blob: 5ec9d10909bc1d45f8dd5006fe5fdd8bff320a35 [file] [log] [blame]
<?xml version="1.0" ?>
<!DOCTYPE translationbundle>
<translationbundle lang="or">
<translation id="1041985745423354926">ଏକ USB ଡ୍ରାଇଭ୍ କିମ୍ବା SD କାର୍ଡ ପରି ଏକ୍ସଟର୍ନଲ୍ ଷ୍ଟୋରେଜ୍ ବ୍ୟବହାର କରି ଆପଣ ପୁନରୁଦ୍ଧାର କରିପାରିବେ।</translation>
<translation id="1159332245309393502">ଆପଣଙ୍କ ଏକ୍ସଟର୍ନଲ୍ ଷ୍ଟୋରେଜ୍ ସେଟ୍ ଅପ୍ କରନ୍ତୁ</translation>
<translation id="1201402288615127009">ପରବର୍ତ୍ତୀ</translation>
<translation id="1252150473073837888">ସୁରକ୍ଷିତ ମୋଡକୁ ଫେରିବା ପାଇଁ ସୁନିଶ୍ଚିତ କରନ୍ତୁ</translation>
<translation id="1321620357351949170">ଆପଣ ଚାଲୁ କରିବାକୁ ଚାହୁଁଥିବା ପରୀକ୍ଷା ଟୁଲକୁ ଚୟନ କରନ୍ତୁ।</translation>
<translation id="1389402762514302384">ସୁରକ୍ଷିତ ରହିବା ପାଇଁ “ବାତିଲ୍ କରନ୍ତୁ”କୁ ଚୟନ କରନ୍ତୁ।</translation>
<translation id="1428255359211557126">ମେମୋରୀ ଯାଞ୍ଚ (ଦ୍ରୁତ)</translation>
<translation id="1483971085438511843">ଏକ ବିକଳ୍ପ ଚୟନ କରିବାକୁ ଏଣ୍ଟର୍ କୀ ବ୍ୟବହାର କରନ୍ତୁ।</translation>
<translation id="1931763245382489971">3. ଯେତେବେଳେ ଆପଣଙ୍କ ଏକ୍ସଟର୍ନଲ୍ ଷ୍ଟୋରେଜ୍ ଡିଭାଇସ୍ ପୁନରୁଦ୍ଧାର ଛବି ସହିତ ପ୍ରସ୍ତୁତ ହୋଇଯିବ, "ପରବର୍ତ୍ତୀ"କୁ କ୍ଲିକ୍ କରନ୍ତୁ</translation>
<translation id="1932315467893966859">ଡେଭଲପର୍ ମୋଡକୁ ପୂର୍ବରୁ ଚାଲୁ କରାଯାଇଛି।</translation>
<translation id="1995660704900986789">ପାୱାର୍ ଅଫ୍</translation>
<translation id="2022309272630265316">କୌଣସି ବୈଧ ଛବି ଚିହ୍ନଟ କରାଯାଇନାହିଁ</translation>
<translation id="2076174287070071207">ଆପଣ ଏକ USB ଡ୍ରାଇଭ୍ କିମ୍ବା SD କାର୍ଡ ପରି ଏକ୍ସଟର୍ନଲ୍ ଷ୍ଟୋରେଜ୍ ବ୍ୟବହାର କରି କିମ୍ବା ଆପଣଙ୍କ Android ଫୋନ୍ ବ୍ୟବହାର କରି ପୁନରୁଦ୍ଧାର କରିପାରିବେ।</translation>
<translation id="2164852388827548816">ଫାର୍ମୱେର୍ ଲଗ୍</translation>
<translation id="2176647394998805208">ଏକ୍ସଟର୍ନଲ୍ ଡିସ୍କରୁ ବୁଟ୍ କରନ୍ତୁ</translation>
<translation id="2188090550242711688">2. Chrome ଏକ୍ସଟେନସନରେ ଥିବା ନିର୍ଦ୍ଦେଶଗୁଡ଼ିକୁ ଅନୁସରଣ କରି ଏକ୍ସଟର୍ନଲ୍ ଷ୍ଟୋରେଜରେ ପୁନରୁଦ୍ଧାର ଛବି ଡାଉନଲୋଡ୍ କରନ୍ତୁ</translation>
<translation id="2270126560545545577">ଆପଣ ଡେଭେଲପର୍ ମୋଡରେ ଅଛନ୍ତି</translation>
<translation id="2360163367862409346">ଏହା ଆପଣଙ୍କ ଡିଭାଇସରୁ ସମସ୍ତ ଡାଟା ଲିଭାଇବା ପ୍ରକ୍ରିୟାକୁ ଅନ୍ତର୍ଭୁକ୍ତ କରେ ଯାହା ଫଳରେ ଆପଣଙ୍କ ଡିଭାଇସ୍ ଅସୁରକ୍ଷିତ ହୋଇଯିବ।</translation>
<translation id="2398688843544960326">ଏକ ବିକଳ୍ପ ବୁଟଲୋଡର୍ ମିଳିଲା ନାହିଁ। ଏକ ବୁଟଲୋଡରକୁ କିପରି ଇନଷ୍ଟଲ୍ କରିବେ ତାହା ଜାଣିବା ପାଇଁ, URL ଦେଖନ୍ତୁ:</translation>
<translation id="2445391421565214706">ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବା ପାଇଁ, ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରନ୍ତୁ। ସମସ୍ତ ସଂଯୁକ୍ତ ଡିଭାଇସ୍ କାଢ଼ି ଦିଅନ୍ତୁ, ତା'ପରେ ଅତି କମରେ 10 ସେକେଣ୍ଡ ପାଇଁ ଭଲ୍ୟୁମ୍ ଅପ୍, ଭଲ୍ୟୁମ୍ ଡାଉନ୍ ଏବଂ ପାୱାର ବଟନକୁ ( ⏻ ) ଧରି ରଖନ୍ତୁ।</translation>
<translation id="2531345960369431549">ଏହି ବିକଳ୍ପ ଡେଭେଲପର୍ ମୋଡକୁ ଅକ୍ଷମ କରିବ ଏବଂ ଆପଣଙ୍କ ଡିଭାଇସକୁ ଏହାର ମୂଳ ସ୍ଥିତିରେ ରିଷ୍ଟୋର୍ କରିବ।</translation>
<translation id="2603025384438397887">ଫୋନ୍ ବ୍ୟବହାର କରି ପୁନରୁଦ୍ଧାର ପ୍ରକ୍ରିୟା</translation>
<translation id="2904079386864173492">ମୋଡେଲ୍:</translation>
<translation id="3174560100798162637">ଆପଣଙ୍କ ଡିଭାଇସକୁ ଏକ ପାୱାର୍ ସୋର୍ସ ସହ ସଂଯୋଗ କରିବା ପାଇଁ ସୁପାରିଶ କରାଯାଇଛି।</translation>
<translation id="3235458304027619499">1. ଏକ USB ଡ୍ରାଇଭ୍ କିମ୍ବା SD କାର୍ଡ ପରି ଏକ ଏକ୍ସଟର୍ନଲ୍ ଷ୍ଟୋରେଜ୍ ଡିଭାଇସ୍</translation>
<translation id="328213018570216625">ଏକ୍ସଟର୍ନଲ୍ ଷ୍ଟୋରେଜ୍ ବ୍ୟବହାର କରି ପୁନରୁଦ୍ଧାର</translation>
<translation id="3289365543955953678">ଆପଣଙ୍କ ଏକ୍ସଟର୍ନଲ୍ ଡିସ୍କରେ ପ୍ଲଗ୍ ଇନ୍ କରନ୍ତୁ</translation>
<translation id="3294574173405124634">ସୁରକ୍ଷିତ ମୋଡକୁ ଫେରିବା ପାଇଁ GBB ଫ୍ଲାଗଗୁଡ଼ିକ ଦ୍ୱାରା ଅନୁମତି ଦିଆଯାଇନାହିଁ।</translation>
<translation id="3416523611207622897">ଏକ୍ସଟର୍ନଲ୍ ବୁଟ୍ ଅକ୍ଷମ କରାଯାଇଛି। ଅଧିକ ସୂଚନା ପାଇଁ, URL ଦେଖନ୍ତୁ:</translation>
<translation id="3635226996169670741">ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବା ପାଇଁ, ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରନ୍ତୁ। ସମସ୍ତ ସଂଯୁକ୍ତ ଡିଭାଇସ୍ କାଢ଼ି ଦିଅନ୍ତୁ, ତା'ପରେ Esc, ରିଫ୍ରେସ୍ ( ⟳ ) ଓ ପାୱାର ବଟନକୁ ( ⏻ ) ଧରି ରଖନ୍ତୁ।</translation>
<translation id="3697087251845525042">ଷ୍ଟୋରେଜ୍ ସେଲ୍ଫ-ଟେଷ୍ଟ (ଛୋଟ)</translation>
<translation id="385051799172605136">ପଛକୁ</translation>
<translation id="3964506597604121312">ଏହି ପ୍ରକ୍ରିୟାରେ ଆପଣଙ୍କ ଉପଯୋଗକର୍ତ୍ତା ଡାଟା ଖାଲି ହୋଇଯିବ।</translation>
<translation id="4002335453596341558">ପରବର୍ତ୍ତୀ ପୃଷ୍ଠା</translation>
<translation id="4152977630022273265">ଆପଣଙ୍କ ଏକ୍ସଟର୍ନଲ୍ ଡିସ୍କରେ ଏକ ବୈଧ Chrome OS ଛବି ଥିବା ସୁନିଶ୍ଚିତ କରନ୍ତୁ ଏବଂ ଯେତେବେଳେ ପ୍ରସ୍ତୁତ ହୋଇଯାଏ, ଡିସ୍କକୁ ପୁଣି-ଭର୍ତ୍ତି କରନ୍ତୁ।</translation>
<translation id="4403160275309808255">ବିକଳ୍ପ ବୁଟଲୋଡରଗୁଡ଼ିକୁ ଅକ୍ଷମ କରାଯାଇଛି। ଅଧିକ ସୂଚନା ପାଇଁ, URL ଦେଖନ୍ତୁ:</translation>
<translation id="4410491068110727276">ଉପରକୁ କିମ୍ବା ତଳକୁ ନାଭିଗେଟ୍ କରିବା ପାଇଁ ଭଲ୍ୟୁମ୍ ବଟନଗୁଡ଼ିକ ବ୍ୟବହାର କରନ୍ତୁ।</translation>
<translation id="4497270882390086583">ଏକ USB ଡ୍ରାଇଭ୍ ପରି ଏକ୍ସଟର୍ନଲ୍ ଷ୍ଟୋରେଜ୍ କିମ୍ବା ଆପଣଙ୍କ Android ଫୋନ୍ ବ୍ୟବହାର କରି ଆପଣ ପୁନରୁଦ୍ଧାର କରିପାରିବେ।</translation>
<translation id="4773280894882892048">ଡିବଗ୍ ସୂଚନା</translation>
<translation id="4815374450404670311">ମେମୋରୀ ଯାଞ୍ଚ (ସମ୍ପୂର୍ଣ୍ଣ)</translation>
<translation id="4834079235849774599">2. ଇଣ୍ଟରନେଟ୍ ଆକ୍ସେସ୍ ଥିବା ଅନ୍ୟ ଏକ ଡିଭାଇସ୍</translation>
<translation id="4989087579517177148">ଆପଣ କିପରି ପୁନରୁଦ୍ଧାର କରିବାକୁ ପସନ୍ଦ କରିବେ ତାହା ଚୟନ କରନ୍ତୁ।</translation>
<translation id="5019112228955634706">3. ଏହି ଡିଭାଇସ୍ ପାଇଁ ଏକ ପାୱାର ସୋର୍ସ</translation>
<translation id="5175612852476047443">ଦୟାକରି ଆପଣଙ୍କ ଡିଭାଇସକୁ ବନ୍ଦ କରନ୍ତୁ ନାହିଁ</translation>
<translation id="5232488980254489397">ଡାଏଗ୍ନୋଷ୍ଟିକ୍ସ ଲଞ୍ଚ କରନ୍ତୁ</translation>
<translation id="5341719174140776704">1. ଇଣ୍ଟର୍ନେଟ୍ ଆକ୍ସେସ୍ ଥିବା ଏକ Android ଫୋନ୍</translation>
<translation id="5477875595374685515">ଫାର୍ମୱେର୍ ଲଗ୍ ପ୍ରାପ୍ତ କରାଯାଇପାରିଲା ନାହିଁ।</translation>
<translation id="5592705604979238266">ସହାୟତା କେନ୍ଦ୍ର:</translation>
<translation id="5649741817431380014">ଆପଣଙ୍କ ଫୋନରେ Chrome OS ପୁନରୁଦ୍ଧାର ଆପ୍ ଚାଲୁଥିବା କିମ୍ବା ଆପଣଙ୍କର ଏକ୍ସଟର୍ନଲ୍ ଡିସ୍କରେ ଏକ ବୈଧ ପୁନରୁଦ୍ଧାର ଛବି ଥିବା ନିଶ୍ଚିତ କରନ୍ତୁ। ପ୍ରସ୍ତୁତ ହୋଇଗଲେ, କେବୁଲ୍ କିମ୍ବା ଡିସ୍କକୁ ପୁଣି-ଭର୍ତ୍ତି କରନ୍ତୁ।</translation>
<translation id="5809240698077875994">ଡେଭେଲପର୍ ମୋଡ୍ ସକ୍ଷମ କରିବାକୁ ପାୱାର୍ ବଟନ୍ ଦବାନ୍ତୁ କିମ୍ବା ସୁରକ୍ଷିତ ରହିବା ପାଇଁ “ବାତିଲ୍ କରନ୍ତୁ”କୁ ଚୟନ କରନ୍ତୁ।</translation>
<translation id="586317305889719987">ସୁପାରିଶ କରାଯାଇଥିବା ସୁରକ୍ଷିତ ମୋଡକୁ ଫେରିବା ପାଇଁ, ନିମ୍ନରେ ଥିବା “ସୁରକ୍ଷିତ ମୋଡକୁ ଫେରନ୍ତୁ” ବିକଳ୍ପ ଚୟନ କରନ୍ତୁ।</translation>
<translation id="5874367961304694171">ଆପଣଙ୍କ ଏକ୍ସଟର୍ନଲ୍ ଷ୍ଟୋରେଜ୍ ଡିଭାଇସ୍ ସଂଯୋଗ କରନ୍ତୁ</translation>
<translation id="5947425217126227027">ଆପଣଙ୍କ ଫୋନ୍ ପ୍ଲଗ୍ ଇନ୍ କରି କିମ୍ବା ଡାହାଣ ପଟେ ଥିବା QR କୋଡ୍ ସ୍କାନ୍ କରି ଆପଣଙ୍କ Android ଫୋନରେ Chrome OS ପୁନରୁଦ୍ଧାର ଆପ୍ ଡାଉନଲୋଡ୍ କରନ୍ତୁ। ଆପଣ ଆପ୍ ଲଞ୍ଚ କରିବା ପରେ, ଆପଣଙ୍କ ଫୋନକୁ ଆପଣଙ୍କର ଡିଭାଇସ୍ ସହିତ ସଂଯୋଗ କରନ୍ତୁ ଏବଂ ପୁନରୁଦ୍ଧାର ସ୍ୱଚାଳିତ ଭାବେ ଆରମ୍ଭ ହେବ।</translation>
<translation id="6172915643608608639">ଇଣ୍ଟର୍ନଲ୍ ଡିସ୍କରୁ ବୁଟ୍ କରନ୍ତୁ</translation>
<translation id="6191358901427525316">ଆପଣଙ୍କ ଡିଭାଇସ୍ ପୁନରୁଦ୍ଧାର କରିବାକୁ ପ୍ରସ୍ତୁତ ହୁଅନ୍ତୁ। ଆପଣ ଏହା ଆବଶ୍ୟକ କରିବେ:</translation>
<translation id="635783852215913562">ଉପରକୁ କିମ୍ବା ତଳକୁ ନାଭିଗେଟ୍ କରିବା ପାଇଁ ତୀର କୀଗୁଡ଼ିକ ବ୍ୟବହାର କରନ୍ତୁ।</translation>
<translation id="6448938863276324156">ଏକ USB ଡ୍ରାଇଭ୍ ପରି ଏକ୍ସଟର୍ନଲ୍ ଷ୍ଟୋରେଜ୍ ବ୍ୟବହାର କରି ଆପଣ ପୁନରୁଦ୍ଧାର କରିପାରିବେ।</translation>
<translation id="6972383785688794804">ପୂର୍ବବର୍ତ୍ତୀ ପୃଷ୍ଠା</translation>
<translation id="7065553583078443466">ବିକଳ୍ପ ବୁଟଲୋଡର୍ ଚୟନ କରନ୍ତୁ</translation>
<translation id="7126032376876878896">ଏକ ବିକଳ୍ପ ଚୟନ କରିବାକୁ ପାୱାର୍ ବଟନ୍ ବ୍ୟବହାର କରନ୍ତୁ।</translation>
<translation id="7154775592215462674">1. ଏକ USB ଡ୍ରାଇଭ୍ ପରି ଏକ ଏକ୍ସଟର୍ନଲ୍ ଷ୍ଟୋରେଜ୍ ଡିଭାଇସ୍</translation>
<translation id="7157640574359006953">Chrome OS ଛବି ଥିବା ଆପଣଙ୍କ ଏକ୍ସଟର୍ନଲ୍ ଡିସ୍କ ପ୍ଲଗ୍ ଇନ୍ କରନ୍ତୁ। ଏହା ସ୍ୱଚାଳିତ ଭାବେ ବୁଟ୍ ହୋଇଯିବ।</translation>
<translation id="7187861267433191629">ଆପଣଙ୍କ ସିଷ୍ଟମ୍ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଲାଗୁ କରୁଛି।</translation>
<translation id="7236073510654217175">ସୁରକ୍ଷିତ ମୋଡକୁ ଫେରନ୍ତୁ</translation>
<translation id="7321387134821904291">ଷ୍ଟୋରେଜ୍ ହେଲ୍ଥ ସୂଚନା</translation>
<translation id="7342794948394983731">ଡାଏଗ୍ନୋଷ୍ଟିକ୍ ଟୁଲଗୁଡ଼ିକ</translation>
<translation id="7352651011704765696">କିଛି ଭୁଲ୍ ହୋଇଛି</translation>
<translation id="7365121631770711723">2. ଏକ USB କେବଲ୍ ଯାହା ଆପଣଙ୍କ ଫୋନ୍ ଏବଂ ଏହି ଡିଭାଇସକୁ ସଂଯୋଗ କରେ</translation>
<translation id="7420576176825630019">ଡେଭେଲପର୍ ମୋଡ୍ ସକ୍ଷମ କରନ୍ତୁ</translation>
<translation id="7567414219298075193">ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବା ପାଇଁ, ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରନ୍ତୁ। ସମସ୍ତ ସଂଯୁକ୍ତ ଡିଭାଇସ୍ କାଢ଼ି ଦିଅନ୍ତୁ, ତା'ପରେ ପୁନରୁଦ୍ଧାର ବଟନକୁ ଧରି ରଖନ୍ତୁ, ପାୱାର ବଟନକୁ ( ⏻ ) ଦବାଇ ରିଲିଜ୍ କରନ୍ତୁ, ପୁନରୁଦ୍ଧାର ବଟନକୁ ରିଲିଜ୍ କରନ୍ତୁ।</translation>
<translation id="7638747526774710781">1. ଅନ୍ୟ ଏକ ଡିଭାଇସରେ google.com/chromeos/recoveryକୁ ଯାଇ Chrome ଏକ୍ସଟେନସନ୍ ଇନଷ୍ଟଲ୍ କରନ୍ତୁ</translation>
<translation id="7658239707568436148">ବାତିଲ୍</translation>
<translation id="7939062555109487992">ଅତ୍ୟାଧୁନିକ ବିକଳ୍ପ</translation>
<translation id="8011335065515332253">ସମୟ ସମାପ୍ତ ହେବା ପରେ, ଡିଭାଇସଟି ସ୍ୱଚାଳିତ ଭାବେ ନିମ୍ନୋକ୍ତ ଚୟନ ଅନୁସାରେ ବୁଟ୍ ହେବ।</translation>
<translation id="8027199195649765326">ଡେଭେଲପର୍ ମୋଡ୍ ସକ୍ଷମ କରିବାକୁ ଆପଣଙ୍କ Chromeboxରେ ପୁନରୁଦ୍ଧାର ବଟନ୍ ଦବାନ୍ତୁ କିମ୍ବା ସୁରକ୍ଷିତ ରହିବା ପାଇଁ "ବାତିଲ୍ କରନ୍ତୁ"କୁ ଚୟନ କରନ୍ତୁ।</translation>
<translation id="8101391381992690790">ଆପଣଙ୍କ ଏକ୍ସଟର୍ନଲ୍ ଡିସ୍କରେ ଏକ ବୈଧ ପୁନରୁଦ୍ଧାର ଛବି ଥିବା ନିଶ୍ଚିତ କରନ୍ତୁ ଏବଂ ପ୍ରସ୍ତୁତ ହୋଇଗଲେ, ଡିସ୍କକୁ ପୁଣି-ଭର୍ତ୍ତି କରନ୍ତୁ।</translation>
<translation id="8116993605321079294">ବିକଳ୍ପ ବୁଟଲୋଡର୍ ଲଞ୍ଚ କରିବା ସମୟରେ କିଛି ତ୍ରୁଟି ହୋଇଛି। ବିବରଣୀ ପାଇଁ ଫାର୍ମୱେର୍ ଲଗ୍ ଦେଖନ୍ତୁ।</translation>
<translation id="8131740175452115882">ନିଶ୍ଚିତ କରନ୍ତୁ</translation>
<translation id="8199613549817472219">ଚାଲନ୍ତୁ ପୁନରୁଦ୍ଧାର ପ୍ରକ୍ରିୟା ବିଷୟରେ ଜାଣିବା</translation>
<translation id="8377165353588213941">ଆପଣ ଶେଷ ପୃଷ୍ଠାରେ ପହଞ୍ଚି ଯାଇଛନ୍ତି</translation>
<translation id="8569584079758810124">ଡିବଗ୍ ସୂଚନା ପ୍ରାପ୍ତ କରାଯାଇପାରିଲା ନାହିଁ।</translation>
<translation id="8720490351198901261">ଆପଣ ପ୍ରଥମ ପୃଷ୍ଠାରେ ପହଞ୍ଚି ଯାଇଛନ୍ତି</translation>
<translation id="8789686976863801203">ଆପଣ ଡେଭେଲପର୍ ମୋଡ୍ ସକ୍ଷମ କରିବାକୁ ଚେଷ୍ଟା କରୁଛନ୍ତି</translation>
<translation id="8848124168564939055">ଆପଣ ଡେଭଲପର୍ ମୋଡ୍ ଚାଲୁ କରିବାକୁ ଏକ ଏକ୍ସଟର୍ନଲ୍ କୀବୋର୍ଡ ବ୍ୟବହାର କରିପାରିବେ ନାହିଁ। ଦୟାକରି ନାଭିଗେସନ୍ ନିର୍ଦ୍ଦେଶାବଳୀରେ ନୋଟ୍ କରାଯାଇଥିବା ଅନ୍-ଡିଭାଇସ୍ ବଟନଗୁଡ଼ିକୁ ବ୍ୟବହାର କରନ୍ତୁ।</translation>
<translation id="8878311588372127478">ଷ୍ଟୋରେଜ୍ ସେଲ୍ଫ-ଟେଷ୍ଟ (ବିସ୍ତାରିତ)</translation>
<translation id="9004305007436435169">ଡାଏଗ୍ନୋଷ୍ଟିକ୍ ସୂଚନା ପ୍ରାପ୍ତ କରାଯାଇପାରିଲା ନାହିଁ।</translation>
<translation id="9040266428058825675">ଯଦି ଆପଣଙ୍କ ଏକ୍ସଟର୍ନଲ୍ ଷ୍ଟୋରେଜ୍ ଡିଭାଇସ୍ ଏକ ପୁନରୁଦ୍ଧାର ଛବି ସହିତ ପ୍ରସ୍ତୁତ ଅଛି, ତେବେ ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରିବାକୁ ଏହାକୁ ଏହି ଡିଭାଇସରେ ପ୍ଲଗ୍ ଇନ୍ କରନ୍ତୁ।</translation>
</translationbundle>