blob: 8fb4ef4cbce449b7c8ab7600a4948951a137a32d [file] [log] [blame]
<?xml version="1.0" ?>
<!DOCTYPE translationbundle>
<translationbundle lang="or">
<translation id="1001534784610492198">ସଂସ୍ଥାପକ ଅଭିଲେଖାଗାର ଦୁଷିତ ବା ଅବୈଧ ହୋଇଛି । ଦୟାକରି Google Chrome ପୁନଃ ଡାଉନଲୋଡ୍ କରନ୍ତୁ ।</translation>
<translation id="102763973188675173">Google Chromeକୁ କଷ୍ଟମାଇଜ୍ ଓ ନିୟନ୍ତ୍ରଣ କରନ୍ତୁ। ଅପ୍‍‍‍‍‍ଡେଟ୍‌ ଉପଲବ୍ଧ ଅଟେ।</translation>
<translation id="1051826050538111504">ଆପଣଙ୍କ କମ୍ପ୍ୟୁଟର୍‌ରେ କ୍ଷତିକାରକ ସଫ୍ଟୱେର୍ ଅଛି। Chrome ଏହାକୁ କାଢ଼ି ପାରିବ, ପୁନଃସ୍ଥାପନ କରିପାରିବ ଏବଂ ଏକ୍ସଟେନ୍‌ସନ୍‍ଗୁଡ଼ିକୁ ଅକ୍ଷମ କରିପାରେ ଯାହାଦ୍ୱାରା ଆପଣଙ୍କର ବ୍ରାଉଜର୍ ପୁଣି ସ୍ୱାଭାବିକ ଭାବେ କାର୍ଯ୍ୟ କରିବ।</translation>
<translation id="1065672644894730302">ଆପଣଙ୍କର ଅଗ୍ରାଧିକାରଗୁଡ଼ିକୁ ପଢ଼ାଯାଇପାରିବ ନାହିଁ।
କିଛି ବୈଶିଷ୍ଟ୍ୟ ହୁଏତ ଉପଲବ୍ଧ ନଥାଇପାରେ ଏବଂ ଅଗ୍ରାଧିକାରଗୁଡ଼ିକରେ କରାଯାଇଥିବା ପରିବର୍ତ୍ତନଗୁଡ଼ିକ ସେଭ୍ ନହୋଇପାରେ।</translation>
<translation id="1088300314857992706">ପୂର୍ବରୁ <ph name="USER_EMAIL_ADDRESS" /> Chrome ବ୍ୟବହାର କରୁଥିଲେ</translation>
<translation id="1097330777386562916">ଆପଣ Chromeରୁ ବାହାରିବା ସମୟରେ କୁକୀ ଏବଂ ସାଇଟ୍ ଡାଟାଗୁଡ଼ିକ ଖାଲି କରନ୍ତୁ</translation>
<translation id="110877069173485804">ଏହା ଆପଣଙ୍କର Chrome ଅଟେ</translation>
<translation id="1142745911746664600">Chrome ଅପ୍‌ଡେଟ୍ ହୋଇପାରିବ ନାହିଁ</translation>
<translation id="1154147086299354128">&amp;Chromeରେ ଖୋଲନ୍ତୁ</translation>
<translation id="123620459398936149">Chrome OS ଆପଣଙ୍କର ଡାଟାକୁ ସିଙ୍କ କରିପାରିଲା ନାହିଁ। ଦୟାକରି ଆପଣଙ୍କର ସିଙ୍କ ପାସଫ୍ରେଜ୍ ଅପ୍‍‍ଡେଟ୍ କରନ୍ତୁ।</translation>
<translation id="1293325835983155583"><ph name="MANAGER" /> ପାଇଁ ଆପଣଙ୍କୁ ଏହି ଡିଭାଇସକୁ ବ୍ୟବହାର କରିବା ପୂର୍ବରୁ ନିମ୍ନୋକ୍ତ ସେବାର ସର୍ତ୍ତାବଳୀକୁ ପଢ଼ି ସେଗୁଡ଼ିକୁ ଗ୍ରହଣ କରିବାର ଆବଶ୍ୟକତା ଅଛି। ଏହି ସର୍ତ୍ତାବଳୀ Google Chrome OSର ସର୍ତ୍ତାବଳୀକୁ ବିସ୍ତାର, ପରିବର୍ତ୍ତନ କିମ୍ବା ସୀମିତ କରେ ନାହିଁ।</translation>
<translation id="1302523850133262269">Chrome ନବୀନତମ ସିଷ୍ଟମ୍ ଅପ୍‌ଡେଟ୍‌ଗୁଡ଼ିକ ଇନ୍‌ଷ୍ଟଲ୍ କରୁଛି, ଦୟାକରି ଅପେକ୍ଷା କରନ୍ତୁ।</translation>
<translation id="137466361146087520">Google Chrome ବିଟା</translation>
<translation id="1399397803214730675">ଏହି କମ୍ପ୍ୟୁଟର୍‌ରେ ପୂର୍ବରୁ Google Chromeର ସବୁଠାରୁ ନିକଟତମ ସଂସ୍କରଣ ଅଛି। ଯଦି ସଫ୍ଟୱେୟାର୍ କାର୍ଯ୍ୟ କରୁ ନାହିଁ, ଦୟାକରି Google Chrome ଅନ୍‌ଇନ୍‌ଷ୍ଟଲ୍ କରନ୍ତୁ ଏବଂ ପୁଣି ଚେଷ୍ଟା କରନ୍ତୁ।</translation>
<translation id="1434626383986940139">Chrome କେନେରୀ ଆପ୍ସ</translation>
<translation id="147727933880789532">ଏହି ଏକ୍ସଟେନସନ୍ ବର୍ତ୍ତମାନର ଉନ୍ନତ ସୁରକ୍ଷିତ ବ୍ରାଉଜିଂ ମାନକ ପୂରଣ କରୁନଥିବା ଯୋଗୁଁ Chrome ଏହାକୁ ଅକ୍ଷମ କରିବା ପାଇଁ ସୁପାରିଶ କରିଥାଏ।</translation>
<translation id="1516530951338665275">ପେୟାରିଂ ଜାରି ରଖିବା ପାଇଁ Google Chrome ବ୍ଲୁଟୁଥ୍ ଆକ୍ସେସ୍
ଆବଶ୍ୟକ କରେ। <ph name="IDS_BLUETOOTH_DEVICE_CHOOSER_AUTHORIZE_BLUETOOTH_LINK" /></translation>
<translation id="1553358976309200471">Chrome ଅପ୍‍‍‍‍‍ଡେଟ୍‌</translation>
<translation id="1587223624401073077">Google Chrome ଆପଣଙ୍କର କ୍ୟାମେରା ବ୍ୟବହାର କରୁଛି।</translation>
<translation id="1587325591171447154"><ph name="FILE_NAME" /> ବିପଜ୍ଜନକ ଅଟେ, ତେଣୁ Chrome ଏହାକୁ ଅବରୋଧ କରିଛି।</translation>
<translation id="1597911401261118146">ଆପଣଙ୍କ ପାସୱାର୍ଡଗୁଡ଼ିକ ଡାଟା ଚୋରି ଏବଂ ଅନ୍ୟ ସୁରକ୍ଷା ସମସ୍ୟାଗୁଡ଼ିକରୁ ସୁରକ୍ଷିତ ଅଛି ନା ନାହିଁ ତାହା ଯାଞ୍ଚ କରିବାକୁ, <ph name="BEGIN_LINK" />Chromeରେ ସାଇନ୍ ଇନ୍ କରନ୍ତୁ<ph name="END_LINK" /></translation>
<translation id="1619887657840448962">Chromeକୁ ଆହୁରି ସୁରକ୍ଷିତ କରିବା ପାଇଁ, ଆମେ <ph name="IDS_EXTENSION_WEB_STORE_TITLE" />ରେ ତାଲିକାଭୁକ୍ତ ହୋଇନଥିବା ଏବଂ ଆପଣଙ୍କର ଅଜାଣତରେ ଯୋଗ କରାଯାଇଥିବା ନିମ୍ନୋକ୍ତ ଏକ୍ସ‌ଟେନ୍‌ସନ୍‌କୁ ଅକ୍ଷମ କରିଦେଇଛୁ।</translation>
<translation id="162629503687514352">Chrome OS ଆପଣଙ୍କ ପାସୱାର୍ଡଗୁଡ଼ିକୁ ସିଙ୍କ୍ କରିପାରିଲା ନାହିଁ।</translation>
<translation id="1628000112320670027">Chrome ସାହାଯ୍ୟରେ ସାହାଯ୍ୟ ପ୍ରାପ୍ତ କରନ୍ତୁ</translation>
<translation id="1666409074978194368">ପ୍ରାୟ ଅପ୍-ଟୁ-ଡେଟ୍! ଅପ୍‌ଡେଟ୍ କରିବା ସମାପ୍ତ କରିବାକୁ Google Chromeକୁ ପୁଣି ଲଞ୍ଚ କରନ୍ତୁ ଇନ୍‌କଗ୍ନିଟୋ ୱିଣ୍ଡୋ ପୁଣି ଖୋଲିବ ନାହିଁ।</translation>
<translation id="1674870198290878346">Chrome ଇନ୍‍କଗ୍ନିଟୋ ୱିଣ୍ଡୋରେ ଲିଙ୍କ୍ ଖୋଲନ୍ତୁ</translation>
<translation id="1682634494516646069">Google Chrome ଏହାର ଡାଟା ଡିରେକ୍ଟୋରୀକୁ ପଢ଼ି ଓ ଲେଖି ପାରିବ ନାହିଁ:
<ph name="USER_DATA_DIRECTORY" /></translation>
<translation id="1698376642261615901">Google Chrome ଏକ ୱେବ୍ ବ୍ରାଉଜର୍ ଯାହା ଦ୍ରୁତ ବେଗରେ ୱେବ୍‌ପୃଷ୍ଠା ଏବଂ ଆପ୍ଲିକେସନ୍‌ ଚଲାଏ। ଏହା ଦ୍ରୁତ, ସ୍ଥିର ଏବଂ ବ୍ୟବହାର କରିବା ପାଇଁ ସହଜ ଅଟେ। Google Chromeରେ ଅର୍ନ୍ତନିହିତ ମାଲ୍‌ୱେର୍‌ ଏବଂ ଫିସିଙ୍ଗ ସୁରକ୍ଷା ସହିତ ସୁରକ୍ଷିତ ଭାବେ ବ୍ରାଉଜ୍‌ କରନ୍ତୁ।</translation>
<translation id="1713301662689114961">{0,plural, =1{ଗୋଟିଏ ଘଣ୍ଟା ମଧ୍ୟରେ Chrome ପୁଣି ଲଞ୍ଚ ହେବ}other{# ଘଣ୍ଟାରେ Chrome ପୁଣି ଲଞ୍ଚ ହେବ}}</translation>
<translation id="1734234790201236882">ଆପଣଙ୍କର Google ଆକାଉଣ୍ଟରେ Chrome ଏହି ପାସ୍‌ୱର୍ଡ ସେଭ୍ କରିବ। ଆପଣଙ୍କୁ ଏହା ମନେରଖିବାକୁ ପଡ଼ିବ ନାହିଁ।</translation>
<translation id="174539241580958092">ସାଇନ୍ ଇନ୍ କରିବାରେ ଏକ ତ୍ରୁଟି ଦେଖାଦେଇଥିବା ଯୋଗୁଁ Google Chrome ଆପଣଙ୍କର ଡାଟାକୁ ସିଙ୍କ୍ କରିପାରିଲା ନାହିଁ।</translation>
<translation id="1759842336958782510">Chrome</translation>
<translation id="1786003790898721085">ଆପଣ ଆପଣଙ୍କ <ph name="TARGET_DEVICE_NAME" />ରେ Chromeରେ ସାଇନ୍ ଇନ୍ କରିଥିବା ନିଶ୍ଚିତ କରନ୍ତୁ ଏବଂ ତା'ପରେ ପୁଣି ପଠାଇବାକୁ ଚେଷ୍ଟା କରନ୍ତୁ।</translation>
<translation id="1807517590912578995">Chrome ପ୍ରୋଫାଇଲକୁ ଅଲଗା କରିବେ?</translation>
<translation id="1812689907177901597">ଏହାକୁ ବନ୍ଦ କରିବା ଦ୍ଵାରା, ଆପଣ Chromeରେ ସାଇନ୍-ଇନ୍ ନକରି Gmail ଭଳି Google ସାଇଟ୍‍ଗୁଡ଼ିକରେ ସାଇନ୍-ଇନ୍ କରିପାରିବେ</translation>
<translation id="1860536484129686729">ଏହି ସାଇଟ୍ ପାଇଁ Chrome ଆପଣଙ୍କର କ୍ୟାମେରା ଆକ୍ସେସ୍ କରିବାକୁ ଅନୁମତି ଆବଶ୍ୟକ କରେ</translation>
<translation id="1873233029667955273">Google Chrome ଆପଣଙ୍କର ଡିଫଲ୍ଟ ବ୍ରାଉଜର୍ ନୁହେଁ</translation>
<translation id="1874309113135274312">Google Chrome ବେଟା (mDNS-In)</translation>
<translation id="1877026089748256423">Chromeର ସମୟସୀମା ଶେଷ ହୋଇଛି</translation>
<translation id="1919130412786645364">Chromeରେ ସାଇନ୍-ଇନ୍‌ କରିବାକୁ ଅନୁମତି ଦିଅନ୍ତୁ</translation>
<translation id="2018528049276128029">ପ୍ରତ୍ୟେକ ପ୍ରୋଫାଇଲରେ ବୁକମାର୍କ, ଇତିହାସ, ପାସୱାର୍ଡ ଏବଂ ଆହୁରି ଅନେକ କିଛି ପରି ତା'ର ନିଜସ୍ୱ Chrome ସୂଚନା ଥାଏ</translation>
<translation id="2063848847527508675">ଅପ୍‌ଡେଟ୍‌କୁ ଲାଗୁ କରିବା ପାଇଁ Chrome OSକୁ ରିଷ୍ଟାର୍ଟ କରିବାର ଆବଶ୍ୟକତା ରହିଛି।</translation>
<translation id="2094919256425865063">ଯେକୌଣସି ମତେ Chrome ପରିତ୍ୟାଗ କରିବେ?</translation>
<translation id="2120620239521071941">ଏହି ଡିଭାଇସ୍‌ରୁ ଏହା <ph name="ITEMS_COUNT" />ଟି ଆଇଟମ୍‌ ଡିଲିଟ୍‌ କରିବ। ପରେ ଆପଣଙ୍କର ଡାଟା ପୁନଃପ୍ରାପ୍ତ କରିବାକୁ, Chromeରେ <ph name="USER_EMAIL" />ଭାବେ ସାଇନ୍‌ ଇନ୍‌ କରନ୍ତୁ।</translation>
<translation id="2123055963409958220"><ph name="BEGIN_LINK" />ବର୍ତ୍ତମାନ ସେଟିଂସ୍‌<ph name="END_LINK" />ର ରିପୋର୍ଟ କରି Chromeକୁ ଆହୁରି ଉତ୍ତମ କରିବାରେ ସାହାଯ୍ୟ କରନ୍ତୁ</translation>
<translation id="2151406531797534936">ଦୟାକରି ବର୍ତ୍ତମାନ Chrome ରିଷ୍ଟାର୍ଟ କରନ୍ତୁ</translation>
<translation id="2246246234298806438">ଯେତେବେଳେ ଅନ୍ତର୍ନିହିତ PDF ଭ୍ୟୁୟର୍‍ ନାହିଁ ସେତେବେଳେ Google Chrome ପ୍ରିଣ୍ଟ ପ୍ରିଭ୍ୟୁ ଦେଖାଇପାରିବ ନାହିଁ।</translation>
<translation id="2290014774651636340">Google API କୀ' ମିଳୁନାହିଁ। Google Chromeର କିଛି ପ୍ରକାର୍ଯ୍ୟ ଅକ୍ଷମ କରାଯିବ।</translation>
<translation id="2290095356545025170">ଆପଣ Google Chrome ଅଣସଂସ୍ଥାପନ କରିବାକୁ ଚାହୁଁଥିବା ନିଶ୍ଚିତ କି ?</translation>
<translation id="2309047409763057870">ଏହା Google Chromeର ଏକ ସେକେଣ୍ଡାରୀ ଇନ୍‍ଷ୍ଟଲେସନ୍‌ ଏବଂ ଏହାକୁ ଆପଣଙ୍କର ଡିଫଲ୍ଟ ବ୍ରାଉଜର୍‌ କରାଯାଇପାରିବ ନାହିଁ।</translation>
<translation id="2348335408836342058">ଏହି ସାଇଟ୍ ପାଇଁ ଆପଣଙ୍କର କ୍ୟାମେରା ଏବଂ ମାଇକ୍ରୋଫୋନ୍ ଆକ୍ସେସ୍ କରିବାକୁ Chrome ଅନୁମତି ଆବଶ୍ୟକ କରୁଛି</translation>
<translation id="234869673307233423">Chrome ଆପଣଙ୍କର ପାସୱାର୍ଡଗୁଡ଼ିକୁ ଯାଞ୍ଚ କରିପାରିବ ନାହିଁ। ପରେ ପୁଣି ଚେଷ୍ଟା କରନ୍ତୁ।</translation>
<translation id="235650106824528204">ଏହି ପ୍ରୋଫାଇଲର ବ୍ୟବହାର ସମୟରେ ସୃଷ୍ଟି ହୋଇଥିବା ଯେ କୌଣସି Chrome ଡାଟା (ଯେପରି ବୁକମାର୍କ୍, ଇତିହାସ, ପାସୱାର୍ଡ ଏବଂ ଅନ୍ୟ ସେଟିଂସର କ୍ରିଏସନ୍) ୱାର୍କ ପ୍ରୋଫାଇଲ୍ ଆଡମିନିଷ୍ଟ୍ରେଟରଙ୍କ ଦ୍ୱାରା କାଢ଼ି ଦିଆଯାଇପାରିବ। <ph name="LEARN_MORE" /></translation>
<translation id="2429317896000329049">ଆପଣଙ୍କର ଡୋମେନ୍ ପାଇଁ ସିଙ୍କ୍ ଉପଲବ୍ଧ ନଥିବାରୁ Google Chrome ଆପଣଙ୍କର ଡାଟା ସିଙ୍କ୍ କରିପାରିଲା ନାହିଁ।</translation>
<translation id="245659736593643560">Chrome OS <ph name="BEGIN_LINK_LINUX_OSS" />Linux ଡେଭଲପମେଣ୍ଟ ପରିବେଶ (ବିଟା)<ph name="END_LINK_LINUX_OSS" /> ପରି ଅତିରିକ୍ତ <ph name="BEGIN_LINK_CROS_OSS" />ଓପନ୍ ସୋର୍ସ ସଫ୍ଟୱେର୍<ph name="END_LINK_CROS_OSS" /> ଦ୍ୱାରା ସମ୍ଭବପର ହୋଇଛି।</translation>
<translation id="2467438592969358367">Google Chrome ଆପଣଙ୍କର ପାସ୍‌ୱାର୍ଡଗୁଡିକୁ ଏକ୍ସପୋର୍ଟ କରିବାକୁ ଚାହେଁ। ଏହାକୁ ଅନୁମତି ଦେବା ପାଇଁ ନିଜର Windows ପାସ୍‌ୱାର୍ଡ ଟାଇପ୍ କରନ୍ତୁ।</translation>
<translation id="2485422356828889247">ଅନ୍‍ଇନ୍‍ଷ୍ଟଲ୍‌ କରନ୍ତୁ</translation>
<translation id="2534507159460261402">Google Pay (Chromeକୁ କପି କରାଯାଇଛି)</translation>
<translation id="2574930892358684005"><ph name="EXISTING_USER" /> ଏହି Chrome ପ୍ରୋଫାଇଲରେ ପୂର୍ବରୁ ସାଇନ୍ ଇନ୍ କରିସାରିଛନ୍ତି। ଆପଣଙ୍କ ବ୍ରାଉଜିଂକୁ ଅଲଗା ରଖିବାକୁ, Chrome ଆପଣଙ୍କ ପାଇଁ ଆପଣଙ୍କର ନିଜର ପ୍ରୋଫାଇଲ୍ ତିଆରି କରିପାରିବ।</translation>
<translation id="2580411288591421699">ବର୍ତ୍ତମାନ ସମୟରେ ଚାଲୁଥିବା Google Chromeର ସମାନ ସଂସ୍କରଣକୁ ଇନ୍‍ଷ୍ଟଲ୍ କରାଯାଇପାରିବ ନାହିଁ। ଦୟାକରି Google Chromeକୁ ବନ୍ଦ କରନ୍ତୁ ଏବଂ ପୁଣି ଚେଷ୍ଟା କରନ୍ତୁ।</translation>
<translation id="2586406160782125153">ଏହା ଏହି ଡିଭାଇସ୍‍ରୁ ଆପଣଙ୍କର ବ୍ରାଉଜିଂ ଡାଟା ଖାଲି କରିଦେବେ। ପରେ ଆପଣଙ୍କର ଡାଟା ପୁନଃପ୍ରାପ୍ତ କରିବାକୁ Chromeରେ <ph name="USER_EMAIL" />ରୂପେ ସାଇନ୍ ଇନ୍‌ କରନ୍ତୁ।</translation>
<translation id="2588634262982826227">ରିବୁଟ୍ କରିବା ପରେ ପ୍ରତ୍ୟେକ ଥର ନପଚାରି Chrome OS ସର୍ବଦା ଆପଣଙ୍କ ଆପ୍ ଓ ପୃଷ୍ଠାଗୁଡ଼ିକୁ ରିଷ୍ଟୋର କରିପାରିବ।</translation>
<translation id="2622559029861875898">Chrome ଅପଡେଟଗୁଡ଼ିକୁ ଯାଞ୍ଚ କରିପାରିବ ନାହିଁ। ଆପଣଙ୍କର ଇଣ୍ଟର୍ନେଟ୍ ସଂଯୋଗ ଯାଞ୍ଚ କରି ଦେଖନ୍ତୁ।</translation>
<translation id="2644798301485385923">Chrome OS ସିଷ୍ଟମ୍‌</translation>
<translation id="2652691236519827073">ନୂଆ Chrome &amp;ଟାବ୍‌ରେ ଲିଙ୍କ୍ ଖୋଲନ୍ତୁ</translation>
<translation id="2665296953892887393">Googleକୁ କ୍ରାଶ୍ ରିପୋର୍ଟ ଏବଂ <ph name="UMA_LINK" /> ପଠାଇ Google Chromeକୁ ଉନ୍ନତ କରିବାରେ ସାହାଯ୍ୟ କରନ୍ତୁ।</translation>
<translation id="2689103672227170538">ଯେତେବେଳେ ଆପଣ Chrome ଆରମ୍ଭ କରନ୍ତି, ସେତେବେଳେ କେଉଁ ପୃଷ୍ଠା ଦେଖାଯିବ, ତାହା ଏହି ଏକ୍ସଟେନ୍‌ସନ୍ ବଦଳାଇଦେଇଛି।</translation>
<translation id="2765403129283291972">ଏହି ସାଇଟ୍ ପାଇଁ Chrome ଆପଣଙ୍କର ମାଇକ୍ରୋଫୋନ୍ ଆକ୍‌ସେସ୍ କରିବାକୁ ଅନୁମତି ଆବଶ୍ୟକ କରୁଛି</translation>
<translation id="2770231113462710648">ଏଠାକୁ ଡିଫଲ୍ଟ ବ୍ରାଉଜର୍‌କୁ ପରିବର୍ତ୍ତନ କରନ୍ତୁ:</translation>
<translation id="2775140325783767197">Chrome ଆପଣଙ୍କର ପାସୱାର୍ଡଗୁଡ଼ିକୁ ଯାଞ୍ଚ କରିପାରିବ ନାହିଁ। ଆପଣଙ୍କର ଇଣ୍ଟର୍ନେଟ୍ ସଂଯୋଗ ଯାଞ୍ଚ କରି ଦେଖନ୍ତୁ।</translation>
<translation id="2799223571221894425">ପୁଣି ଲଞ୍ଚ କରନ୍ତୁ</translation>
<translation id="2847461019998147611">ଏହି ଭାଷାରେ Google Chrome‍କୁ ପ୍ରଦର୍ଶନ କରନ୍ତୁ</translation>
<translation id="2857540653560290388">Chrome ଲଞ୍ଚ ହେଉଛି...</translation>
<translation id="2857972467023607093">ଏହି ଆକାଉଣ୍ଟ ସହ ଏକ Chrome ପ୍ରୋଫାଇଲ୍ ପୂର୍ବରୁ ଅଛି</translation>
<translation id="2871893339301912279">ଆପଣ Chromeରେ ସାଇନ୍ ଇନ୍ କରିଛନ୍ତି!</translation>
<translation id="2885378588091291677">ଟାସ୍କ ପରିଚାଳକ</translation>
<translation id="2888126860611144412">Chrome ବିଷୟରେ</translation>
<translation id="2926676257163822632">ଦୁର୍ବଳ ପାସୱାର୍ଡଗୁଡ଼ିକୁ ଅନୁମାନ କରିବା ସହଜ ଅଟେ। Chromeକୁ <ph name="BEGIN_LINK" />ଆପଣଙ୍କ ପାଇଁ ଜଟିଳ ପାସୱାର୍ଡଗୁଡ଼ିକୁ ତିଆରି କରି ମନେ ରଖିବାକୁ ଦିଅନ୍ତୁ<ph name="END_LINK" /></translation>
<translation id="2929907241665500097">Chrome ଅପଡେଟ୍ ହେଲା ନାହିଁ, କିଛି ତ୍ରୁଟି ହୋଇଗଲା। <ph name="BEGIN_LINK" />Chrome ଅପଡେଟ୍ ସମସ୍ୟା ଏବଂ ବିଫଳ ଅପଡେଟଗୁଡ଼ିକର ସମାଧାନ କରନ୍ତୁ।<ph name="END_LINK" /></translation>
<translation id="2969728957078202736"><ph name="PAGE_TITLE" /> - ନେଟୱାର୍କ ସାଇନ୍-ଇନ୍ - Chrome</translation>
<translation id="3037838751736561277">Google Chrome ପୃଷ୍ଠପଟ ମୋଡ୍‌ରେ ଅଛି।</translation>
<translation id="3059710691562604940">ସେଫ୍ ବ୍ରାଉଜିଂ ବନ୍ଦ ଅଛି। Chrome ଏହାକୁ ଚାଲୁ କରିବାକୁ ସୁପାରିଶ କରେ।</translation>
<translation id="3065168410429928842">Chrome ଟାବ୍</translation>
<translation id="3080151273017101988">ଯେତେବେଳେ Google Chrome ବନ୍ଦ ଅଛି, ସେତେବେଳେ ପୃଷ୍ଠପଟରେ ଥିବା ଆପ୍ସ ଚାଲିବା ଜାରି ରଖନ୍ତୁ।</translation>
<translation id="3089968997497233615">Google Chromeର ଏକ ନୂଆ, ସୁରକ୍ଷିତ ସଂସ୍କରଣ ଉପଲବ୍ଧ ଅଛି।</translation>
<translation id="3114643501466072395">ଆପଣଙ୍କ ଅନ୍ୟ ପାସୱାର୍ଡଗୁଡ଼ିକ ଡାଟା ଚୋରି ଏବଂ ଅନ୍ୟ ସୁରକ୍ଷା ସମସ୍ୟାଗୁଡ଼ିକରୁ ସୁରକ୍ଷିତ ଅଛି ନା ନାହିଁ ତାହା ଯାଞ୍ଚ କରିବାକୁ, <ph name="BEGIN_LINK" />Chromeରେ ସାଇନ୍ ଇନ୍ କରନ୍ତୁ<ph name="END_LINK" /></translation>
<translation id="3127818369811890733">Chrome OS ଆପଣଙ୍କ ଡାଟାକୁ ସିଙ୍କ୍ କରିପାରିଲା ନାହିଁ।</translation>
<translation id="3140883423282498090">ପରବର୍ତ୍ତୀ ସମୟରେ Google Chromeକୁ ପୁଣି ଲଞ୍ଚ କରିବାବେଳେ ପରିବର୍ତ୍ତନଗୁଡ଼ିକ ଲାଗୁ ହେବ।</translation>
<translation id="3149510190863420837">Chrome ଆପ୍ସ</translation>
<translation id="3360895254066713204">Chrome ସହାୟକ</translation>
<translation id="3379938682270551431">{0,plural, =0{ବର୍ତ୍ତମାନ Chrome ପୁଣି ଲଞ୍ଚ ହେବ}=1{1 ସେକେଣ୍ଡରେ Chrome ପୁଣି ଲଞ୍ଚ ହେବ}other{# ସେକେଣ୍ଡରେ Chrome ପୁଣି ଲଞ୍ଚ ହେବ}}</translation>
<translation id="3395323229510056640">Chromium OS ସହ ସାହାଯ୍ୟ ପ୍ରାପ୍ତ କରନ୍ତୁ</translation>
<translation id="3396977131400919238">ସଂସ୍ଥାପନ ସମୟରେ ଏକ ସଞ୍ଚାଳନ ସିଷ୍ଟମ୍ ତ୍ରୁଟି ସଂଘଠିତ ହୋଇଛି । ଦୟାକରି Google Chrome ପୁନଃ ଡାଉନଲୋଡ୍ କରନ୍ତୁ ।</translation>
<translation id="3398288718845740432">Chrome ମେନୁରେ ଲୁଚାନ୍ତୁ</translation>
<translation id="3434246496373299699">ଆପଣ ଆପଣଙ୍କର Google ଆକାଉଣ୍ଟ ମାଧ୍ୟମରେ ସାଇନ୍ ଇନ୍ କଲେ, Chrome ଆପଣଙ୍କର ପାସୱାର୍ଡଗୁଡ଼ିକୁ ଯାଞ୍ଚ କରିପାରିବ</translation>
<translation id="3451115285585441894">Chromeକୁ ଯୋଗ କରାଯାଉଛି...</translation>
<translation id="345171907106878721">ନିଜକୁ Chromeରେ ଯୋଗ କରନ୍ତୁ</translation>
<translation id="34857402635545079">Chromeରୁ ମଧ୍ୟ ଡାଟା ଖାଲି କରନ୍ତୁ (<ph name="URL" />)</translation>
<translation id="3503306920980160878">ଏହି ସାଇଟ୍ ସହ ଆପଣଙ୍କ ଲୋକେସନ୍ ସେୟାର୍ କରିବା ପାଇଁ Chrome ଆପଣଙ୍କ ଲୋକେସନ୍‌କୁ ଆକ୍‌ସେସ୍ କରିବାକୁ ଚାହୁଁଛି</translation>
<translation id="3533694711092285624">ସେଭ୍ କରାଯାଇଥିବା କୌଣସି ପାସୱାର୍ଡ ନାହିଁ। ଆପଣ ପାସୱାର୍ଡଗୁଡ଼ିକୁ ସେଭ୍ କଲେ Chrome ସେଗୁଡ଼ିକୁ ଯାଞ୍ଚ କରିପାରିବ।</translation>
<translation id="3541482654983822893">Chrome ଆପଣଙ୍କ ପାସୱାର୍ଡଗୁଡ଼ିକୁ ଯାଞ୍ଚ କରିପାରିବ ନାହିଁ। 24 ଘଣ୍ଟା ପରେ ପୁଣି ଚେଷ୍ଟା କରନ୍ତୁ।</translation>
<translation id="3576528680708590453"><ph name="TARGET_URL_HOSTNAME" />କୁ ଆକ୍ସେସ୍‌ କରିବା ପାଇଁ ଏକ ବିକଳ୍ପ ବ୍ରାଉଜର୍‌ ଖୋଲିବାକୁ ଆପଣଙ୍କର ସିଷ୍ଟମ୍ ବ୍ୟବସ୍ଥାପକ Google Chrome କନ୍‌ଫିଗର୍‌ କରିଛନ୍ତି।</translation>
<translation id="3582972582564653026">Chromeକୁ ଆପଣଙ୍କ ଡିଭାଇସ୍‍ଗୁଡ଼ିକରେ ସିଙ୍କ କରି ବ୍ୟକ୍ତିଗତକୃତ କରନ୍ତୁ</translation>
<translation id="3596080736082218006">{COUNT,plural, =0{ଆପଣଙ୍କ ଆଡ୍‍ମିନିଷ୍ଟ୍ରେଟର୍ ଚାହୁଁଛନ୍ତି ଯେ ଆପଣ ଏକ ଅପ୍‌ଡେଟ୍ ଲାଗୁ କରିବା ପାଇଁ Chromeକୁ ପୁଣି ଲଞ୍ଚ କରନ୍ତୁ}=1{ଆପଣଙ୍କ ଆଡ୍‍ମିନିଷ୍ଟ୍ରେଟର୍ ଚାହୁଁଛନ୍ତି ଯେ ଆପଣ ଏକ ଅପ୍‌ଡେଟ୍ ଲାଗୁ କରିବା ପାଇଁ Chromeକୁ ପୁଣି ଲଞ୍ଚ କରନ୍ତୁ। ଆପଣଙ୍କର ଇନ୍‌କଗ୍ନିଟୋ ୱିଣ୍ଡୋ ପୁଣି ଖୋଲିବ ନାହିଁ।}other{ଆପଣଙ୍କ ଆଡ୍‍ମିନିଷ୍ଟ୍ରେଟର୍ ଚାହୁଁଛନ୍ତି ଯେ ଆପଣ ଏକ ଅପ୍‌ଡେଟ୍ ଲାଗୁ କରିବା ପାଇଁ Chromeକୁ ପୁଣି ଲଞ୍ଚ କରନ୍ତୁ। ଆପଣଙ୍କର #ଟି ଇନ୍‌କଗ୍ନିଟୋ ୱିଣ୍ଡୋ ପୁଣି ଖୋଲିବ ନାହିଁ।}}</translation>
<translation id="3622797965165704966">ବର୍ତ୍ତମାନ ଆପଣଙ୍କ Google ଆକାଉଣ୍ଟ ସହ ଏବଂ ସେୟାର୍ ହୋଇଥିବା କମ୍ପ୍ୟୁଟର୍‌ରେ Chrome ବ୍ୟବହାର କରିବା ସହଜ ଅଟେ।</translation>
<translation id="3718181793972440140">ଏହି ଡିଭାଇସ୍‌ରୁ ଏହା 1ଟି ଆଇଟମ୍ ଡିଲିଟ୍ ହୋଇଯିବ। ପରେ ଆପଣଙ୍କର ଡାଟା ପୁନଃପ୍ରାପ୍ତ କରିବାକୁ, Chromeରେ <ph name="USER_EMAIL" />ଭାବରେ ସାଇନ୍ ଇନ୍‌ କରନ୍ତୁ।</translation>
<translation id="3735758079232443276">ଆପଣ ଯେତେବେଳେ Chrome ଆରମ୍ଭ କରିବେ, ସେତେବେଳେ କେଉଁ ପୃଷ୍ଠାଗୁଡ଼ିକ ଦେଖାଯିବ ତାହା "<ph name="EXTENSION_NAME" />" ଏକ୍ସଟେନ୍‌ସନ୍ ବଦଳାଇଦିଏ।</translation>
<translation id="3779473566290487688">Google Chromeର ଭବିଷ୍ୟତର ଅପଡେଟଗୁଡ଼ିକ ପାଇବା ପାଇଁ, ଆପଣ OS X 10.11 କିମ୍ବା ତା'ପରର ସଂସ୍କରଣ ଆବଶ୍ୟକ କରିବେ। ଏହି କମ୍ପ୍ୟୁଟରରେ OS X 10.10 ସଂସ୍କରଣ ବ୍ୟବହାର କରାଯାଉଛି।</translation>
<translation id="3780814664026482060">Chrome - <ph name="PAGE_TITLE" /></translation>
<translation id="386202838227397562">ଦୟାକରି ସମସ୍ତ Google Chrome ୱିଣ୍ଡୋ ବନ୍ଦ କରନ୍ତୁ ଏବଂ ପୁଣି ଚେଷ୍ଟା କରନ୍ତୁ।</translation>
<translation id="3865754807470779944">Chrome ସଂସ୍କରଣ <ph name="PRODUCT_VERSION" /> ଇନଷ୍ଟଲ୍ କରାଯାଇଛି</translation>
<translation id="3873044882194371212">Chromeର ଇନ୍‍କ&amp;ଗ୍ନିଟୋ ୱିଣ୍ଡୋରେ ଲିଙ୍କ୍‍ ଖୋଲନ୍ତୁ</translation>
<translation id="3889417619312448367">Google Chrome ଅସଂସ୍ଥାପନ କରନ୍ତୁ</translation>
<translation id="4050175100176540509">ନବୀନତମ ସଂସ୍କରଣରେ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଉନ୍ନୟନ ଏବଂ ନୂତନ ବୈଶିଷ୍ଟ୍ୟ ଉପଲବ୍ଧ ଅଛି।</translation>
<translation id="4053720452172726777">Google Chromeକୁ କଷ୍ଟମାଇଜ୍ ଓ ନିୟନ୍ତ୍ରଣ କରନ୍ତୁ।</translation>
<translation id="4110895483821904099">ଆପଣଙ୍କର ନୂଆ Chrome ପ୍ରୋଫାଇଲ୍ ସେଟ୍ ଅପ୍ କରନ୍ତୁ</translation>
<translation id="4143243756087420366">Chrome ନାମ ଏବଂ ଛବି</translation>
<translation id="4147555960264124640">ଆପଣ ଏକ ପରିଚାଳିତ ଆକାଉଣ୍ଟ ମାଧ୍ୟମରେ ସାଇନ୍ ଇନ୍ କରିଛନ୍ତି ଏବଂ ଏହାର ବ୍ୟବସ୍ଥାପକଙ୍କୁ ଆପଣଙ୍କ Google Chrome ପ୍ରୋଫାଇଲ୍‌ର ନିୟନ୍ତ୍ରଣ ଦେଇଛନ୍ତି। ଆପଣଙ୍କର Chrome ଡାଟା ଯେପରିକି, ଆପଣଙ୍କର ଆପ୍ସ, ବୁକ୍‌ମାର୍କ୍‌ଗୁଡ଼ିକ, ଇତିବୃତ୍ତି, ପାସ୍‌ୱାର୍ଡଗୁଡ଼ିକ ଏବଂ ଅନ୍ୟ ସେଟିଂସ୍ ସ୍ଥାୟୀରୂପେ <ph name="USER_NAME" />କୁ ଯୋଡ଼ି ହୋଇଯିବ। ଆପଣ ଏହି ଡାଟାକୁ Google ଆକାଉଣ୍ଟ ଡ୍ୟାସ୍‌ବୋର୍ଡ ମାଧ୍ୟମରେ ଡିଲିଟ୍ କରିପାରିବେ, କିନ୍ତୁ ଆପଣ ଏହି ଡାଟାକୁ ଅନ୍ୟ ଆକାଉଣ୍ଟ ସହିତ ଜଡ଼ିତ କରିପାରିବେ ନାହିଁ। <ph name="LEARN_MORE" /></translation>
<translation id="4149882025268051530">ସଂସ୍ଥାପକ ଅଭିଲେଖାଗାର ଅଣ ସଙ୍କୁଚିତ କରିବାରେ ବିଫଳ । ଦୟାକରି Google Chrome ପୁନଃ ଡାଉନଲୋଡ୍ କରନ୍ତୁ ।</translation>
<translation id="4191857738314598978">{0,plural, =1{ଗୋଟିଏ ଦିନ ମଧ୍ୟରେ Chromeକୁ ପୁଣି ଲଞ୍ଚ କରନ୍ତୁ}other{# ଦିନ ମଧ୍ୟରେ Chromeକୁ ପୁଣି ଲଞ୍ଚ କରନ୍ତୁ}}</translation>
<translation id="4205939740494406371">Chrome ଆପଣଙ୍କ ପାସୱାର୍ଡଗୁଡ଼ିକୁ ଯାଞ୍ଚ କରିପାରିବ ନାହିଁ। 24 ଘଣ୍ଟା ପରେ ପୁଣି ଚେଷ୍ଟା କରନ୍ତୁ କିମ୍ବା <ph name="BEGIN_LINK" />ଆପଣଙ୍କ Google ଆକାଉଣ୍ଟରେ ପାସୱାର୍ଡଗୁଡ଼ିକୁ ଯାଞ୍ଚ କରନ୍ତୁ<ph name="END_LINK" /></translation>
<translation id="424864128008805179">Chromeରୁ ସାଇନ୍‌ ଆଉଟ୍‍ କରିବେ?</translation>
<translation id="4251615635259297716">ଆପଣଙ୍କର Chrome ଡାଟା ଏହି ଆକାଉଣ୍ଟ ସହ ଲିଙ୍କ୍ କରିବେ?</translation>
<translation id="4281844954008187215">ସେବାର ସର୍ତ୍ତାବଳୀ</translation>
<translation id="4293420128516039005">ସିଙ୍କ୍‌ରେ ସାଇନ୍‌ କରନ୍ତୁ କିମ୍ବା ଆପଣଙ୍କର ସମସ୍ତ ଡିଭାଇସ୍‌ରେ Chromeକୁ ବ୍ୟକ୍ତିଗତକୃତ କରନ୍ତୁ</translation>
<translation id="4325083532956419387">Chrome OS ସଂସ୍କରଣ</translation>
<translation id="4328355335528187361">Google Chrome Dev (mDNS-In)</translation>
<translation id="4331809312908958774">Chrome OS</translation>
<translation id="4335235004908507846">ଡାଟା ଚୋରି, କ୍ଷତିକାରକ ଏକ୍ସଟେନସନ୍ ଏବଂ ଆହୁରି ଅନେକ କିଛିରୁ Chrome ଆପଣଙ୍କୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିପାରିବ</translation>
<translation id="4343195214584226067">Chromeରେ <ph name="EXTENSION_NAME" /> ଯୋଗକରାଯାଇଛି</translation>
<translation id="4384570495110188418">ଆପଣ ସାଇନ୍ ଇନ୍ କରିନଥିବା ଯୋଗୁଁ Chrome ଆପଣଙ୍କ ପାସୱାର୍ଡଗୁଡ଼ିକ ଯାଞ୍ଚ କରିପାରିବ ନାହିଁ</translation>
<translation id="4407807842708586359">Google Chrome OS</translation>
<translation id="4450664632294415862">Chrome - ନେଟୱାର୍କ ସାଇନ୍-ଇନ୍ - <ph name="PAGE_TITLE" /></translation>
<translation id="4458462641685292929">Google Chromeରେ ଅନ୍ୟ ଏକ କାର୍ଯ୍ୟ ପ୍ରକ୍ରିୟାରତ ଅଛି। ଦୟାକରି ପରେ ପୁଣି ଚେଷ୍ଟା କରନ୍ତୁ।</translation>
<translation id="4480040274068703980">ସାଇନ୍ ଇନ୍ କରିବାରେ ଏକ ତ୍ରୁଟି ଯୋଗୁଁ Chrome OS ଆପଣଙ୍କର ଡାଟାକୁ ସିଙ୍କ୍ କରିପାରିଲା ନାହିଁ।</translation>
<translation id="4521185804071812304">ଇଚ୍ଛାଧୀନ: Googleକୁ ସ୍ୱଚାଳିତ ଭାବେ ଡାଏଗ୍ନୋଷ୍ଟିକ୍ ଏବଂ ବ୍ୟବହାର ଡାଟା ପଠାଇ Chrome OS ଫିଚର୍ ଏବଂ କାର୍ଯ୍ୟଦକ୍ଷତା ଉନ୍ନତ କରିବାରେ ସାହାଯ୍ୟ କରନ୍ତୁ।</translation>
<translation id="4561051373932531560">Google Chrome ଆପଣଙ୍କୁ ୱେବ୍‌ରେ ଏକ ଫୋନ୍ ନମ୍ବର କ୍ଲିକ୍ କରି Skypeରେ କଲ୍ କରିବାକୁ ଦେଇଥାଏ!</translation>
<translation id="4567424176335768812">ଆପଣ <ph name="USER_EMAIL_ADDRESS" /> ଭାବେ ସାଇନ୍ ଇନ୍ କରିଛନ୍ତି। ବର୍ତ୍ତମାନ ଆପଣ ଆପଣଙ୍କର ସମସ୍ତ ସାଇନ୍ ଇନ୍ କରାଯାଇଥିବା ଡିଭାଇସ୍‍ଗୁଡ଼ିକରେ ନିଜର ବୁକ୍‍ମାର୍କ, ଇତିବୃତ୍ତି, ଓ ଅନ୍ୟାନ୍ୟ ସେଟିଂଗୁଡ଼ିକୁ ଆକ୍ସେସ୍ କରିପାରିବେ।</translation>
<translation id="4571503333518166079">Chrome ବିଜ୍ଞପ୍ତି ସେଟିଂସ୍‌କୁ ଯାଆନ୍ତୁ</translation>
<translation id="459622048091363950">ଥରେ Chromeକୁ ଆକ୍‌ସେସ୍ ମିଳିଗଲା ପରେ, ୱେବ୍‌ସାଇଟ୍‌ଗୁଡ଼ିକ ଆପଣଙ୍କୁ ଆକ୍‌ସେସ୍ ମାଗିବାକୁ ସମର୍ଥ ହେବେ।</translation>
<translation id="4600710005438004015">Chrome ନବୀନତମ ସଂସ୍କରଣରେ ଅପ୍‌ଡେଟ୍ କରିପାରିଲା ନାହିଁ, ତେଣୁ ଆପଣ ନୂତନ ବୈଶିଷ୍ଟ୍ୟ ଏବଂ ସୁରକ୍ଷା ସମସ୍ୟାର ସମାଧାନରୁ ବଞ୍ଚିତ ହେଉଛନ୍ତି।</translation>
<translation id="4631713731678262610">Chrome ମେନୁରେ ଲୁଚାନ୍ତୁ</translation>
<translation id="4633000520311261472">Chromeକୁ ଆହୁରି ସୁରକ୍ଷିତ କରିବା ପାଇଁ, ଆମେ <ph name="IDS_EXTENSION_WEB_STORE_TITLE" />ରେ ତାଲିକାଭୁକ୍ତ ହୋଇନଥିବା ଏବଂ ଆପଣଙ୍କର ଅଜାଣତରେ ଯୋଗ କରାଯାଇଥିବା କିଛି ଏକ୍ସ‌ଟେନ୍‌ସନ୍‌ଗୁଡ଼ିକୁ ଅକ୍ଷମ କରିଦେଇଛୁ।</translation>
<translation id="4666328473657283332">ଆପଣଙ୍କ ସମସ୍ତ ଡିଭାଇସରେ ଆପଣଙ୍କର Chrome ଷ୍ଟଫଗୁଡ଼ିକୁ ଆକ୍ସେସ୍ କରିବା ପାଇଁ ସାଇନ୍ ଇନ୍ କରନ୍ତୁ ଯାହା ଫଳରେ ଆପଣ ସିଙ୍କ୍ ଚାଲୁ କରିପାରିବେ।</translation>
<translation id="4728575227883772061">ଅଣନିର୍ଦ୍ଧିଷ୍ଟିତ ତ୍ରୁଟି ଯୋଗୁଁ ସଂସ୍ଥାପନ ବିଫଳ ହେଲା । ଯଦି Google Chrome ବର୍ତ୍ତମାନ ଚାଲୁଛି, ଦୟାକରି ଏହାକୁ ବନ୍ଦ କରନ୍ତୁ ଏବଂ ପୁନଃ ଚେଷ୍ଟା କରନ୍ତୁ ।</translation>
<translation id="4754614261631455953">Google Chrome Canary (mDNS-In)</translation>
<translation id="4771048833395599659">ଏହି ଫାଇଲ୍‌ ବିପଜ୍ଜନକ ହୋ‍ଇପାରେ, ତେଣୁ ଏହାକୁ Chrome ଅବରୋଧ କରିଛି।</translation>
<translation id="479167709087336770">ଏହା Google ସନ୍ଧାନରେ ବ୍ୟବହୃତ ହେଉଥିବା ସମାନବନାନ ଯାଞ୍ଚକାରୀ ବ୍ୟବହାର କରେ। ବ୍ରାଉଜର୍‌ରେ ଆପଣ ଟାଇପ୍ କରିଥିବା ଟେକ୍ସଟ୍ Googleକୁ ପଠାଯାଏ। ଆପଣ ସର୍ବଦା ସେଟିଂସ୍‌ରେ ଏହି ଆଚରଣ ପରିବର୍ତ୍ତନ କରିପାରିବେ।</translation>
<translation id="4891791193823137474">ପୃଷ୍ଠଭୂମିରେ Google Chromeକୁ ଚାଲିବାକୁ ଦିଅନ୍ତୁ</translation>
<translation id="4895437082222824641">ନୂଆ Chrome &amp;ଟାବ୍‌ରେ ଲିଙ୍କ୍‌ଟି ଖୋଲନ୍ତୁ</translation>
<translation id="4953650215774548573">Google Chromeକୁ ଆପଣଙ୍କର ଡିଫଲ୍ଟ ବ୍ରାଉଜର୍ ଭାବେ ସେଟ୍ କରନ୍ତୁ</translation>
<translation id="495931528404527476">Chromeରେ</translation>
<translation id="4970761609246024540">Chrome ପ୍ରୋଫାଇଲକୁ ସ୍ୱାଗତ</translation>
<translation id="4990567037958725628">Google Chrome କ୍ୟାନାରୀ</translation>
<translation id="5062123544085870375">Chrome OS ରିଷ୍ଟାର୍ଟ କରନ୍ତୁ</translation>
<translation id="5132929315877954718">Google Chrome ପାଇଁ ଆହୁରି ଭଲ ଆପ୍, ଗେମ୍, ଏକ୍ସଟେନ୍‌ସନ୍ ଏବଂ ଥିମ୍‌ଗୁଡ଼ିକ ଖୋଜି ପାଆନ୍ତୁ।</translation>
<translation id="5139423532931106058">ଆପଣଙ୍କ Chrome ପ୍ରୋଫାଇଲକୁ କଷ୍ଟମାଇଜ୍ କରନ୍ତୁ</translation>
<translation id="5163087008893166964">Chromeକୁ ସ୍ୱାଗତ; ନୂଆ ବ୍ରାଉଜର୍ ୱିଣ୍ଡୋ ଖୋଲାଯାଇଛି</translation>
<translation id="5170938038195470297">ଆପଣଙ୍କର ପ୍ରୋଫାଇଲ୍ ବ୍ୟବହୃତ ହୋଇପାରିବ ନାହିଁ କାରଣ ଏହା Google Chromeର ଏକ ନୂତନ ସଂସ୍କରଣରୁ ଅଟେ।
କିଛି ବୈଶିଷ୍ଟ୍ୟ ହୁଏତ ଉପଲବ୍ଧ ନଥାଇପାରେ। ଦୟାକରି ଏକ ଭିନ୍ନ ପ୍ରୋଫାଇଲ୍ ଡିରେକ୍ଟୋରୀ ନିର୍ଦ୍ଦିଷ୍ଟ କରନ୍ତୁ କିମ୍ବା Chromeର ଏକ ନୂତନ ସଂସ୍କରଣ ବ୍ୟବହାର କରନ୍ତୁ।</translation>
<translation id="5193136243808726294">ଏହି ପୃଷ୍ଠାକୁ Google Chrome OS ଖୋଲିପାରିବ ନାହିଁ।</translation>
<translation id="521447420733633466">ଯଦି ଆପଣ ଏକ ଡିଭାଇସ୍ ସେୟାର୍ କରନ୍ତି, ତେବେ ସାଙ୍ଗ ଓ ପରିବାରର ଲୋକମାନେ ଅଲଗା ଭାବରେ ବ୍ରାଉଜ୍ କରିପାରିବେ ଏବଂ ସେମାନଙ୍କ ପସନ୍ଦ ଅନୁସାରେ Chromeକୁ ସେଟ୍ ଅପ୍ କରିପାରିବେ</translation>
<translation id="5251420635869119124">ଅତିଥିମାନେ, ପଛରେ କିଛି ନଛାଡ଼ି Chrome ବ୍ୟବହାର କରିପାରିବେ।</translation>
<translation id="532046782124376502">ଚେତାବନୀ: Google Chrome କୌଣସି ଏକ୍ସଟେନ୍‌ସନ୍‍କୁ ଆପଣଙ୍କ ବ୍ରାଉଜିଂ ଇତିବୃତ୍ତି ରେକର୍ଡ କରିବାରୁ ପ୍ରତିରୋଧ କରିପାରିବ ନାହିଁ। ଏହି ଏକ୍ସଟେନ୍‌ସନ୍‍କୁ ଇନ୍‌କଗ୍‌ନିଟୋ ମୋଡ୍‍‍ରେ ଅକ୍ଷମ କରିବା ପାଇଁ, ଏହି ବିକଳ୍ପକୁ ଅଣଚୟନ କରନ୍ତୁ।</translation>
<translation id="5386244825306882791">ଯେତେବେଳେ ଆପଣ Chrome ଆରମ୍ଭ କରନ୍ତି କିମ୍ବା ଓମ୍ନିବକ୍ସରୁ ସନ୍ଧାନ କରନ୍ତି, ସେତେବେଳେ କେଉଁ ପୃଷ୍ଠା ଦେଖାଯିବ ତାହା ମଧ୍ୟ ଏହା ନିୟନ୍ତ୍ରଣ କରେ।</translation>
<translation id="5394833366792865639">ଗୋଟିଏ Chrome ଟାବ୍ ସେୟାର୍ କରନ୍ତୁ</translation>
<translation id="5430073640787465221">ଆପଣଙ୍କର ଅଗ୍ରାଧିକାର ଫାଇଲ୍‌ ଖରାପ କିମ୍ବା ଅବୈଧ ଅଟେ।
ଆପଣଙ୍କର ସେଟିଂସ୍‌ ପୁନରୁଦ୍ଧାର କରିବାକୁ Google Chrome ଅକ୍ଷମ ଅଟେ।</translation>
<translation id="556024056938947818">Google Chrome ପାସ୍‌ୱାର୍ଡ ଦେଖାଇବାକୁ ଚାହୁଁଛି।</translation>
<translation id="5566025111015594046">Google Chrome (mDNS-In)</translation>
<translation id="5655746611259367388">ଆପଣ <ph name="LINK_BEGIN" />ସେଟିଂସ<ph name="LINK_END" />ରେ ଗୋଟିଏ ସ୍ଥାନରୁ ଏହାକୁ ଏବଂ <ph name="USER_NAME" />ଙ୍କ ପାଇଁ ଆପଣ ଯୋଗ କରିଥିବା Google ଆକାଉଣ୍ଟଗୁଡ଼ିକୁ ପରିଚାଳନା କରିପାରିବେ।
Chrome ବ୍ରାଉଜରରେ ୱେବସାଇଟ୍ ଏବଂ Google Playରୁ ଆପଗୁଡ଼ିକ ପାଇଁ ଆପଣ ଦେଇଥିବା ଅନୁମତି ସମସ୍ତ ଆକାଉଣ୍ଟ ପାଇଁ ଲାଗୁ ହୋଇପାରେ।</translation>
<translation id="5657226924540934362">ଯଦି ଏହି ପୃଷ୍ଠାରେ ଏକ ସେଟିଂ ଦେଖାଯାଉ ନାହିଁ, ତେବେ ଆପଣଙ୍କର <ph name="LINK_BEGIN" />Chrome OS ସେଟିଂସ୍‌<ph name="LINK_END" />ରେ ଦେଖନ୍ତୁ</translation>
<translation id="565744775970812598"><ph name="FILE_NAME" /> ବିପଜ୍ଜନକ ହୋଇପାରେ, ତେଣୁ Chrome ଏହାକୁ ବ୍ଲକ୍ କରିଦେଇଛି।</translation>
<translation id="5678190148303298925">{COUNT,plural, =0{ଆପଣଙ୍କର ଆଡ୍‌ମିନିଷ୍ଟ୍ରେଟର୍ କହୁଛନ୍ତି ଯେ ଏହି ଅପ୍‌ଡେଟ୍ ଲାଗୁ କରିବାକୁ ଆପଣ Chromeକୁ ପୁଣି ଲଞ୍ଚ କରନ୍ତୁ।}=1{ଆପଣଙ୍କର ଆଡ୍‌ମିନିଷ୍ଟ୍ରେଟର୍ କହୁଛନ୍ତି ଯେ ଏହି ଅପ୍‌ଡେଟ୍ ଲାଗୁ କରିବାକୁ ଆପଣ Chromeକୁ ପୁଣି ଲଞ୍ଚ କରନ୍ତୁ। ଆପଣଙ୍କର ଇନ୍‌କଗ୍ନିଟୋ ୱିଣ୍ଡୋ ପୁଣି ଖୋଲିବ ନାହିଁ।}other{ଆପଣଙ୍କର ଆଡ୍‌ମିନିଷ୍ଟ୍ରେଟର୍ କହୁଛନ୍ତି ଯେ ଏହି ଅପ୍‌ଡେଟ୍ ଲାଗୁ କରିବାକୁ ଆପଣ Chromeକୁ ପୁଣି ଲଞ୍ଚ କରନ୍ତୁ। ଆପଣଙ୍କର #ଟି ଇନ୍‌କଗ୍ନିଟୋ ୱିଣ୍ଡୋ ପୁଣି ଖୋଲିବ ନାହିଁ।}}</translation>
<translation id="5686916850681061684">Google Chrome କଷ୍ଟମାଇଜ୍ ଓ ନିୟନ୍ତ୍ରଣ କରନ୍ତୁ। କିଛି ଆପଣଙ୍କର ଧ୍ୟାନ ଦେବା ଆବଶ୍ୟକ କରୁଛି - ବିବରଣୀ ପାଇଁ କ୍ଲିକ୍ କରନ୍ତୁ।</translation>
<translation id="5690427481109656848">Google LLC</translation>
<translation id="5715063361988620182">{SECONDS,plural, =1{Google Chrome 1 ସେକେଣ୍ଡରେ ରିଷ୍ଟାର୍ଟ ହେବ}other{Google Chrome # ସେକେଣ୍ଡରେ ରିଷ୍ଟାର୍ଟ ହେବ}}</translation>
<translation id="573759479754913123">Chrome OS ବିଷୟରେ</translation>
<translation id="5795887333006832406"><ph name="PAGE_TITLE" /> - Google Chrome କେନେରୀ</translation>
<translation id="5804318322022881572">Chrome ଲଞ୍ଚ କରାଯାଇପାରିଲା ନାହିଁ। ପୁଣି ଚେଷ୍ଟା କରନ୍ତୁ।</translation>
<translation id="5867197326698922595">Google Chrome ପାସୱାର୍ଡଗୁଡ଼ିକୁ ଏଡିଟ୍ କରିବାକୁ ଚେଷ୍ଟା କରୁଛି।</translation>
<translation id="5895138241574237353">ପୁନଃଆରମ୍ଭ</translation>
<translation id="5903106910045431592"><ph name="PAGE_TITLE" /> - ନେଟୱାର୍କ ସାଇନ୍-ଇନ୍</translation>
<translation id="5940385492829620908">ଆପଣଙ୍କର ୱେବ୍, ବୁକ୍‌ମାର୍କ ଏବଂ ଅନ୍ୟାନ୍ୟ Chrome ଷ୍ଟଫ୍ ଏଠାରେ ଅଛି।</translation>
<translation id="5941830788786076944">ଡିଫଲ୍ଟ ବ୍ରାଉଜର୍ ଭାବରେ Google Chrome ପ୍ରସ୍ତୁତ କରନ୍ତୁ</translation>
<translation id="6070348360322141662">ଅତିରିକ୍ତ ସୁରକ୍ଷା ପାଇଁ, Google Chrome ଆପଣଙ୍କର ଡାଟା ଏନକ୍ରିପ୍ଟ କରିବ</translation>
<translation id="608006075545470555">ଏହି ବ୍ରାଉଜରରେ ୱାର୍କ ପ୍ରୋଫାଇଲ୍ ଯୋଗ କରନ୍ତୁ</translation>
<translation id="6113794647360055231">Chrome ଏଇ ବର୍ତ୍ତମାନ ଉନ୍ନତ ହୋଇଛି</translation>
<translation id="6169866489629082767"><ph name="PAGE_TITLE" /> - Google Chrome</translation>
<translation id="6173637689840186878"><ph name="PAGE_TITLE" /> - Google Chrome ବିଟା</translation>
<translation id="61852838583753520">&amp;Chrome OSକୁ ଅପ୍‌ଡେଟ୍ କରନ୍ତୁ</translation>
<translation id="6235018212288296708">mDNS ଟ୍ରାଫିକ୍‍କୁ ଅନୁମତି ଦେବା ପାଇଁ Google Chromeରେ ଥିବା ଇନ୍‌ବାଉଣ୍ଡ ନିୟମ।</translation>
<translation id="6291089322031436445">Chrome ଡେଭଲପର୍‌ ଆପ୍ସ</translation>
<translation id="6291549208091401781">ଆପଣଙ୍କ କମ୍ପ୍ୟୁଟର୍‌ରେ ସମସ୍ତ ଉପଯୋଗକର୍ତ୍ତାଙ୍କ ପାଇଁ Google Chrome ପୂର୍ବରୁ ଇନ୍‌ଷ୍ଟଲ୍ ଅଛି।</translation>
<translation id="6338556085225130112">Google Chrome ଅପ୍‌ଡେଟ୍ ହେଉଛି</translation>
<translation id="6368958679917195344">Chrome OS ଅତିରିକ୍ତ <ph name="BEGIN_LINK_CROS_OSS" />ମୁକ୍ତ ଉତ୍ସ ସଫ୍ଟୱେୟାର୍ <ph name="END_LINK_CROS_OSS" /> ଦ୍ୱାରା ସମ୍ଭବପର ହୋ‍ଇଛି।</translation>
<translation id="6418662306461808273">ପୂର୍ବରୁ ଥିବା Chrome ପ୍ରୋଫାଇଲକୁ ସ୍ୱିଚ୍ କରିବେ?</translation>
<translation id="6515495397637126556"><ph name="PAGE_TITLE" /> - Google Chrome Dev</translation>
<translation id="6566149418543181476">Google Chrome ଅପ୍‌ଡେଟ୍ ହେଉଛି (<ph name="PROGRESS_PERCENT" />)</translation>
<translation id="6568793831116033768">Chrome OS ସିଷ୍ଟମ୍</translation>
<translation id="6650333065969705433">ସୁରକ୍ଷିତ ମିଡିଆ ଚଲାଇବା ପାଇଁ Rosetta ବ୍ୟବହାର କରିବାକୁ, ଆପଣଙ୍କୁ Chrome ରିଷ୍ଟାର୍ଟ କରିବାକୁ ହେବ।</translation>
<translation id="6676384891291319759">ଇଣ୍ଟର୍ନେଟ୍ ପ୍ରବେଶ କରନ୍ତୁ</translation>
<translation id="6679975945624592337">ପୃଷ୍ଠଭୂମିରେ Google Chromeକୁ ଚାଲିବାକୁ ଦିଅନ୍ତୁ</translation>
<translation id="6739177684496155661">ଏକ ନୂଆ Chrome ପ୍ରୋଫାଇଲରେ ଜାରି ରଖିବେ?</translation>
<translation id="6750954913813541382">ବନାନ ଗତ ତ୍ରୁଟିଗୁଡ଼ିକର ସମାଧାନ ପାଇଁ, Chrome ବ୍ରାଉଜର୍‌ରେ ଆପଣ ଟାଇପ୍ କରିଥିବା ଟେକ୍ସଟ୍ Googleକୁ ପଠାଇଥାଏ</translation>
<translation id="6755885556185485672">Chrome OS ସଠିକ୍ ରୂପେ ବନ୍ଦ ହୋଇନଥିଲା।</translation>
<translation id="677276454032249905">ଯେକୌଣସିମତେ Chromeରୁ ବାହାରିବେ?</translation>
<translation id="683440813066116847">mDNS ଟ୍ରାଫିକ୍‍କୁ ଅନୁମତି ଦେବା ପାଇଁ Google Chrome Canaryରେ ଅନ୍ତର୍ନିହିତ ଥିବା ନିୟମ।</translation>
<translation id="6885412569789873916">Chrome ବିଟା ଆପ୍ସ</translation>
<translation id="6943584222992551122">ଏହି ଡିଭାଇସ୍‌ରୁ ଏହି ବ୍ୟକ୍ତିଙ୍କର ବ୍ରାଉଜିଂ ଡାଟା ଡିଲିଟ୍‌ କରାଯିବ। ଡାଟା ପୁନରୁଦ୍ଧାର କରିବାକୁ, <ph name="USER_EMAIL" /> ରୂପେ Chromeରେ ସାଇନ୍‌ ଇନ୍‌ କରନ୍ତୁ।</translation>
<translation id="6967962315388095737">mDNS ଟ୍ରାଫିକ୍‍କୁ ଅନୁମତି ଦେବା ପାଇଁ Google Chrome Betaରେ ଅନ୍ତର୍ନିହିତ ଥିବା ନିୟମ।</translation>
<translation id="6989339256997917931">Google Chromeକୁ ଅପ୍‌ଡେଟ୍‌ କରାଯାଇଛି, କିନ୍ତୁ ଆପଣ ଏହାକୁ ଅତିକମରେ 30 ଦିନ ପର୍ଯ୍ୟନ୍ତ ବ୍ୟବହାର କରିନାହାନ୍ତି।</translation>
<translation id="7054640471403081847">ଏହି କମ୍ପ୍ୟୁଟରର ହାର୍ଡୱେର ଆଉ ସମର୍ଥିତ ନଥିବା ଯୋଗୁଁ ଏହା ଶୀଘ୍ର Google Chrome ଅପଡେଟଗୁଡ଼ିକ ପ୍ରାପ୍ତ କରିବା ବନ୍ଦ କରିଦେବ।</translation>
<translation id="7062128746136194023">ଆପଣଙ୍କ ବାପାମା Chrome ପାଇଁ "ସାଇଟ୍, ଆପ୍ ଏବଂ ଏକ୍ସଟେନସନଗୁଡ଼ିକ ନିମନ୍ତେ ଅନୁମତିଗୁଡ଼ିକ" ବନ୍ଦ କରିଦେଇଛନ୍ତି। ଏହି <ph name="EXTENSION_TYPE_PARAMETER" />କୁ ଯୋଗ କରିବା ପାଇଁ ଅନୁମତି ନାହିଁ।</translation>
<translation id="7098166902387133879">Google କ୍ରୋମ୍ ଆପଣଙ୍କର ମାଇକ୍ରୋଫୋନ୍ ବ୍ୟବହାର କରୁଛି।</translation>
<translation id="7106741999175697885">ଟାସ୍କ ପରିଚାଳକ - Google Chrome</translation>
<translation id="7140653346177713799">{COUNT,plural, =0{Chrome ପାଇଁ ଗୋଟିଏ ନୂଆ ଅପ୍‌ଡେଟ୍ ଉପଲବ୍ଧ ଅଛି ଏବଂ ଆପଣ ପୁଣି ଲଞ୍ଚ କରିବା କ୍ଷଣି ଏହା ଲାଗୁ ହୋଇଯିବ।}=1{Chrome ପାଇଁ ଗୋଟିଏ ନୂଆ ଅପ୍‌ଡେଟ୍ ଉପଲବ୍ଧ ଅଛି ଏବଂ ଆପଣ ପୁଣି ଲଞ୍ଚ କରିବା କ୍ଷଣି ଏହା ଲାଗୁ ହୋଇଯିବ। ଆପଣଙ୍କର ଇନ୍‌କଗ୍ନିଟୋ ୱିଣ୍ଡୋ ପୁଣି ଖୋଲିବ ନାହିଁ।}other{Chrome ପାଇଁ ଗୋଟିଏ ନୂଆ ଅପ୍‌ଡେଟ୍ ଉପଲବ୍ଧ ଅଛି ଏବଂ ଆପଣ ପୁଣି ଲଞ୍ଚ କରିବା କ୍ଷଣି ଏହା ଲାଗୁ ହୋଇଯିବ। ଆପଣଙ୍କର #ଟି ଇନ୍‌କଗ୍ନିଟୋ ୱିଣ୍ଡୋ ପୁଣି ଖୋଲିବ ନାହିଁ।}}</translation>
<translation id="7155997830309522122">ଯଦି ଏପରି ହୋଇଥାଏ, ତେବେ ଦୟାକରି Chromeରେ ଆପଣଙ୍କ ସେଭ୍ କରାଯାଇଥିବା ପାସୱାର୍ଡକୁ ସମ୍ପାଦନ କରନ୍ତୁ ଯାହା ଫଳରେ ଏହା ଆପଣଙ୍କ ନୂଆ ପାସୱାର୍ଡ ସହ ମେଳ ହେବ।</translation>
<translation id="7242029209006116544">ଆପଣ ଏକ ପରିଚାଳିତ ଆକାଉଣ୍ଟ ସାହାଯ୍ୟରେ ସାଇନ୍ ଇନ୍ କରୁଛନ୍ତି ଏବଂ ଆପଣଙ୍କର Google Chrome ପ୍ରୋଫାଇଲ୍ ଉପରେ ଏହାର ବ୍ୟବସ୍ଥାପକଙ୍କୁ ନିୟନ୍ତ୍ରଣ ଦେଉଛନ୍ତି। ଆପଣଙ୍କର Chrome ଡାଟା ଯେପରିକି, ଆପଣଙ୍କର ଆପ୍ସ, ବୁକ୍‌ମାର୍କ, ଇତିବୃତ୍ତି, ପାସ୍‌ୱର୍ଡଗୁଡ଼ିକ ଏବଂ ଅନ୍ୟାନ୍ୟ ସେଟିଂସ୍ ସ୍ଥାୟୀ ରୂପେ <ph name="USER_NAME" /> ସହ ଯୋଡ଼ି ହୋଇଯିବ। ଆପଣ ଏହି ଡାଟାକୁ Google ଆକାଉଣ୍ଟ ଡ୍ୟାସ୍‌ବୋର୍ଡ ମାଧ୍ୟମରେ ଡିଲିଟ୍ କରିପାରିବେ, କିନ୍ତୁ ଆପଣ ତାହାକୁ ଅନ୍ୟ ଆକାଉଣ୍ଟ ସହିତ ଯୋଡ଼ିପାରିବେ ନାହିଁ। ଆପଣଙ୍କର ବିଦ୍ୟମାନ Chrome ଡାଟାକୁ ଅଲଗା ରଖିବା ପାଇଁ ଇଚ୍ଛାଧୀନ ରୂପେ ଆପଣ ଏକ ନୂଆ ପ୍ରୋଫାଇଲ୍ ତିଆରି କରିପାରିବେ। <ph name="LEARN_MORE" /></translation>
<translation id="7295052994004373688">Google Chrome UI ପ୍ରଦର୍ଶନ କରିବା ପାଇଁ ଏହି ଭାଷା ବ୍ୟବହାର କରାଯାଏ</translation>
<translation id="7296210096911315575">ଗୁରୁତ୍ବପୂର୍ଣ୍ଣ ବ୍ୟବହାର ଏବଂ ସୁରକ୍ଷା ସୂଚନା</translation>
<translation id="7303916856901595720">ଏକ ନୂଆ Chrome ପ୍ରୋଫାଇଲକୁ ଆକାଉଣ୍ଟ ମୁଭ୍ କରିବେ କି?</translation>
<translation id="7308322188646931570">ଫାଇଲ୍‌ଗୁଡ଼ିକ ଡାଉନ୍‌ଲୋଡ୍ କରିବାକୁ Chrome ଷ୍ଟୋରେଜ୍ ଆକ୍ସେସ୍ ଆବଶ୍ୟକ କରେ</translation>
<translation id="7339898014177206373">ନୂଆ ୱିଣ୍ଡୋ</translation>
<translation id="7398801000654795464"><ph name="USER_EMAIL_ADDRESS" /> ଭାବରେ ଆପଣ Chromeରେ ସାଇନ୍ ଇନ୍ କରିଛନ୍ତି। ପୁଣିଥରେ ସାଇନ୍ ଇନ୍ କରିବା ପାଇଁ ଦୟାକରି ସେହି ଆକାଉଣ୍ଟ ବ୍ୟବହାର କରନ୍ତୁ।</translation>
<translation id="7408085963519505752">Chrome OS ସର୍ତ୍ତ</translation>
<translation id="7419046106786626209">Chrome OS ଆପଣଙ୍କର ଡାଟାକୁ ସିଙ୍କ୍ କରିପାରିବ ନାହିଁ, କାରଣ ଆପଣଙ୍କ ଡୋମେନ୍ ପାଇଁ ସିଙ୍କ୍ ଉପଲବ୍ଧ ନାହିଁ।</translation>
<translation id="7486227612705979895">ଠିକଣା ବାର୍‌‌ରେ ପ୍ରସ୍ତାବ ଦେବା ପାଇଁ Chrome ଆପଣଙ୍କର ଡ୍ରାଇଭ୍‌କୁ ଆକ୍‌ସେସ୍ କରିବ</translation>
<translation id="7535429826459677826">Google Chrome ଡେଭ୍‍</translation>
<translation id="7573289029918943991">ଆପଣଙ୍କ ଡିଭାଇସ୍ ଅପ୍ ଟୁ ଡେଟ୍ ଅଛି କି ନାହିଁ, ତାହା ଦେଖିବାକୁ <ph name="LINK_BEGIN" />Chrome OS ସେଟିଂସ୍‌<ph name="LINK_END" />କୁ ଯାଆନ୍ତୁ</translation>
<translation id="7592736734348559088">Google Chrome ଆପଣଙ୍କର ଡାଟାକୁ ସିଙ୍କ୍ କରିପାରିଲା ନାହିଁ କାରଣ ଆପଣଙ୍କର ଆକାଉଣ୍ଟର ସାଇନ୍‌-ଇନ୍‌ ବିବରଣୀର ସମୟ ସୀମା ସମାପ୍ତ ହୋ‍ଇସାରିଛି।</translation>
<translation id="7626032353295482388">Chromeକୁ ସ୍ୱାଗତ୍‌</translation>
<translation id="7629695634924605473">ଆପଣଙ୍କର ପାସ୍‍ୱାର୍ଡଗୁଡ଼ିକ କେବେ ବି ଚୋରି ହୋଇଛି କି ନାହିଁ ତାହା Chrome ଆପଣଙ୍କୁ ଜାଣିବାକୁ ଦିଏ</translation>
<translation id="7641148173327520642">ଆପଣଙ୍କର ସିଷ୍ଟମ୍ ଆଡ୍‌ମିନିଷ୍ଟ୍ରେଟର୍ <ph name="ALTERNATIVE_BROWSER_NAME" /> ଖୋଲିବା ପାଇଁ Google Chrome କନ୍‌ଫିଗର୍ କରିଛନ୍ତି, ଯାହା ଦ୍ୱାରା <ph name="TARGET_URL_HOSTNAME" />କୁ ଆକ୍ସେସ୍ କରାଯାଇପାରିବ।</translation>
<translation id="7651907282515937834">Chrome ଏଣ୍ଟର୍‌ପ୍ରାଇଜ୍ ଲୋଗୋ</translation>
<translation id="7747138024166251722">ସଂସ୍ଥାପକ ଏକ ଅସ୍ଥାୟୀ ଡିରେକ୍ଟୋରୀ ସୃଷ୍ଟି କରିପାରିବ ନାହିଁ । ଦୟାକରି ମୁକ୍ତ ଡିସ୍କ ସ୍ଥାନ ପାଇଁ ଯାଞ୍ଚ କରନ୍ତୁ ଏବଂ ସଂସ୍ଥାପନ ସଫ୍ଟୱେୟାରକୁ ଅନୁମତି କରନ୍ତୁ ।</translation>
<translation id="7761834446675418963">Chrome ଖୋଲିବା ପାଇଁ ନିଜର ନାମ ଉପରେ କ୍ଲିକ୍ କରନ୍ତୁ ଏବଂ ବ୍ରାଉଜ୍ କରିବା ଆରମ୍ଭ କରନ୍ତୁ।</translation>
<translation id="7777080907402804672">ଯଦି ଗୋଟିଏ ଛବିରେ ଏକ ବ୍ୟବହାରଯୋଗ୍ୟ ବିବରଣୀ ନାହିଁ, ତେବେ Chrome ଆପଣଙ୍କ ପାଇଁ ଏକ ବିବରଣୀ ପ୍ରଦାନ କରିବାକୁ ଚେଷ୍ଟା କରିବ। ବିବରଣୀ ତିଆରି କରିବାକୁ, ଛବିଗୁଡ଼ିକ Googleକୁ ପଠାଇ ଦିଆଯାଇଛି। ଆପଣ ଯେକୌଣସି ସମୟରେ ସେଟିଂସ୍‌ରେ ଏହାକୁ ବନ୍ଦ କରିପାରିବେ।</translation>
<translation id="7781002470561365167">Google Chromeର ଏକ ନୂତନ ସଂସ୍କରଣ ଉପଲବ୍ଧ ଅଛି।</translation>
<translation id="7787950393032327779">ଏହି ପ୍ରୋଫାଇଲ୍‍ଟି ଅନ୍ୟ ଏକ କମ୍ପ୍ୟୁଟର୍ (<ph name="HOST_NAME" />)ରେ ଭିନ୍ନ Google Chrome ପ୍ରକ୍ରିୟା (<ph name="PROCESS_ID" />) ଦ୍ୱାରା ବ୍ୟବହାର କରାଯାଉଥିବାର ଜଣାପଡୁଛି। Chrome ପ୍ରୋଫାଇଲ୍‍କୁ ଲକ୍ କରିଦେ‍ଇଛି ଯାହାଦ୍ୱାରା ତାହା ଖରାପ ହେବ ନାହିଁ। ଯଦି ଆପଣ ସୁନିଶ୍ଚିତ ଯେ, ଅନ୍ୟ ପ୍ରକ୍ରିୟାଗୁଡ଼ିକ ଏହି ପ୍ରୋଫାଇଲ୍‍କୁ ବ୍ୟବହାର କରୁନାହାନ୍ତି, ତେବେ ଆପଣ ପ୍ରୋଫାଇଲ୍‍କୁ ଅନ୍‌ଲକ୍ କରି Chromeକୁ ପୁଣି ଲଞ୍ଚ କରିପାରିବେ।</translation>
<translation id="7801699035218095297">Google Chrome ପାସୱାର୍ଡଗୁଡ଼ିକ କପି କରିବାକୁ ଚେଷ୍ଟା କରୁଛି। ଏହାକୁ ଅନୁମତି ଦେବା ପାଇଁ ଆପଣଙ୍କର Windows ପାସୱାର୍ଡ ଟାଇପ୍ କରନ୍ତୁ।</translation>
<translation id="7808348361785373670">Chromeରୁ କାଢ଼ିଦିଅନ୍ତୁ...</translation>
<translation id="7825851276765848807">ଅଣନିର୍ଦ୍ଧିଷ୍ଟିତ ତ୍ରୁଟି ଯୋଗୁଁ ସଂସ୍ଥାପନ ବିଫଳ ହେଲା । ଦୟାକରି Google Chrome ପୁନଃ ଡାଉନଲୋଡ୍ କରନ୍ତୁ ।</translation>
<translation id="7855730255114109580">Google Chrome ଅପ୍-ଟୁ-ଡେଟ୍ ଅଛି</translation>
<translation id="7890208801193284374">ଯଦି ଆପଣ ଗୋଟିଏ କମ୍ପ୍ୟୁଟର୍ ସେୟାର୍ କରନ୍ତି, ତେବେ, ସାଙ୍ଗମାନେ ଓ ପରିବାରର ସଦସ୍ୟମାନେ ଅଲଗା ଭାବରେ ବ୍ରାଉଜ୍ କରିପାରିବେ ଏବଂ ସେମାନଙ୍କ ପସନ୍ଦ ଅନୁସାରେ Chromeକୁ ସେଟ୍ ଅପ୍ କରିପାରିବେ।</translation>
<translation id="7896673875602241923">ଏହି କମ୍ପ୍ୟୁଟର୍‌ରେ କେହିଜଣେ ପୂର୍ବରୁ Chromeରେ <ph name="ACCOUNT_EMAIL_LAST" /> ଭାବରେ ସାଇନ୍ ଇନ୍ କରିଛନ୍ତି। ଦୟାକରି ଆପଣଙ୍କର ସୂଚନା ଅଲଗା ରଖିବା ପାଇଁ ଏକ ନୂତନ Chrome ଉପଯୋଗକର୍ତ୍ତା ତିଆରି କରନ୍ତୁ।</translation>
<translation id="7905891027772979035">Chrome ଆପଣଙ୍କର ଏକ୍ସଟେନସନଗୁଡ଼ିକୁ ଯାଞ୍ଚ କରିପାରିବ ନାହିଁ। ପରେ ପୁଣି ଚେଷ୍ଟା କରନ୍ତୁ।</translation>
<translation id="7930071585467473040">Google Chrome ପାସୱାର୍ଡଗୁଡ଼ିକ କପି କରିବାକୁ ଚେଷ୍ଟା କରୁଛି।</translation>
<translation id="7962410387636238736">ଏହି କମ୍ପ୍ୟୁଟର୍‌ ଆଉ Google Chrome ଅପ‌ଡେଟ୍‍ ପ୍ରାପ୍ତ କରିବ ନାହିଁ କାରଣ ଏହା ଆଉ Windows XP ଏବଂ Windows Vista ଦ୍ୱାରା ସମର୍ଥିତ ନୁହେଁ</translation>
<translation id="8008534537613507642">Chrome ପୁଣି ଇନ୍‍ଷ୍ଟଲ୍ କରନ୍ତୁ</translation>
<translation id="8009904340233602924">ଏକ ଆକାଉଣ୍ଟ ବିନା Chrome ବ୍ୟବହାର କରନ୍ତୁ</translation>
<translation id="8013993649590906847">ଯଦି ଗୋଟିଏ ଛବିରେ ଏକ ବ୍ୟବହାରଯୋଗ୍ୟ ବିବରଣୀ ନାହିଁ, ତେବେ Chrome ଆପଣଙ୍କ ପାଇଁ ଏକ ବିବରଣୀ ପ୍ରଦାନ କରିବାକୁ ଚେଷ୍ଟା କରିବ। ବିବରଣୀ ତିଆରି କରିବାକୁ, ଛବିଗୁଡ଼ିକ Googleକୁ ପଠାଇ ଦିଆଯାଇଛି।</translation>
<translation id="8129812357326543296">&amp;Google Chrome ବିଷୟରେ</translation>
<translation id="8255190535488645436">Google Chrome ଆପଣଙ୍କର କ୍ୟାମେରା ଏବଂ ମାଇକ୍ରୋଫୋନ୍‌କୁ ବ୍ୟବହାର କରନ୍ତୁ।</translation>
<translation id="8286862437124483331">Google Chrome ପାସ୍‌ୱର୍ଡ ଦେଖାଇବାକୁ ଚାହୁଁଛି। ଏହାକୁ ଅନୁମତି ଦେବାପାଇଁ ଆପଣଙ୍କର Windows ପାସ୍‌ୱର୍ଡ ଟାଇପ୍ କରନ୍ତୁ।</translation>
<translation id="828798499196665338">ଆପଣଙ୍କ ବାପାମା Chrome ପାଇଁ "ସାଇଟ୍, ଆପ୍ ଏବଂ ଏକ୍ସଟେନସନଗୁଡ଼ିକ ନିମନ୍ତେ ଅନୁମତିଗୁଡ଼ିକ" ବନ୍ଦ କରିଦେଇଛନ୍ତି। ଏହି <ph name="EXTENSION_TYPE_PARAMETER" />କୁ ସକ୍ଷମ କରିବା ପାଇଁ ଅନୁମତି ନାହିଁ।</translation>
<translation id="8290100596633877290">ୱାହୋ! Google Chrome କ୍ରାସ୍ ହୋଇଯାଇଛି। ବର୍ତ୍ତମାନ ପୁଣି ଲଞ୍ଚ କରିବେ କି?</translation>
<translation id="8342675569599923794">ଏହି ଫାଇଲ୍‌ ବିପଜ୍ଜନକ ଅଟେ, ତେଣୁ Chrome ଏହାକୁ ଅବରୋଧ କରିଛି।</translation>
<translation id="8370517070665726704">କପିରାଇଟ୍ <ph name="YEAR" /> Google LLC। ସମସ୍ତ ଅଧିକାର ସଂରକ୍ଷିତ ଅଛି।</translation>
<translation id="840084489713044809">Google Chrome ଆପଣଙ୍କର ପାସ୍‌ୱାର୍ଡ‌ଗୁଡିକୁ ଏକ୍ସପୋର୍ଟ୍ କରିବାକୁ ଚାହେଁ।</translation>
<translation id="8433638294851456451">ଏଠାରୁ ଆପଣଙ୍କ Android ଫୋନକୁ ଏକ ନମ୍ବର ପଠାଇବାକୁ, ଉଭୟ ଡିଭାଇସରେ Chromeରେ ସାଇନ୍ ଇନ୍ କରନ୍ତୁ।</translation>
<translation id="8498858610309223613">କିଛି ସମୟ ପୂର୍ବରୁ Google Chrome ପାଇଁ ଏକ ବିଶେଷ ସୁରକ୍ଷା ଅପ୍‌ଡେଟ୍ ଲାଗୁ କରାଯାଇଛି। ବର୍ତ୍ତମାନ ରିଷ୍ଟାର୍ଟ କରନ୍ତୁ ଏବଂ ଆମେ ଆପଣଙ୍କ ଟାବ୍ ରିଷ୍ଟୋର୍ କରିବୁ।</translation>
<translation id="8521348052903287641">mDNS ଟ୍ରାଫିକ୍‍କୁ ଅନୁମତି ଦେବାକୁ Google Chrome Dev ପାଇଁ ଇନ୍‌ବାଉଣ୍ଡ ନିୟମ।</translation>
<translation id="8540666473246803645">Google Chrome</translation>
<translation id="8550334526674375523">ଏହି ୱାର୍କ ପ୍ରୋଫାଇଲ୍ ଆପଣଙ୍କ ବ୍ୟକ୍ତିଗତ ପ୍ରୋଫାଇଲରୁ ସମ୍ପୂର୍ଣ୍ଣ ରୂପେ ଅଲଗା ଅଟେ।</translation>
<translation id="8556340503434111824">Google Chromeର ଏକ ନୂଆ ସଂସ୍କରଣ ଉପଲବ୍ଧ ଅଛି ଏବଂ ଏହା ସବୁଠାରୁ ଦ୍ରୁତ ଅଟେ।</translation>
<translation id="861359755029082151">Rosetta ଏହି ପୃଷ୍ଠାରେ ସୁରକ୍ଷିତ ମିଡିଆ ଚଲାଇବା ପାଇଁ Chromeକୁ ସକ୍ଷମ କରିଥାଏ।</translation>
<translation id="8614913330719544658">Google Chrome କୌଣସି ପ୍ରତିକ୍ରିୟା ଦେଉନାହିଁ। ପୁଣିଥରେ ଲଞ୍ଚ କରିବେ?</translation>
<translation id="861702415419836452">Chrome ଆପଣଙ୍କ ପରିପାର୍ଶ୍ୱର ଏକ 3D ମ୍ୟାପ୍ ତିଆରି କରିବା ପାଇଁ ଆପଣଙ୍କ କ୍ୟାମେରା ଆକ୍ସେସ୍ କରିବାକୁ ଅନୁମତି ଆବଶ୍ୟକ କରେ</translation>
<translation id="8625237574518804553">{0,plural, =1{1 ମିନିଟ୍‌ରେ Chrome ପୁଣି ଲଞ୍ଚ ହେବ}other{# ମିନିଟ୍‌ରେ Chrome ପୁଣି ଲଞ୍ଚ ହେବ}}</translation>
<translation id="8641606876632989680">ଆପଣ ଏକ ଚୋରି ହୋଇଯାଇଥିବା ପାସୱାର୍ଡ ମାଧ୍ୟମରେ ସାଇନ୍ ଇନ୍ କଲେ Chrome ଆପଣଙ୍କୁ ସୂଚିତ କରିବ</translation>
<translation id="8669527147644353129">Google Chrome ସାହାଯ୍ୟକାରୀ</translation>
<translation id="8679801911857917785">ଏଥିରୁ ଏହା ମଧ୍ୟ ନିୟନ୍ତ୍ରଣ ହୋ‍ଇଥାଏ ଯେ ଯେତେବେଳେ ଆପଣ Chrome ଆରମ୍ଭ କରନ୍ତି, ସେତେବେଳେ କେଉଁ ପୃଷ୍ଠା ଦେଖାଯିବ।</translation>
<translation id="8686817260976772516">Chrome ପ୍ରୋଫାଇଲ୍ ସାହାଯ୍ୟରେ ଆପଣ ଆପଣଙ୍କ ସମସ୍ତ ସାମଗ୍ରୀକୁ Chromeରେ ଅଲଗା କରିପାରିବେ। ଆପଣଙ୍କ ସାଙ୍ଗ ଏବଂ ପରିବାର ପାଇଁ ପ୍ରୋଫାଇଲ୍ ତିଆରି କରନ୍ତୁ କିମ୍ବା କାର୍ଯ୍ୟ ଏବଂ ମଜା ମଧ୍ୟରେ ବିଭାଜିତ କରନ୍ତୁ।</translation>
<translation id="870251953148363156">&amp;Google Chrome ଅପ୍‌ଡେଟ୍ କରନ୍ତୁ</translation>
<translation id="873133009373065397">Google Chrome ଡିଫଲ୍ଟ ବ୍ରାଉଜର୍ ନିର୍ଦ୍ଧାରଣ କିମ୍ବା ସେଟ୍ କରିପାରିବ ନାହିଁ</translation>
<translation id="8823341990149967727">Chrome ପୁରୁଣା ହୋଇଯାଇଛି</translation>
<translation id="8834965163890861871">Google Chrome ପାସୱାର୍ଡଗୁଡ଼ିକୁ ଏଡିଟ୍ କରିବାକୁ ଚେଷ୍ଟା କରୁଛି। ଏହାକୁ ଅନୁମତି ଦେବା ପାଇଁ ଆପଣଙ୍କ Windows ପାସୱାର୍ଡ ଟାଇପ୍ କରନ୍ତୁ।</translation>
<translation id="884296878221830158">ଯେତେବେଳେ ଆପଣ Chrome ଆରମ୍ଭ କରନ୍ତି କିମ୍ବା ହୋମ୍‌ ବଟନ୍‌ କ୍ଲିକ୍ କରନ୍ତି, ସେତେବେଳେ କେଉଁ ପୃଷ୍ଠା ଦେଖାଯିବ ତାହା ଏହା ନିୟନ୍ତ୍ରଣ କରେ।</translation>
<translation id="8862326446509486874">ସିଷ୍ଟମ୍-ଲେବଲ୍ ସଂସ୍ଥାପନ ପାଇଁ ଆପଣଙ୍କ ପାଖରେ ଉପଯୁକ୍ତ ଅଧିକାର ନାହିଁ । ବ୍ୟବସ୍ଥାପକ ଭାବରେ ପୁନଃ ସଂସ୍ଥାପକ ଚଳାଇବାକୁ ଚେଷ୍ଟା କରନ୍ତୁ ।</translation>
<translation id="8907709077090383765">ସୁରକ୍ଷିତ ମିଡିଆ ଚଲାଇବା ପାଇଁ Chromeକୁ ସକ୍ଷମ କରିବା ନିମନ୍ତେ, ଆପଣଙ୍କୁ Rosetta ଇନଷ୍ଟଲ୍ କରିବାକୁ ହେବ। ଏହାକୁ ଏବେ ଇନଷ୍ଟଲ୍ କରିବାକୁ ଚାହୁଁଛନ୍ତି କି?</translation>
<translation id="8914504000324227558">Chrome ପୁଣି ଲଞ୍ଚ କରନ୍ତୁ</translation>
<translation id="8922193594870374009"><ph name="ORIGIN" />ରୁ ଆପଣଙ୍କ Android ଫୋନକୁ ଏକ ନମ୍ବର ପଠାଇବାକୁ, ଉଭୟ ଡିଭାଇସରେ Chromeରେ ସାଇନ୍ ଇନ୍ କରନ୍ତୁ।</translation>
<translation id="8986207147630327271">ଆପଣ ଏହି ବ୍ରାଉଜରରେ ଏକ ୱାର୍କ ପ୍ରୋଫାଇଲ୍ ଯୋଗ କରୁଛନ୍ତି ଏବଂ ଆପଣଙ୍କ ଆଡମିନିଷ୍ଟ୍ରେଟରଙ୍କୁ ସେହି ୱାର୍କ ପ୍ରୋଫାଇଲକୁ କେବଳ ନିୟନ୍ତ୍ରଣ କରିବା ପାଇଁ ଅନୁମତି ଦେଉଛନ୍ତି।</translation>
<translation id="8999208279178790196">{0,plural, =0{Chrome‍ର ଏକ ଅପ୍‍‍ଡେଟ୍ ଉପଲବ୍ଧ ଅଛି}=1{Chrome‍ର ଏକ ଅପ୍‍‍ଡେଟ୍ ଉପଲବ୍ଧ ଅଛି}other{# ଦିନ ପାଇଁ Chrome‍ର ଏକ ଅପ୍‍‍ଡେଟ୍ ଉପଲବ୍ଧ ଅଛି}}</translation>
<translation id="9026991721384951619">ଆପଣଙ୍କର ଆକାଉଣ୍ଟ ସାଇନ୍ ଇନ୍ ବିବରଣୀ ପୁରୁଣା ହୋଇଥିବା ଯୋଗୁଁ Chrome OS ଆପଣଙ୍କର ଡାଟା ସିଙ୍କ୍ କରିପାରିଲା ନାହିଁ।</translation>
<translation id="9067395829937117663">Google Chrome, Windows 7 କିମ୍ୱା ଉଚ୍ଚତର OS ଆବଶ୍ୟକ କରିଥାଏ।</translation>
<translation id="911206726377975832">ଆପଣଙ୍କ ବ୍ରାଉଜିଂ ଡାଟା ମଧ୍ୟ ବିଲୋପ କରିବେ?</translation>
<translation id="9138603949443464873">ଆପଣ କରିଥିବା ପରିବର୍ତ୍ତନଗୁଡ଼ିକୁ ଲାଗୁ କରିବା ପାଇଁ, Chrome ପୁଣି ଲଞ୍ଚ କରନ୍ତୁ</translation>
<translation id="919706545465235479">ସିଙ୍କ ଆରମ୍ଭ କରିବାକୁ Chrome ଅପ୍‌ଡେଟ୍ କରନ୍ତୁ</translation>
<translation id="940313311831216333">ଆପଣଙ୍କ ସମସ୍ତ ଡିଭାଇସରେ ଆପଣଙ୍କର Chrome ଷ୍ଟଫଗୁଡ଼ିକୁ ଆକ୍ସେସ୍ କରିବା ପାଇଁ ସାଇନ୍ ଇନ୍ କରି ତାପରେ ସିଙ୍କ୍ ଚାଲୁ କରନ୍ତୁ।</translation>
<translation id="94743460404517794">ଯଦି ଆପଣଙ୍କର ଏକାଧିକ Google ଆକାଉଣ୍ଟ ଅଛି, ତେବେ ଆପଣ ସେଗୁଡ଼ିକୁ ଆପଣଙ୍କ <ph name="DEVICE_TYPE" />ରେ ଯୋଗ କରିପାରିବେ। ଆପଣଙ୍କ ଆକାଉଣ୍ଟଗୁଡ଼ିକ Chrome ବ୍ରାଉଜର୍ ଏବଂ Play Store ସହ Gmail, Drive ଏବଂ YouTube ପରି ସେବାଗୁଡ଼ିକରେ ଉପଲବ୍ଧ ହେବ। <ph name="LINK_BEGIN" />ଅଧିକ ଜାଣନ୍ତୁ<ph name="LINK_END" /></translation>
<translation id="989369509083708165">Google Chrome ଆପଣଙ୍କର ଡିଫଲ୍ଟ ବ୍ରାଉଜର୍ ଅଟେ</translation>
</translationbundle>