blob: b6f311635de86956c40c1afd5a79cbd79a9fe037 [file]
<?xml version="1.0" ?>
<!DOCTYPE translationbundle>
<translationbundle lang="or">
<translation id="1055273091707420432">Chromium 4 ସପ୍ତାହରୁ ଅଧିକ ପୁରୁଣା ବିଜ୍ଞାପନ ବିଷୟଗୁଡ଼ିକୁ ଅଟୋ-ଡିଲିଟ କରେ</translation>
<translation id="1184166532603925201">ଆପଣ ଇନକଗ୍ନିଟୋ ମୋଡରେ ଥିବା ସମୟରେ, Chrome ସାଇଟଗୁଡ଼ିକୁ ତୃତୀୟ-ପକ୍ଷ କୁକୀଗୁଡ଼ିକୁ ବ୍ୟବହାର କରିବାରୁ ବ୍ଲକ କରିଥାଏ</translation>
<translation id="132963621759063786">ଆପଣ ସାଇଟଗୁଡ଼ିକ ସହ ସେୟାର କରିଥିବା ଯେ କୌଣସି କାର୍ଯ୍ୟକଳାପ ଡାଟାକୁ Chromium 30 ଦିନ ପରେ ଡିଲିଟ କରିଦିଏ। ଯଦି ଆପଣ ଏକ ସାଇଟକୁ ପୁଣି ଭିଜିଟ କରନ୍ତି, ତେବେ ଏହା ତାଲିକାରେ ପୁଣି ଦେଖାଯାଇପାରେ। <ph name="BEGIN_LINK1" />Chromiumରେ ଆପଣଙ୍କ ବିଜ୍ଞାପନ ଗୋପନୀୟତା ପରିଚାଳନା କରିବା<ph name="LINK_END1" /> ବିଷୟରେ ଅଧିକ ଜାଣନ୍ତୁ।</translation>
<translation id="1559726735555610004">କମ୍ପାନୀଗୁଡ଼ିକ ସମସ୍ତ ସାଇଟରେ ଆପଣଙ୍କୁ ଟ୍ରାକ କରିବା ପାଇଁ ଏହି ଡାଟାକୁ ବ୍ୟବହାର କରିବ ନାହିଁ ବୋଲି ପବ୍ଲିକ ଭାବେ ଜଣାଇଦେବା Google ଆବଶ୍ୟକ କରେ। କିଛି ସାଇଟ କେବଳ ବିଜ୍ଞାପନ ପାଇଁ ନୁହେଁ ବରଂ ଆପଣଙ୍କ ଅନୁଭୂତିକୁ ପର୍ସନାଲାଇଜ କରିବା ପାଇଁ ଆପଣଙ୍କ କାର୍ଯ୍ୟକଳାପକୁ ବ୍ୟବହାର କରିପାରେ। ସେଗୁଡ଼ିକ ଆପଣଙ୍କ ବିଷୟରେ ପୂର୍ବରୁ ଜାଣିଥିବା ଅନ୍ୟ ସୂଚନା ସହିତ ମଧ୍ୟ ଏହାକୁ ଏକତ୍ରିତ କରିପାରେ। କମ୍ପାନୀଗୁଡ଼ିକ ଆପଣଙ୍କ ଡାଟାକୁ କିପରି ବ୍ୟବହାର କରେ ତାହା ଆପଣଙ୍କୁ ଜଣାଇବା ପାଇଁ ସେଗୁଡ଼ିକ ଦାୟୀ ଅଟେ। Google ଆପଣଙ୍କ ଡାଟାକୁ କିପରି ସୁରକ୍ଷିତ କରେ, ସେ ବିଷୟରେ ଆମର <ph name="BEGIN_LINK" />ଗୋପନୀୟତା ନୀତି<ph name="END_LINK" />ରେ ଅଧିକ ଜାଣନ୍ତୁ।</translation>
<translation id="1569440020357229235">ଆପଣ ଇନକଗ୍ନିଟୋ ମୋଡରେ ଥିବା ସମୟରେ ସାଇଟ ତୃତୀୟ-ପକ୍ଷ କୁକୀଗୁଡ଼ିକୁ ବ୍ୟବହାର କରିପାରିବ ନାହିଁ। ଯଦି ଏହି କୁକୀଗୁଡ଼ିକ ଉପରେ ନିର୍ଭର କରୁଥିବା କୌଣସି ସାଇଟ କାର୍ଯ୍ୟ କରୁନାହିଁ, ତେବେ ଆପଣ <ph name="BEGIN_LINK" />ସେହି ସାଇଟକୁ ତୃତୀୟ-ପକ୍ଷ କୁକୀଗୁଡ଼ିକର ଅସ୍ଥାୟୀ ଆକ୍ସେସ ଦେବାକୁ ଚେଷ୍ଟା କରିପାରିବେ<ph name="END_LINK" /></translation>
<translation id="1780659583673667574">ଉଦାହରଣ ସ୍ୱରୂପ, ଯଦି ଆପଣ ଡିନର ପାଇଁ ରେସିପି ଖୋଜିବାକୁ କୌଣସି ସାଇଟକୁ ଭିଜିଟ କରନ୍ତି, ତେବେ ଆପଣ ରୋଷେଇ କରିବାକୁ ଆଗ୍ରହୀ ବୋଲି ସାଇଟ ସ୍ଥିର କରିପାରେ। ପରେ, ଅନ୍ୟ ଏକ ସାଇଟ ଆପଣଙ୍କୁ ପ୍ରଥମ ସାଇଟ ଦ୍ୱାରା ପ୍ରସ୍ତାବିତ ଏକ ଗ୍ରୋସରୀ ଡେଲିଭରୀ ସେବା ପାଇଁ ଏକ ସମ୍ବନ୍ଧିତ ବିଜ୍ଞାପନ ଦେଖାଇପାରେ।</translation>
<translation id="19426210786412737">ୱେବସାଇଟକୁ ତୃତୀୟ-ପକ୍ଷ କୁକୀଗୁଡ଼ିକୁ ଆକ୍ସେସ କରିବା ପାଇଁ ଅନୁମତି ଦେବା ନିମନ୍ତେ ଆପଣଙ୍କର ବର୍ତ୍ତମାନର Chrome ସେଟିଂସକୁ ଅପଡେଟ କରାଯାଇଛି। ଯେ କୌଣସି ସମୟରେ ଆପଣ ଏହି ସେଟିଂକୁ ପରିବର୍ତ୍ତନ କରିପାରିବେ।</translation>
<translation id="1954777269544683286">କମ୍ପାନୀଗୁଡ଼ିକ ସମସ୍ତ ସାଇଟରେ ଆପଣଙ୍କୁ ଟ୍ରାକ କରିବା ପାଇଁ ଏହି ଡାଟାକୁ ବ୍ୟବହାର କରିବ ନାହିଁ ବୋଲି ପବ୍ଲିକ ଭାବେ ଜଣାଇଦେବା Google ଆବଶ୍ୟକ କରେ। କମ୍ପାନୀଗୁଡ଼ିକ ଆପଣଙ୍କ ଡାଟାକୁ କିପରି ବ୍ୟବହାର କରେ ତାହା ଆପଣଙ୍କୁ ଜଣାଇବା ପାଇଁ ସେଗୁଡ଼ିକ ଦାୟୀ ଅଟେ। <ph name="BEGIN_LINK" />ଆମ ଗୋପନୀୟତା ନୀତିରେ ଅଧିକ ଜାଣନ୍ତୁ<ph name="END_LINK" /></translation>
<translation id="2004697686368036666">କିଛି ସାଇଟରେ ଫିଚରଗୁଡ଼ିକ କାମ କରିନପାରେ</translation>
<translation id="2183376768278472507">ଯଦି କୌଣସି ସାଇଟ ଆଶାନୁରୂପେ କାର୍ଯ୍ୟ କରେ ନାହିଁ, ତେବେ ଆପଣ ଭିଜିଟ କରୁଥିବା ଏକ ନିର୍ଦ୍ଦିଷ୍ଟ ସାଇଟ ପାଇଁ ତୃତୀୟ-ପକ୍ଷ କୁକୀକୁ ଅନୁମତି ଦେଇ ଚେଷ୍ଟା କରିପାରିବେ</translation>
<translation id="2235344399760031203">ତୃତୀୟ-ପକ୍ଷ କୁକୀଗୁଡ଼ିକୁ ବ୍ଲକ କରାଯାଇଛି</translation>
<translation id="235832722106476745">Chrome 4 ସପ୍ତାହରୁ ଅଧିକ ପୁରୁଣା ବିଜ୍ଞାପନ ବିଷୟଗୁଡ଼ିକୁ ଅଟୋ-ଡିଲିଟ କରେ</translation>
<translation id="2496115946829713659">ସାଇଟଗୁଡ଼ିକ ବିଷୟବସ୍ତୁ ଏବଂ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ ତୃତୀୟ-ପକ୍ଷ କୁକୀଗୁଡ଼ିକୁ ବ୍ୟବହାର କରିପାରିବ ଏବଂ ଅନ୍ୟ ସାଇଟରେ ଆପଣ ନେଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ଜାଣିପାରିବ</translation>
<translation id="2506926923133667307">ଆପଣଙ୍କ ବିଜ୍ଞାପନ ଗୋପନୀୟତାକୁ ପରିଚାଳନା କରିବା ବିଷୟରେ ଅଧିକ ଜାଣନ୍ତୁ</translation>
<translation id="259163387153470272">ୱେବସାଇଟ ଏବଂ ସେଗୁଡ଼ିକର ବିଜ୍ଞାପନ ପାର୍ଟନରମାନେ ଆପଣଙ୍କ ନିମନ୍ତେ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ ଆପଣ ଭିଜିଟ କରୁଥିବା ସାଇଟଗୁଡ଼ିକରେ ଆପଣ କିପରି ଆପଣଙ୍କ ସମୟ ବିତାଉଛନ୍ତି ପରି ଆପଣଙ୍କର କାର୍ଯ୍ୟକଳାପକୁ ବ୍ୟବହାର କରିପାରିବେ</translation>
<translation id="2937236926373704734">ଆପଣ ଚାହୁଁନଥିବା ସାଇଟଗୁଡ଼ିକୁ ଆପଣ ବ୍ଲକ କରିପାରିବେ। Chromium 30 ଦିନରୁ ଅଧିକ ପୁରୁଣା ସାଇଟଗୁଡ଼ିକୁ ମଧ୍ୟ ତାଲିକାରୁ ସ୍ୱତଃ-ଡିଲିଟ କରେ।</translation>
<translation id="3045333309254072201">ଆପଣ ଇନକଗ୍ନିଟୋ ମୋଡରେ ଥିବା ସମୟରେ ସାଇଟ ତୃତୀୟ-ପକ୍ଷ କୁକୀଗୁଡ଼ିକୁ ବ୍ୟବହାର କରିପାରିବ ନାହିଁ। ଯଦି ଏହି କୁକୀଗୁଡ଼ିକ ଉପରେ ନିର୍ଭର କରୁଥିବା କୌଣସି ସାଇଟ କାର୍ଯ୍ୟ କରୁନାହିଁ, ତେବେ ଆପଣ <ph name="START_LINK" />ସେହି ସାଇଟକୁ ତୃତୀୟ-ପକ୍ଷ କୁକୀଗୁଡ଼ିକର ଅସ୍ଥାୟୀ ଆକ୍ସେସ ଦେବାକୁ ଚେଷ୍ଟା କରିପାରିବେ<ph name="END_LINK" /></translation>
<translation id="3046081401397887494">ଆପଣ ଦେଖୁଥିବା କୌଣସି ବିଜ୍ଞାପନକୁ ପର୍ସନାଲାଇଜ କରାଯାଇଛି ନା ନାହିଁ ତାହା ଏହି ସେଟିଂ, <ph name="BEGIN_LINK1" />ସାଇଟ-ପ୍ରସ୍ତାବିତ ବିଜ୍ଞାପନ<ph name="LINK_END1" />, ଆପଣଙ୍କ <ph name="BEGIN_LINK2" />କୁକୀ ସେଟିଂସ<ph name="LINK_END2" /> ଏବଂ ଆପଣ ଭ୍ୟୁ କରୁଥିବା ସାଇଟ ବିଜ୍ଞାପନକୁ ପର୍ସନାଲାଇଜ କରେ ନା ନାହିଁ ସମେତ ଅନେକ ଜିନିଷ ଉପରେ ନିର୍ଭର କରିପାରେ।</translation>
<translation id="3425311689852411591">ତୃତୀୟ-ପକ୍ଷ କୁକୀଗୁଡ଼ିକ ଉପରେ ନିର୍ଭର କରୁଥିବା ସାଇଟଗୁଡ଼ିକ ଆଶାନୁରୂପେ କାମ କରିବା ଉଚିତ</translation>
<translation id="3442071090395342573">ଆପଣ ସାଇଟଗୁଡ଼ିକ ସହ ସେୟାର କରିଥିବା ଯେ କୌଣସି କାର୍ଯ୍ୟକଳାପ ଡାଟାକୁ Chromium 30 ଦିନ ପରେ ଡିଲିଟ କରିଦିଏ। ଯଦି ଆପଣ ଏକ ସାଇଟକୁ ପୁଣି ଭିଜିଟ କରନ୍ତି, ତେବେ ଏହା ତାଲିକାରେ ପୁଣି ଦେଖାଯାଇପାରେ। <ph name="BEGIN_LINK" />Chromiumରେ ଆପଣଙ୍କ ବିଜ୍ଞାପନ ଗୋପନୀୟତା ପରିଚାଳନା କରିବା<ph name="END_LINK" /> ବିଷୟରେ ଅଧିକ ଜାଣନ୍ତୁ।</translation>
<translation id="3624583033347146597">ଆପଣଙ୍କ ତୃତୀୟ-ପକ୍ଷ କୁକୀ ପସନ୍ଦଗୁଡ଼ିକୁ ବାଛନ୍ତୁ</translation>
<translation id="3645682729607284687">Chrome ଆପଣଙ୍କ ବର୍ତ୍ତମାନର ବ୍ରାଉଜିଂ ଇତିହାସ ଆଧାରରେ ଆପଣଙ୍କ ରୁଚି ଥିବା ବିଷୟଗୁଡ଼ିକୁ ନୋଟ କରେ। ଉଦାହରଣ ସ୍ୱରୂପ, ସ୍ପୋର୍ଟ୍ସ, ପୋଷାକ ଏବଂ ଆହୁରି ଅନେକ କିଛି ପରି ଜିନିଷ</translation>
<translation id="3749724428455457489">ସାଇଟ-ପ୍ରସ୍ତାବିତ ବିଜ୍ଞାପନଗୁଡ଼ିକ ବିଷୟରେ ଅଧିକ ଜାଣନ୍ତୁ</translation>
<translation id="3763433740586298940">ଆପଣ ଚାହୁଁନଥିବା ସାଇଟଗୁଡ଼ିକୁ ଆପଣ ବ୍ଲକ କରିପାରିବେ। Chrome 30 ଦିନରୁ ଅଧିକ ପୁରୁଣା ସାଇଟଗୁଡ଼ିକୁ ମଧ୍ୟ ତାଲିକାରୁ ସ୍ୱତଃ-ଡିଲିଟ କରେ।</translation>
<translation id="390681677935721732">ଆପଣ ସାଇଟଗୁଡ଼ିକ ସହ ସେୟାର କରିଥିବା ଯେ କୌଣସି କାର୍ଯ୍ୟକଳାପ ଡାଟାକୁ Chrome 30 ଦିନ ପରେ ଡିଲିଟ କରିଦିଏ। ଯଦି ଆପଣ ଏକ ସାଇଟକୁ ପୁଣି ଭିଜିଟ କରନ୍ତି, ତେବେ ଏହା ତାଲିକାରେ ପୁଣି ଦେଖାଯାଇପାରେ। <ph name="BEGIN_LINK" />Chromeରେ ଆପଣଙ୍କ ବିଜ୍ଞାପନ ଗୋପନୀୟତା ପରିଚାଳନା କରିବା<ph name="END_LINK" /> ବିଷୟରେ ଅଧିକ ଜାଣନ୍ତୁ।</translation>
<translation id="3918378745482005425">କିଛି ଫିଚର କାମ କରିନପାରେ। ସମ୍ବନ୍ଧିତ ସାଇଟଗୁଡ଼ିକ ଏବେ ବି ତୃତୀୟ-ପକ୍ଷ କୁକୀଗୁଡ଼ିକୁ ବ୍ୟବହାର କରିପାରିବ।</translation>
<translation id="3918927280411834522">ସାଇଟ-ପ୍ରସ୍ତାବିତ ବିଜ୍ଞାପନ।</translation>
<translation id="4009365983562022788">କମ୍ପାନୀଗୁଡ଼ିକ ସମସ୍ତ ସାଇଟରେ ଆପଣଙ୍କୁ ଟ୍ରାକ କରିବା ପାଇଁ ଏହି ଡାଟାକୁ ବ୍ୟବହାର କରିବ ନାହିଁ ବୋଲି ପବ୍ଲିକ ଭାବେ ଜଣାଇଦେବା Google ଆବଶ୍ୟକ କରେ। କିଛି ସାଇଟ କେବଳ ବିଜ୍ଞାପନ ପାଇଁ ନୁହେଁ ବରଂ ଆପଣଙ୍କ ଅନୁଭୂତିକୁ ପର୍ସନାଲାଇଜ କରିବା ପାଇଁ ଆପଣଙ୍କ କାର୍ଯ୍ୟକଳାପକୁ ବ୍ୟବହାର କରିପାରେ। ସେଗୁଡ଼ିକ ଆପଣଙ୍କ ବିଷୟରେ ପୂର୍ବରୁ ଜାଣିଥିବା ଅନ୍ୟ ସୂଚନା ସହିତ ମଧ୍ୟ ଏହାକୁ ଏକତ୍ରିତ କରିପାରେ। କମ୍ପାନୀଗୁଡ଼ିକ ଆପଣଙ୍କ ଡାଟାକୁ କିପରି ବ୍ୟବହାର କରେ ତାହା ଆପଣଙ୍କୁ ଜଣାଇବା ପାଇଁ ସେଗୁଡ଼ିକ ଦାୟୀ ଅଟେ। ଆମ <ph name="BEGIN_LINK1" />ଗୋପନୀୟତା ନୀତି<ph name="LINK_END1" />ରେ ଅଧିକ ଜାଣନ୍ତୁ।</translation>
<translation id="4177501066905053472">ବିଜ୍ଞାପନ ବିଷୟ</translation>
<translation id="4278390842282768270">ଅନୁମତି ଦିଆଯାଇଛି</translation>
<translation id="4301151630239508244">ବିଜ୍ଞାପନକୁ ପର୍ସନାଲାଇଜ କରିବା ପାଇଁ ଏକ ସାଇଟ ବ୍ୟବହାର କରିପାରୁଥିବା ଅନେକ ଜିନିଷ ମଧ୍ୟରୁ ବିଜ୍ଞାପନ ବିଷୟ କେବଳ ଗୋଟିଏ ଅଟେ। ବିଜ୍ଞାପନ ବିଷୟ ବିନା ମଧ୍ୟ ସାଇଟଗୁଡ଼ିକ ଏବେ ବି ଆପଣଙ୍କୁ ବିଜ୍ଞାପନଗୁଡ଼ିକ ଦେଖାଇପାରିବ କିନ୍ତୁ ସେଗୁଡ଼ିକ କମ ପର୍ସନାଲାଇଜ କରାଯାଇପାରେ। <ph name="BEGIN_LINK_1" />ଆପଣଙ୍କ ବିଜ୍ଞାପନ ଗୋପନୀୟତାକୁ ପରିଚାଳନା କରିବା<ph name="END_LINK_1" /> ବିଷୟରେ ଅଧିକ ଜାଣନ୍ତୁ।</translation>
<translation id="4370439921477851706">କମ୍ପାନୀଗୁଡ଼ିକ ସମସ୍ତ ସାଇଟରେ ଆପଣଙ୍କୁ ଟ୍ରାକ କରିବା ପାଇଁ ଏହି ଡାଟାକୁ ବ୍ୟବହାର କରିବ ନାହିଁ ବୋଲି ପବ୍ଲିକ ଭାବେ ଜଣାଇଦେବା Google ଆବଶ୍ୟକ କରେ। କିଛି ସାଇଟ କେବଳ ବିଜ୍ଞାପନ ପାଇଁ ନୁହେଁ ବରଂ ଆପଣଙ୍କ ଅନୁଭୂତିକୁ ପର୍ସନାଲାଇଜ କରିବା ପାଇଁ ଆପଣଙ୍କ କାର୍ଯ୍ୟକଳାପକୁ ବ୍ୟବହାର କରିପାରେ। ସେଗୁଡ଼ିକ ବିଜ୍ଞାପନ ବିଷୟଗୁଡ଼ିକୁ 4 ସପ୍ତାହରୁ ଅଧିକ ସମୟ ପାଇଁ ଷ୍ଟୋର ମଧ୍ୟ କରିପାରେ ଏବଂ ଏହାକୁ ଆପଣଙ୍କ ବିଷୟରେ ପୂର୍ବରୁ ଜାଣିଥିବା ଅନ୍ୟ ସୂଚନା ସହିତ କମ୍ବାଇନ କରିପାରେ। କମ୍ପାନୀଗୁଡ଼ିକ ଆପଣଙ୍କ ଡାଟାକୁ କିପରି ବ୍ୟବହାର କରେ ତାହା ଆପଣଙ୍କୁ ଜଣାଇବା ପାଇଁ ସେଗୁଡ଼ିକ ଦାୟୀ ଅଟେ। ଆମ <ph name="BEGIN_LINK1" />ଗୋପନୀୟତା ନୀତି<ph name="LINK_END1" />ରେ ଅଧିକ ଜାଣନ୍ତୁ।</translation>
<translation id="4412992751769744546">ତୃତୀୟ-ପକ୍ଷ କୁକୀଗୁଡ଼ିକୁ ଅନୁମତି ଦିଅନ୍ତୁ</translation>
<translation id="4456330419644848501">ଆପଣ ଦେଖୁଥିବା କୌଣସି ବିଜ୍ଞାପନକୁ ପର୍ସନାଲାଇଜ କରାଯାଇଛି ନା ନାହିଁ ତାହା ଏହି ସେଟିଂ, <ph name="BEGIN_LINK_1" />ସାଇଟ-ପ୍ରସ୍ତାବିତ ବିଜ୍ଞାପନ<ph name="END_LINK_1" />, ଆପଣଙ୍କ <ph name="BEGIN_LINK_2" />କୁକୀ ସେଟିଂସ<ph name="END_LINK_2" /> ଏବଂ ଆପଣ ଭ୍ୟୁ କରୁଥିବା ସାଇଟ ବିଜ୍ଞାପନକୁ ପର୍ସନାଲାଇଜ କରେ ନା ନାହିଁ ସମେତ ଅନେକ ଜିନିଷ ଉପରେ ନିର୍ଭର କରିପାରେ।</translation>
<translation id="4502954140581098658">ଆପଣ ଦେଖୁଥିବା କୌଣସି ବିଜ୍ଞାପନକୁ ପର୍ସନାଲାଇଜ କରାଯାଇଛି ନା ନାହିଁ ତାହା ଏହି ସେଟିଂ, <ph name="BEGIN_LINK_1" />ବିଜ୍ଞାପନ ବିଷୟ<ph name="END_LINK_1" />, ଆପଣଙ୍କ <ph name="BEGIN_LINK_2" />କୁକୀ ସେଟିଂସ<ph name="END_LINK_2" /> ଏବଂ ଆପଣ ଭ୍ୟୁ କରୁଥିବା ସାଇଟ ବିଜ୍ଞାପନକୁ ପର୍ସନାଲାଇଜ କରେ ନା ନାହିଁ ସମେତ ଅନେକ ଜିନିଷ ଉପରେ ନିର୍ଭର କରିପାରେ।</translation>
<translation id="453692855554576066">ଆପଣ Chromium ସେଟିଂସରେ ଆପଣଙ୍କ ବିଜ୍ଞାପନ ବିଷୟଗୁଡ଼ିକୁ ଦେଖିପାରିବେ ଏବଂ ସାଇଟଗୁଡ଼ିକ ସହିତ ସେୟାର କରିବାକୁ ଚାହୁଁନଥିବା ବିଜ୍ଞାପନ ବିଷୟଗୁଡ଼ିକୁ ବ୍ଲକ କରିପାରିବେ</translation>
<translation id="4616029578858572059">Chromium ଆପଣଙ୍କ ବର୍ତ୍ତମାନର ବ୍ରାଉଜିଂ ଇତିହାସ ଆଧାରରେ ଆପଣଙ୍କ ରୁଚି ଥିବା ବିଷୟଗୁଡ଼ିକୁ ନୋଟ କରେ। ଉଦାହରଣ ସ୍ୱରୂପ, ସ୍ପୋର୍ଟ୍ସ, ପୋଷାକ ଏବଂ ଆହୁରି ଅନେକ କିଛି ପରି ଜିନିଷ</translation>
<translation id="4692439979815346597">ଆପଣ Chrome ସେଟିଂସରେ ଆପଣଙ୍କ ବିଜ୍ଞାପନ ବିଷୟଗୁଡ଼ିକୁ ଦେଖିପାରିବେ ଏବଂ ସାଇଟଗୁଡ଼ିକ ସହିତ ସେୟାର କରିବାକୁ ଚାହୁଁନଥିବା ବିଜ୍ଞାପନ ବିଷୟଗୁଡ଼ିକୁ ବ୍ଲକ କରିପାରିବେ</translation>
<translation id="4711259472133554310">ତୃତୀୟ-ପକ୍ଷ କୁକୀଗୁଡ଼ିକ ବ୍ୟବହାର କରିବାକୁ ସର୍ବଦା ନିର୍ଦ୍ଦିଷ୍ଟ ସାଇଟଗୁଡ଼ିକୁ ଅନୁମତି ଦେବା ପାଇଁ ଆପଣ ସେଟିଂସରେ ବ୍ୟତିକ୍ରମ ତିଆରି କରିପାରିବେ</translation>
<translation id="5055880590417889642">ବିଜ୍ଞାପନଗୁଡ଼ିକର ପରାମର୍ଶ ଦେବା ପାଇଁ ସାଇଟ ବ୍ୟବହାର କରିପାରୁଥିବା ଅନେକ ଜିନିଷ ମଧ୍ୟରୁ ଆପଣଙ୍କ କାର୍ଯ୍ୟକଳାପ ଅନ୍ୟତମ। ସାଇଟ-ପ୍ରସ୍ତାବିତ ବିଜ୍ଞାପନ ବନ୍ଦ ଥିଲେ, ସାଇଟଗୁଡ଼ିକ ଏବେ ବି ଆପଣଙ୍କୁ ବିଜ୍ଞାପନ ଦେଖାଇପାରିବ, କିନ୍ତୁ ସେଗୁଡ଼ିକ କମ ପର୍ସନାଲାଇଜ୍ଡ ହୋଇପାରେ। ଏହା ବିଷୟରେ ଅଧିକ ଜାଣନ୍ତୁ</translation>
<translation id="5117284457376555514">ଆପଣ ସମ୍ବନ୍ଧିତ ସାଇଟଗୁଡ଼ିକୁ ତୃତୀୟ-ପକ୍ଷ କୁକୀଗୁଡ଼ିକୁ ଆକ୍ସେସ କରିବାକୁ ଅନୁମତି ନଦେବା ପର୍ଯ୍ୟନ୍ତ, ସାଇଟଗୁଡ଼ିକ ବିଷୟବସ୍ତୁ ଏବଂ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ ସେଗୁଡ଼ିକୁ ବ୍ୟବହାର କରିପାରିବ ନାହିଁ ଏବଂ ଅନ୍ୟ ସାଇଟରେ ଆପଣ ନେଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ଜାଣିପାରିବ ନାହିଁ। କିଛି ସାଇଟ ଫିଚର ଆଶାନୁରୂପେ କାର୍ଯ୍ୟ କରିନପାରେ।</translation>
<translation id="544199055391706031">ବିଜ୍ଞାପନଗୁଡ଼ିକର ପରାମର୍ଶ ଦେବା ପାଇଁ ସାଇଟ ବ୍ୟବହାର କରିପାରୁଥିବା ଅନେକ ଜିନିଷ ମଧ୍ୟରୁ ଆପଣଙ୍କ କାର୍ଯ୍ୟକଳାପ ଅନ୍ୟତମ। ସାଇଟ-ପ୍ରସ୍ତାବିତ ବିଜ୍ଞାପନ ବନ୍ଦ ଥିଲେ, ସାଇଟଗୁଡ଼ିକ ଏବେ ବି ଆପଣଙ୍କୁ ବିଜ୍ଞାପନ ଦେଖାଇପାରିବ, କିନ୍ତୁ ସେଗୁଡ଼ିକ କମ ପର୍ସନାଲାଇଜ୍ଡ ହୋଇପାରେ। <ph name="BEGIN_LINK" />ସାଇଟ-ପ୍ରସ୍ତାବିତ ବିଜ୍ଞାପନଗୁଡ଼ିକ<ph name="END_LINK" /> ବିଷୟରେ ଅଧିକ ଜାଣନ୍ତୁ।</translation>
<translation id="5574580428711706114">କମ୍ପାନୀଗୁଡ଼ିକ ସମସ୍ତ ସାଇଟରେ ଆପଣଙ୍କୁ ଟ୍ରାକ କରିବା ପାଇଁ ଏହି ଡାଟାକୁ ବ୍ୟବହାର କରିବ ନାହିଁ ବୋଲି ପବ୍ଲିକ ଭାବେ ଜଣାଇଦେବା Google ଆବଶ୍ୟକ କରେ। କମ୍ପାନୀଗୁଡ଼ିକ ଆପଣଙ୍କ ଡାଟାକୁ କିପରି ବ୍ୟବହାର କରେ ତାହା ଆପଣଙ୍କୁ ଜଣାଇବା ପାଇଁ ସେଗୁଡ଼ିକ ଦାୟୀ ଅଟେ। <ph name="BEGIN_LINK1" />ଆମ ଗୋପନୀୟତା ନୀତିରେ ଅଧିକ ଜାଣନ୍ତୁ<ph name="LINK_END1" /></translation>
<translation id="5677928146339483299">ବ୍ଲକ କରାଯାଇଛି</translation>
<translation id="5759648952769618186">ବିଷୟଗୁଡ଼ିକ ଆପଣଙ୍କ ବର୍ତ୍ତମାନର ବ୍ରାଉଜିଂ ଇତିହାସ ଉପରେ ଆଧାରିତ ଅଟେ ଏବଂ ଆପଣଙ୍କୁ ପର୍ସନାଲାଇଜ ହୋଇଥିବା ବିଜ୍ଞାପନ ଦେଖାଇବା ପାଇଁ ସାଇଟ ଓ ସେଗୁଡ଼ିକର ବିଜ୍ଞାପନ ପାର୍ଟନରମାନେ ଆପଣଙ୍କ ବିଷୟରେ କଣ ଜାଣିପାରିବେ ତାହା ସୀମିତ କରିବାରେ ସାହାଯ୍ୟ କରେ</translation>
<translation id="6196640612572343990">ତୃତୀୟ-ପକ୍ଷ କୁକୀଗୁଡ଼ିକୁ ବ୍ଲକ କରନ୍ତୁ</translation>
<translation id="6282129116202535093">ସାଇଟ-ପ୍ରସ୍ତାବିତ ବିଜ୍ଞାପନଗୁଡ଼ିକ, ଆପଣଙ୍କୁ ପ୍ରାସଙ୍ଗିକ ବିଜ୍ଞାପନ ଦେଖାଇବା ପାଇଁ ସାଇଟଗୁଡ଼ିକୁ ଅନୁମତି ଦେବା ସମୟରେ ଆପଣଙ୍କ ବ୍ରାଉଜିଂ ଇତିହାସ ଏବଂ ପରିଚୟକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ। ଆପଣ ବ୍ରାଉଜ କରିବା ଜାରି ରଖିଥିବା ସମୟରେ ଅନ୍ୟ ସାଇଟ ଆପଣଙ୍କ କାର୍ଯ୍ୟକଳାପକୁ ବ୍ୟବହାର କରି ସମ୍ବନ୍ଧିତ ବିଜ୍ଞାପନଗୁଡ଼ିକର ପରାମର୍ଶ ଦେଇପାରିବ। ଆପଣ ଏହି ସାଇଟଗୁଡ଼ିକର ଏକ ତାଲିକାକୁ ଦେଖିପାରିବେ ଏବଂ ସେଟିଂସରେ ଆପଣ ଚାହୁଁନଥିବା ସାଇଟଗୁଡ଼ିକୁ ବ୍ଲକ କରିପାରିବେ।</translation>
<translation id="6308169245546905162">ଆପଣ ଅନ୍ୟ ସାଇଟରେ ନେଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ଜାଣିବା ପାଇଁ Sites ତୃତୀୟ-ପକ୍ଷ କୁକୀଗୁଡ଼ିକ ବ୍ୟବହାର କରେ</translation>
<translation id="6494210367693221285">ୱେବସାଇଟକୁ ତୃତୀୟ-ପକ୍ଷ କୁକୀଗୁଡ଼ିକୁ ଆକ୍ସେସ କରିବା ପାଇଁ ଅନୁମତି ଦେବା ନିମନ୍ତେ ଆପଣଙ୍କର ବର୍ତ୍ତମାନର Chromium ସେଟିଂସକୁ ଅପଡେଟ କରାଯାଇଛି। ଯେ କୌଣସି ସମୟରେ ଆପଣ ଏହି ସେଟିଂକୁ ପରିବର୍ତ୍ତନ କରିପାରିବେ।</translation>
<translation id="6710025070089118043">ଆପଣ ସମ୍ବନ୍ଧିତ ସାଇଟଗୁଡ଼ିକୁ ତୃତୀୟ-ପକ୍ଷ କୁକୀଗୁଡ଼ିକୁ ଆକ୍ସେସ କରିବାକୁ ଅନୁମତି ନଦେବା ପର୍ଯ୍ୟନ୍ତ, ସାଇଟଗୁଡ଼ିକ ବିଷୟବସ୍ତୁ ଏବଂ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ ସେଗୁଡ଼ିକୁ ବ୍ୟବହାର କରିପାରିବ ନାହିଁ ଏବଂ ଅନ୍ୟ ସାଇଟରେ ଆପଣ ନେଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ଜାଣିପାରିବ ନାହିଁ</translation>
<translation id="6774168155917940386">କମ୍ପାନୀଗୁଡ଼ିକ ସମସ୍ତ ସାଇଟରେ ଆପଣଙ୍କୁ ଟ୍ରାକ କରିବା ପାଇଁ ଏହି ଡାଟାକୁ ବ୍ୟବହାର କରିବ ନାହିଁ ବୋଲି ପବ୍ଲିକ ଭାବେ ଜଣାଇଦେବା Google ଆବଶ୍ୟକ କରେ। କିଛି ସାଇଟ କେବଳ ବିଜ୍ଞାପନ ପାଇଁ ନୁହେଁ ବରଂ ଆପଣଙ୍କ ଅନୁଭୂତିକୁ ପର୍ସନାଲାଇଜ କରିବା ପାଇଁ ଆପଣଙ୍କ କାର୍ଯ୍ୟକଳାପକୁ ବ୍ୟବହାର କରିପାରେ। ସେଗୁଡ଼ିକ ଆପଣଙ୍କ ବିଷୟରେ ପୂର୍ବରୁ ଜାଣିଥିବା ଅନ୍ୟ ସୂଚନା ସହିତ ମଧ୍ୟ ଏହାକୁ ଏକତ୍ରିତ କରିପାରେ। କମ୍ପାନୀଗୁଡ଼ିକ ଆପଣଙ୍କ ଡାଟାକୁ କିପରି ବ୍ୟବହାର କରେ ତାହା ଆପଣଙ୍କୁ ଜଣାଇବା ପାଇଁ ସେଗୁଡ଼ିକ ଦାୟୀ ଅଟେ। ଆମ <ph name="BEGIN_LINK" />ଗୋପନୀୟତା ନୀତି<ph name="END_LINK" />ରେ ଅଧିକ ଜାଣନ୍ତୁ।</translation>
<translation id="6789193059040353742">ଆପଣ ଦେଖୁଥିବା କୌଣସି ବିଜ୍ଞାପନକୁ ପର୍ସନାଲାଇଜ କରାଯାଇଛି ନା ନାହିଁ ତାହା ଏହି ସେଟିଂ, <ph name="BEGIN_LINK1" />ବିଜ୍ଞାପନ ବିଷୟ<ph name="LINK_END1" />, ଆପଣଙ୍କ <ph name="BEGIN_LINK2" />କୁକୀ ସେଟିଂସ<ph name="LINK_END2" /> ଏବଂ ଆପଣ ଭ୍ୟୁ କରୁଥିବା ସାଇଟ ବିଜ୍ଞାପନକୁ ପର୍ସନାଲାଇଜ କରେ ନା ନାହିଁ ସମେତ ଅନେକ ଜିନିଷ ଉପରେ ନିର୍ଭର କରିପାରେ।</translation>
<translation id="7315780377187123731">'ତୃତୀୟ-ପକ୍ଷ କୁକୀଗୁଡ଼ିକୁ ବ୍ଲକ କରନ୍ତୁ' ବିକଳ୍ପ ବିଷୟରେ ଅଧିକ</translation>
<translation id="737025278945207416">କିଛି ସାଇଟ କେବଳ ବିଜ୍ଞାପନ ପାଇଁ ନୁହେଁ ବରଂ ଆପଣଙ୍କ ଅନୁଭୂତିକୁ ପର୍ସନାଲାଇଜ କରିବା ପାଇଁ ଆପଣଙ୍କ କାର୍ଯ୍ୟକଳାପକୁ ବ୍ୟବହାର କରିପାରେ। ସେଗୁଡ଼ିକ ବିଜ୍ଞାପନ ବିଷୟଗୁଡ଼ିକୁ 4 ସପ୍ତାହରୁ ଅଧିକ ସମୟ ପାଇଁ ଷ୍ଟୋର ମଧ୍ୟ କରିପାରେ ଏବଂ ଏହାକୁ ଆପଣଙ୍କ ବିଷୟରେ ପୂର୍ବରୁ ଜାଣିଥିବା ଅନ୍ୟ ସୂଚନା ସହିତ କମ୍ବାଇନ କରିପାରେ</translation>
<translation id="7374493521304367420">ସାଇଟଗୁଡ଼ିକ ଏବେ ବି ତାର ନିଜ ସାଇଟରେ ବ୍ରାଉଜିଂ କାର୍ଯ୍ୟକଳାପକୁ ଦେଖିବା ପାଇଁ କୁକୀଗୁଡ଼ିକୁ ବ୍ୟବହାର କରିପାରିବ</translation>
<translation id="7442413018273927857">ଆପଣ ସାଇଟଗୁଡ଼ିକ ସହ ସେୟାର କରିଥିବା ଯେ କୌଣସି କାର୍ଯ୍ୟକଳାପ ଡାଟାକୁ Chrome 30 ଦିନ ପରେ ଡିଲିଟ କରିଦିଏ। ଯଦି ଆପଣ ଏକ ସାଇଟକୁ ପୁଣି ଭିଜିଟ କରନ୍ତି, ତେବେ ଏହା ତାଲିକାରେ ପୁଣି ଦେଖାଯାଇପାରେ। <ph name="BEGIN_LINK1" />Chromeରେ ଆପଣଙ୍କ ବିଜ୍ଞାପନ ଗୋପନୀୟତା ପରିଚାଳନା କରିବା<ph name="LINK_END1" /> ବିଷୟରେ ଅଧିକ ଜାଣନ୍ତୁ।</translation>
<translation id="7453144832830554937">ତୃତୀୟ-ପକ୍ଷ କୁକୀଗୁଡ଼ିକ ଉପରେ ନିର୍ଭର କରୁଥିବା ସାଇଟ ଫିଚରଗୁଡ଼ିକ କାର୍ଯ୍ୟ କରିନପାରେ</translation>
<translation id="7475768947023614021">ଆପଣଙ୍କ ବିଜ୍ଞାପନ ବିଷୟ ସେଟିଂର ସମୀକ୍ଷା କରିବା</translation>
<translation id="7538480403395139206">ତୃତୀୟ-ପକ୍ଷ କୁକୀଗୁଡ଼ିକୁ ଅନୁମତି ଦିଅନ୍ତୁ ବିକଳ୍ପ ବିଷୟରେ ଅଧିକ</translation>
<translation id="8200078544056087897">ତୃତୀୟ-ପକ୍ଷ କୁକୀଗୁଡ଼ିକ ଉପରେ ନିର୍ଭର କରୁଥିବା ସାଇଟ ଫିଚରଗୁଡ଼ିକ ଆଶାନୁରୂପେ କାର୍ଯ୍ୟ କରିବା ଉଚିତ</translation>
<translation id="839994149685752920">ବିଷୟବସ୍ତୁ ଏବଂ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ ସାଇଟଗୁଡ଼ିକ ତୃତୀୟ-ପକ୍ଷ କୁକୀଗୁଡ଼ିକୁ ବ୍ୟବହାର କରିପାରିବ</translation>
<translation id="8428213095426709021">ସେଟିଂସ</translation>
<translation id="859369389161884405">ଏକ ନୂଆ ଟାବରେ ଗୋପନୀୟତା ନୀତି ଖୋଲେ</translation>
<translation id="8712637175834984815">ବୁଝିଗଲି</translation>
<translation id="9039924186462989565">ଆପଣ ଇନକଗ୍ନିଟୋ ମୋଡରେ ଥିବା ସମୟରେ, Chromium ସାଇଟଗୁଡ଼ିକୁ ତୃତୀୟ-ପକ୍ଷ କୁକୀଗୁଡ଼ିକୁ ବ୍ୟବହାର କରିବାରୁ ବ୍ଲକ କରିଥାଏ</translation>
<translation id="9162335340010958530">ଆପଣ ସମ୍ବନ୍ଧିତ ସାଇଟଗୁଡ଼ିକୁ ତୃତୀୟ-ପକ୍ଷ କୁକୀଗୁଡ଼ିକୁ ଆକ୍ସେସ କରିବାକୁ ଅନୁମତି ନଦେବା ପର୍ଯ୍ୟନ୍ତ, ସାଇଟଗୁଡ଼ିକ ବିଷୟବସ୍ତୁ ଏବଂ ବିଜ୍ଞାପନଗୁଡ଼ିକୁ ପର୍ସନାଲାଇଜ କରିବା ପାଇଁ ସେଗୁଡ଼ିକୁ ବ୍ୟବହାର କରିପାରିବ ନାହିଁ ଏବଂ ଅନ୍ୟ ସାଇଟରେ ଆପଣ ନେଉଥିବା ପଦକ୍ଷେପଗୁଡ଼ିକ ବିଷୟରେ ଜାଣିପାରିବ ନାହିଁ</translation>
<translation id="9168357768716791362">କମ୍ପାନୀଗୁଡ଼ିକ ସମସ୍ତ ସାଇଟରେ ଆପଣଙ୍କୁ ଟ୍ରାକ କରିବା ପାଇଁ ଏହି ଡାଟାକୁ ବ୍ୟବହାର କରିବ ନାହିଁ ବୋଲି ପବ୍ଲିକ ଭାବେ ଜଣାଇଦେବା Google ଆବଶ୍ୟକ କରେ। କିଛି ସାଇଟ କେବଳ ବିଜ୍ଞାପନ ପାଇଁ ନୁହେଁ ବରଂ ଆପଣଙ୍କ ଅନୁଭୂତିକୁ ପର୍ସନାଲାଇଜ କରିବା ପାଇଁ ଆପଣଙ୍କ କାର୍ଯ୍ୟକଳାପକୁ ବ୍ୟବହାର କରିପାରେ। ସେଗୁଡ଼ିକ ବିଜ୍ଞାପନ ବିଷୟଗୁଡ଼ିକୁ 4 ସପ୍ତାହରୁ ଅଧିକ ସମୟ ପାଇଁ ଷ୍ଟୋର ମଧ୍ୟ କରିପାରେ ଏବଂ ଏହାକୁ ଆପଣଙ୍କ ବିଷୟରେ ପୂର୍ବରୁ ଜାଣିଥିବା ଅନ୍ୟ ସୂଚନା ସହିତ କମ୍ବାଇନ କରିପାରେ। କମ୍ପାନୀଗୁଡ଼ିକ ଆପଣଙ୍କ ଡାଟାକୁ କିପରି ବ୍ୟବହାର କରେ ତାହା ଆପଣଙ୍କୁ ଜଣାଇବା ପାଇଁ ସେଗୁଡ଼ିକ ଦାୟୀ ଅଟେ। ଆମ <ph name="BEGIN_LINK" />ଗୋପନୀୟତା ନୀତି<ph name="END_LINK" />ରେ ଅଧିକ ଜାଣନ୍ତୁ।</translation>
<translation id="989939163029143304">ୱେବସାଇଟ ଏବଂ ୱେବସାଇଟଗୁଡ଼ିକର ବିଜ୍ଞାପନ ପାର୍ଟନରମାନେ ଆପଣଙ୍କ ନିମନ୍ତେ ବିଷୟବସ୍ତୁକୁ ପର୍ସନାଲାଇଜ କରିବା ପାଇଁ ବିଜ୍ଞାପନ ବିଷୟଗୁଡ଼ିକୁ ବ୍ୟବହାର କରିପାରିବେ। ତୃତୀୟ-ପକ୍ଷ କୁକୀଗୁଡ଼ିକ ତୁଳନାରେ, ବିଜ୍ଞାପନ ବିଷୟଗୁଡ଼ିକ ଆପଣ ବ୍ରାଉଜ କରିବା ସମୟରେ ସାଇଟଗୁଡ଼ିକ ଆପଣଙ୍କ ବିଷୟରେ କ'ଣ ଜାଣିପାରିବ ତାହା ସୀମିତ କରିବାରେ ସାହାଯ୍ୟ କରେ</translation>
</translationbundle>