋଇ ରହିବ।</translation>
<translation id="6676840375528380067">ଏହି ଡିଭାଇସ୍‌ରୁ ଆପଣଙ୍କର Chrome ଡାଟା ଖାଲି କରିବେ କି?</translation>
<translation id="6822673484890854830">Chrome ସମସ୍ତ ପାସୱାର୍ଡକୁ ଯାଞ୍ଚ କରିପାରିଲା ନାହିଁ। ପରେ ପୁଣି ଚେଷ୍ଟା କରନ୍ତୁ।</translation>
<translation id="6964931465519938134">ଆପଣ ମେସେଜ୍, ଡକ୍ୟୁମେଣ୍ଟ ଓ ଅନ୍ୟ ଆପଗୁଡ଼ିକରେ ଥିବା ଲିଙ୍କରେ ଯେ କୌଣସି ସମୟରେ ଟାପ୍ କରି ଏବେ Chrome ବ୍ୟବହାର କରିପାରିବେ।</translation>
<translation id="7124339256045485976">Chromeକୁ ଅପ୍ ଟୁ ଡେଟ୍ ରଖନ୍ତୁ</translation>
<translation id="7161390184744336561">Google Chromeର ସଂସ୍କରଣ ପୁରୁଣା ଅଟେ</translation>
<translation id="7165736900384873061">Google Chrome QR ସ୍କାନର୍‌କୁ ବ୍ୟବହାର କରିବା ଆରମ୍ଭ କରନ୍ତୁ</translation>
<translation id="7172660552945675509">ସୂଚନା: <ph name="BEGIN_LINK" />ଆପଣଙ୍କର ଡକ୍‌କୁ Chrome ଘୁଞ୍ଚାନ୍ତୁ<ph name="END_LINK" /></translation>
<translation id="7173660919484573146">ଆପଣଙ୍କର ପାସ୍‌ୱାର୍ଡ ପାଇଁ ଅଧିକୃତ ଆକ୍ସେସ୍ ସୁନିଶ୍ଚିତ କରିବାକୁ, Chrome Face ID ବ୍ୟବହାର କରେ।</translation>
<translation id="7261678641327190792">Chrome ଆପଣଙ୍କ ପାସୱାର୍ଡଗୁଡ଼ିକୁ ଯାଞ୍ଚ କରିପାରିବ ନାହିଁ</translation>
<translation id="7265369419224458312">ଆପଣଙ୍କର କମ୍ପ୍ୟୁଟର୍‌ରେ ଆପଣ ଖୋଲିଥିବା ଟାବ୍‌ଗୁଡ଼ିକୁ ଏହିଠାରେ ହିଁ ଆକ୍ସେସ୍ କରନ୍ତୁ। ବାସ୍, ଆପଣଙ୍କର କମ୍ପ୍ୟୁଟର୍‌ରେ Chrome ଖୋଲନ୍ତୁ, ମେନୁକୁ ଯାଆନ୍ତୁ ଏବଂ "Chromeରେ ସାଇନ୍ ଇନ୍ କରନ୍ତୁ…” ବିକଳ୍ପକୁ ଚୟନ କରନ୍ତୁ</translation>
<translation id="7272930098487145294">ଛବିଗୁଡ଼ିକୁ ସେଭ୍ କରିବା ପାଇଁ, Chromeକୁ ଆପଣଙ୍କ ଫଟୋଗୁଡ଼ିକରେ ଯୋଗ କରିବାକୁ ଅନୁମତି ଦେବା ନିମନ୍ତେ ସେଟିଂସରେ ଟାପ୍ କରନ୍ତୁ</translation>
<translation id="7275945473750112644">ଆପଣଙ୍କ ଆକାଉଣ୍ଟ <ph name="HOSTED_DOMAIN" /> ଦ୍ୱାରା ପରିଚାଳିତ ହେଉଛି, ତେଣୁ ଆପଣଙ୍କ Chrome ଡାଟାକୁ ଏହି ଡିଭାଇସରୁ ଖାଲି କରିଦିଆଯିବ</translation>
<translation id="7400722733683201933">Google Chrome ସମ୍ବନ୍ଧରେ</translation>
<translation id="7501046334262221972">Chromeକୁ ଆପଣଙ୍କର ଡିଫଲ୍ଟ ବ୍ରାଉଜର୍ କରିବା ପାଇଁ, ସେଟିଂସ୍ ଖୋଲନ୍ତୁ। ଡିଫଲ୍ଟ ବ୍ରାଉଜର୍ ଆପରେ ଟାପ୍ କରନ୍ତୁ ଏବଂ ତା'ପରେ Chrome ଚୟନ କରନ୍ତୁ।</translation>
<translation id="756809126120519699">Chrome ଡାଟା ଖାଲି କରାଯାଇଛି</translation>
<translation id="7626032353295482388">Chromeକୁ ସ୍ୱାଗତ୍‌</translation>
<translation id="7662994914830945754">ଆପଣ Chrome ବ୍ୟବହାର କରୁଥିବା ଯେ କୌଣସି ସ୍ଥାନରୁ ଆପଣଙ୍କ ଟାବଗୁଡ଼ିକ ଦେଖିବାକୁ, ସାଇନ୍ ଇନ୍ କରି ସିଙ୍କ୍ ଚାଲୁ କରନ୍ତୁ</translation>
<translation id="766361182512894255">ଏକ ଡାଟା ଉଲ୍ଲଙ୍ଘନ ଯୋଗୁଁ ଆପଣଙ୍କ ପାସୱାର୍ଡଟି ଚୋରି ହୋଇଯାଇଛି। Chrome ବର୍ତ୍ତମାନ ପାସୱାର୍ଡକୁ ବଦଳାଇବା ପାଇଁ ସୁପାରିଶ କରୁଛି।</translation>
<translation id="7698568245838009292">Chrome କ୍ୟାମେରାକୁ ଆକ୍ସେସ୍ କରିବାକୁ ଚାହୁଁଛି</translation>
<translation id="7855730255114109580">Google Chrome ଅପ୍-ଟୁ-ଡେଟ୍ ଅଛି</translation>
<translation id="8022947259858476807">ଲିଙ୍କଗୁଡ଼ିକୁ ଖୋଲିବା, ୱିଜେଟଗୁଡ଼ିକରୁ ସନ୍ଧାନ କରିବା ଏବଂ ଅନ୍ୟ ଆପଗୁଡ଼ିକରେ ପାସୱାର୍ଡଗୁଡ଼ିକୁ ସ୍ୱତଃପୂରଣ କରିବା ପାଇଁ Chromeକୁ ଡିଫଲ୍ଟ ଭାବେ ବ୍ୟବହାର କରନ୍ତୁ</translation>
<translation id="8160472928944011082">Chrome କୁ ଅପଡେଟ୍ କରାଯାଇପାରିବ ନାହିଁ</translation>
<translation id="8357607116237445042">ଏହି ଡିଭାଇସରୁ ଆପଣଙ୍କ Chrome ଡାଟାକୁ ଖାଲି କରିବେ ନା ଏହାକୁ ରଖିବେ ତାହା ବାଛନ୍ତୁ</translation>
<translation id="8370517070665726704">କପିରାଇଟ୍ <ph name="YEAR" /> Google LLC। ସମସ୍ତ ଅଧିକାର ସଂରକ୍ଷିତ ଅଛି।</translation>
<translation id="840168496893712993">କିଛି ଏଡ୍-ଅନ୍ କାରଣରୁ Chrome କ୍ରାସ୍ ହୋଇଯାଉଛି। ଦୟାକରି ସେଗୁଡ଼ିକୁ ଅନ୍‌ଇନ୍‍ଷ୍ଟଲ୍‌ କରିବା ପାଇଁ ପୁଣି ଚେଷ୍ଟା କରନ୍ତୁ।</translation>
<translation id="8459495907675268833">ଚୟନିତ ଡାଟାକୁ Chrome ଓ ସିଙ୍କ୍ ହୋଇଥିବା ଡିଭାଇସ୍‌ଗୁଡ଼ିକରୁ କାଢ଼ି ଦିଆଯାଇଛି। ଆପଣଙ୍କ Google ଆକାଉଣ୍ଟ ମଧ୍ୟରେ ହୁଏତ history.google.comରେ ଅନ୍ୟ Google ସେବାଗୁଡ଼ିକରୁ ସନ୍ଧାନ ଏବଂ କାର୍ଯ୍ୟକଳାପ ପରି ବ୍ରାଉଜିଂ ଇତିବୃତ୍ତି ଅନ୍ୟ ରୂପରେ ଥାଇପାରେ।</translation>
<translation id="850555388806794946">Chromeକୁ ଆପଣଙ୍କ ଡିଫଲ୍ଟ ବ୍ରାଉଜର୍ କରିବାକୁ:
1. ସେଟିଂସ୍ ଖୋଲନ୍ତୁ
2. ଡିଫଲ୍ଟ ବ୍ରାଉଜର୍ ଆପକୁ ଟାପ୍ କରନ୍ତୁ
3. Chrome ଚୟନ କରନ୍ତୁ।</translation>
<translation id="8540666473246803645">Google Chrome</translation>
<translation id="8736550665979974340">Google Chrome ସହ ସୁରକ୍ଷିତ ରୁହନ୍ତୁ</translation>
<translation id="9112744793181547300">Chromeକୁ ଡିଫଲ୍ଟ ଭାବେ ସେଟ୍ କରିବେ?</translation>
</translationbundle>